ଭାଇରଲ ହେଲା କନକ ନ୍ୟୁଜର ଭିଡିଓ କ୍ଲିପ; ଏମିତି ଆସିଲା ରିଆକ୍ସନ
Mar 2, 2022, 15:15 IST

ଓଡ଼ିଆ ଗସିପ ବ୍ୟୁରୋ: କନକ ଷ୍ଟୁଡ଼ିଓରେ ପହଁଚିଲା ଟ୍ୟାଙ୍କର, ହେଲିକପ୍ଟର। ଯେକୋୖଣସି ସମୟରେ ହୋଇପାରେ ଯୁଦ୍ଧ।
ରୁଷିଆ ରାଷ୍ଟ୍ରପତି vladimir ପୁଟିନ ଙ୍କ ନାଁ ନନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଲେ , ଏକଛତ୍ରବାଦୀଙ୍କୁ ପରିଣାମ ଭୋଗିବାକୁ ପଡ଼ିବ ।
ଏହାକୁ ନେଇ କନକ ନ୍ୟୁଜ ପକ୍ଷରୁ ଏକ ଖବର ପ୍ରକାଶ ପାଇଛି। ଯାହା ଏବେ ସୋସିଅଳ ମିଡିଆରେ ବେଶ ଭାଇରଲ ହେଉଛି।