
ଦୁଇଫାଳ ହେବ ଆଫ୍ରିକା, ଜନ୍ମ ନେବ ନୂଆ ସମୁଦ୍ର; ଜାଣନ୍ତୁ କେମିତି ଘଟିବାକୁ ଯାଉଛି ଏହି ରହସ୍ୟମୟ ଘଟଣା
ଓଡ଼ିଆ ଗସିପ୍ ବ୍ୟୁରୋ: ବିଶ୍ବର ଦ୍ବିତୀୟ ବୃହତ୍ତମ ମହାଦେଶ ଆଫ୍ରିକା ଦୁଇ ଫାଳ ହେବାକୁ ଯାଉଛି । ଏହି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଲୋହିତ ସାଗରରୁ ମୋଜାମ୍ବିକ ମଧ୍ୟରେ ଥିବା ୩୫୦୦ କିମିର ପୂର୍ବ ଆଫ୍ରିକୀୟ ଫାଟ (ଇଷ୍ଟ ଆଫ୍ରିକାନ ରିଫ୍ଟ)
Thu,27 Jul 2023