ରାନୁ ମଣ୍ଡଳଙ୍କୁ ହୀମେଶ ରେଶମିଆ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ଦେଇଥିଲେ ଟଙ୍କା, ଏବେ ସଲମାନ ଖାନ ରାନୁଙ୍କୁ ଦେଲେ ଏଭଳି ଭେଟି ଯାହା ଜାଣି ଆପଣ ବି ତାଯୁବ ହୋଇଯିବେ…

ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚାରେ ଥିବା ରାନୁ ମଣ୍ଡଳଙ୍କ ଭାଗ୍ୟ ରେଖା ଦିନକୁ ଦିନ ଉଜ୍ବଳ ହେବାରେ ଲାଗିଛି । ରାନୁଙ୍କୁ ପ୍ରଥମେ ବିଶିଷ୍ଟ କଣ୍ଠଶିଳ୍ପୀ ହୀମେଶ ରେଶମିଆ ଗୀତ ଗାଇବା ପାଇଁ ଅଫର ଦେବା ପରେ ଏହି ଗରିବ ମହିଳା ଜଣଙ୍କ ରାତି ରାତି ଲକ୍ଷପତି ହୋଇଯାଇଛନ୍ତି ।

ହେଲେ ଏବେ ଶୁଣିବାକୁ ମିଳୁଛି କି, ରାନୁଙ୍କୁ ବଲିଉଡର ଭାଇଜାନ ସଲମାନ ଖାନ ଏକ ୫୫ ଲକ୍ଷ ଟଙ୍କା ମୂଲ୍ୟର ଆଲିସାନ କୋଠା ଗିଫ୍ଟ ଦେଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହି ଘଟଣାର ସତ୍ୟତା କେତେ ରହିଛି ତାହା ଜଣାପଡିନଥିବା ବେଳେ ଏହି ଘର ମିଲିବା ମାତ୍ରେ ରାନୁଙ୍କ ଭାଗ୍ୟରେ ଚାର ଚାନ୍ଦ ଲାଗିଯିବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ରାନୁ ମଣ୍ଡଳଙ୍କୁ ହୀମେଶ ରେଶମିଆ ନିଜ ଫିଲ୍ମରେ ଗୀତ ଗାଇବା ପାଇଁ ଦେଇଥିଲେ ଟଙ୍କା, ଏବେ ସଲମାନ ଖାନ ରାନୁଙ୍କୁ ଦେଲେ ଏଭଳି ଭେଟି ଯାହା ଜାଣି ଆପଣ ବି ତାଯୁବ ହୋଇଯିବେ…

ସଲମାନ ରାନୁଙ୍କୁ ଏହି ଆଲିସାନ କୋଠା ଗିଫ୍ଟ କରିଛନ୍ତି ବୋଲି ଶୁଣାଯାଉଛି । ଆଗକୁ ଫିଲ୍ମ ‘ଦବଙ୍ଗ-୩’ ଆସୁଥିବା ବେଳେ ସଲମାନ ରାନୁଙ୍କୁ ଏହି ଫିଲ୍ମରେ ଏକ ଗୀତ ଗାଇବା ପାଇଁ ମଧ୍ୟ ଚାନ୍ସ ଦେବେ ବୋଲି ଶୁଣାଯାଉଛି ।

ଏହା ପୂର୍ବରୁ ସଙ୍ଗୀତକାର ହୀମେଶ ରାନୁଙ୍କୁ ‘ତେରୀ ମେରୀ କାହାନୀ’ ଗୀତ ଗାଇବା ପାଇଁ ଚାନ୍ସ ଦେବା ପରେ ଏହି ଗୀତ ସୋସିଆଲ ମିଡିଆରେ ବହୁତ ସଂଖ୍ୟାରେ ଭାଇରାଲ ହୋଇଛି । ପରେ ହୀମେଶ ତାଙ୍କ ଫିଲ୍ମ ପାଇଁ ଗୋଟିଏ ଗୀତ ଗାଇବା ପାଇଁ ରାନୁଙ୍କୁ ଅଫର ଦେଇଛନ୍ତି । ଏଥିପାଇଁ ସେ ରାନୁଙ୍କୁ ୬ରୁ ୭ଲକ୍ଷ ଟଙ୍କା ଦେଇଥିବା ଚର୍ଚ୍ଚା ହେଉଛି । ରାନୁଙ୍କ ‘ଏକ ପ୍ୟାର କା ନଗମା ହେ’ ଗୀତ ଗାଇ ସେନ୍ସସନାଲ ଷ୍ଟାର ହେଇପାରିଛନ୍ତି ।

Share this story