ପ୍ରକାଶ ପାଇଲା ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଲା ଟିକେଟ

ପ୍ରକାଶ ପାଇଲା ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଲା ଟିକେଟ
ପ୍ରକାଶ ପାଇଲା ବିଜେଡି ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କାହାକୁ ମିଳିଲା ଟିକେଟ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ଆଜି ତାର ବାକି ୩୬ଟି ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ସେମାନେ ହେଲେ :

ରେମୁଣା : ସୁଧାଂଶୁ ଶେଖର ପରିଡ଼ା
ବିଞ୍ଝାରପୁର : ପ୍ରମିଳା ମଲ୍ଲିକ
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ
ଭଦ୍ରକ ଲୋକସଭା : ମଞ୍ଜୁଲତା ମଣ୍ଡଳ
ଚାନ୍ଦବାଲି : ବ୍ୟୋମକେଶ ରାୟ
ସିମୁଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ
ଧର୍ମଶାଳା : ପ୍ରଣବ ବଳବନ୍ତରାୟ
ସୁକିନ୍ଦା : ପ୍ରୀତିରଂଜନ ଘଡେ଼ଇ
ପାଟକୁରା : ବେଦପ୍ରକାଶ ଅଗ୍ରୱାଲା
ଆଳି : ପ୍ରତାପ ଦେବ
ମାହାଙ୍ଗା : ପ୍ରତାପ ଜେନା
ସାଲେପୁର : ପ୍ରଶାନ୍ତ ବେହେରା
ବାସୁଦେବପୁର : ବିଷ୍ଣୁଦତ ରାଉତରାୟ
ଘସିପୁରା : ବଦ୍ରି ନାରାୟଣ ପାତ୍ର
ପାଟଣା : ଜଗନ୍ନାଥ ନାଏକ
କେନ୍ଦୁଝର : ମାଧବ ସର୍ଦ୍ଧାର
ଭୋଗରାଇ : ଅନନ୍ତ ଦାସ
ରେମୁଣା : ସୁଧାଂଶୁ ଶେଖର
ରେମୁଣା : ସୁଧାଂଶୁ ଶେଖର ପରିଡ଼ା
ବିଞ୍ଝାରପୁର : ପ୍ରମିଳା ମଲ୍ଲିକ
ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ
ନୟାଗଡ଼ : ଅରୁଣ ସାହୁ
ରଣପୁର : ସତ୍ୟ ନାରାୟଣ ପ୍ରଧାନ
ଏକାମ୍ର : ଅଶୋକ ଚନ୍ଦ୍ର ପଣ୍ଡା
ବଡ଼ମ୍ବା : ଦେବୀପ୍ରସାଦ ମିଶ୍ର
ବାଙ୍କୀ : ଦେବୀରଂଜନ ତ୍ରିପାଠୀ
ଢେଙ୍କାନାଳ : ସୁଧିର ସାମଲ
ହିନେ୍ଦାଳ : ସୀମାରାଣୀ ନାୟକ
କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ
ତାଳଚେର : ବ୍ରଜ କିଶୋର ପ୍ରଧାନ
ଅନୁଗୁଳ : ରଜନୀକାନ୍ତ ସିଂହ
କୁଚିଣ୍ଡା : କିଶୋର ଚନ୍ଦ୍ର ନାୟକ
ବ୍ରହ୍ମଗିରି : ସଂଜୟ ଦାସବର୍ମା
ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ
ଆଠଗଡ଼ : ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଚୌଦ୍ୱାର-କଟକ : ସୌଭିକ ବିଶ୍ୱାଳ

Share this story