ଇଡି ସ୍କାନରରେ ସିଂହଳି ସୁନ୍ଦରୀ ସେକ୍ସି ଜାକଲିନ
Aug 30, 2021, 21:16 IST

ନିକଟରେ ଫିଲ୍ମ ନିର୍ମାତା ଆଦିତ୍ୟ ଧରଙ୍କୁ ବିବାହ କରିଥିବା ୟାମୀଙ୍କ ଉପରେ ଫେମା ଆଇନ ଉଲ୍ଲଂଘନ ନେଇ ଅଭିଯୋଗ ରହିଛି। ତାଙ୍କୁ ବହୁ ପୂର୍ବରୁ ମଧ୍ୟ ସମନ ଜାରି କରାଯାଇଥିଲା। ୭ ଜୁଲାଇରେ ଏଜେନ୍ସି ତାଙ୍କୁ ଦ୍ବିତୀୟ ଥର ପାଇଁ ପଚରା ଉଚରା କରିଥିଲା।
କୋଟି କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନ୍ଙ୍କୁ ଇଡି ଜେରା କରୁଥିବା କୁହାଯାଉଛି। ତେବେ ଏହି ରାକେଟର ମୁକେଶ ଚନ୍ଦ୍ରଶେଖର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ମଧ୍ୟ ହୋଇଛି ।