ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ
ଓଡ଼ିଆ ଗସିପ୍ ବ୍ୟୁରୋ: ଲିଭର ବା ଯକୃତ ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଲିଭର ବିନା ଜୀବନ ଅସମ୍ଭବ। ଲିଭର ଆମ ଶରୀରରେ ଅହରହ କାମ କରିଥାଏ। କିନ୍ତୁ ଆଜିକାଲିର ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକମାନେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତରେ ପ୍ରାୟତ ୩୦% ଲୋକ ଲିଭର ରୋଗରେ ପୀଡିତ ହେଉଛନ୍ତି।
ଅଧିକ ପଢନ୍ତୁ : ପିଲା ଜନ୍ମ କରିବାର ସଠିକ୍ ବୟସ କେତେ? ନଜାଣି ଭୁଲ କରନ୍ତି ମାତା-ପିତା
ସାଧାରଣତ ଯଦି ଅଧିକ ଚର୍ବି ଲିଭର ସେଲରେ ରହିବ ତା ହେଲେ ଫ୍ୟାଟି ଲିଭର ସମସ୍ୟା ହୋଇଥାଏ। ଫ୍ୟାଟି ଲିଭର ସମସ୍ୟା ଯେଉଁମାନେ ଅଧିକ ମାତ୍ରାରେ ମଦ୍ୟପାନ କରନ୍ତି ସେମାନଙ୍କ କ୍ଷେତ୍ରରେ ଫ୍ୟାଟି ଲିଭର ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ। ଏହା ଛଡା ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ଓ ଅଧିକ ମେଡ଼ିସିନ ଖାଉଥିଲେ ଫ୍ୟାଟି ଲିଭର ସମସ୍ୟା ଦେଖା ଯାଇଥାଏ।
ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
ଲିଭର ଜନିତ ସମସ୍ୟା ହେଲେ କିଛି ଖାସ ଲକ୍ଷଣ ଶରୀରରେ ଦେଖା ଯାଇଥାଏ। ଏଭଳି କ୍ଷେତ୍ରରେ ଶରୀର ଦୁର୍ବଳ ଲାଗିବା ସହ ଡାହାଣ ପଟ ପେଟରେ ହାଲକା ଯନ୍ତ୍ରଣା ଅନୁଭବ ହୁଏ। ମଦ୍ୟପାନ କରୁଥିବା ଲିଭର ରୋଗର ଲକ୍ଷଣ ଗୁଡିକ ହେଉଛି ବାନ୍ତି ହେବା, ଭୋକ କମିଯିବା, ଜଣ୍ଡିସ ହେବା, ରକ୍ତ ବାନ୍ତି ହେବା ସହ କଳା ଝାଡା ହେବା।
ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !
ଅନ୍ୟ କିଛି ବିଶେଷ କାରଣ ପାଇଁ ଲିଭର ରୋଗ ଦେଖା ଯାଇଥାଏ। ସେହି ସବୁ କାରଣ ଗୁଡିକ ହେଉଛି ଶୀଘ୍ର ଓଜନ ହ୍ରାସ ପାଇବା, ଡାକ୍ତରଙ୍କ ବୀନା ପରାମର୍ଶରେ ମେଡ଼ିସିନ ନେବା, ଅନେକ ସମୟରେ ଅପରେସନ ପରେ ଯକୃତରେ ଚର୍ବି ଜମା ହୁଏ ଓ ରକ୍ତରେ ଅଧିକ କୋଲେଷ୍ଟ୍ରୋଲ ଜମା ହେବା ଇତ୍ୟାଦି।
ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !
ତେଣୁ ମଦ୍ୟପାନ ଜନିତ ଲିଭର ନ ହେବାର ଏକ ଉପାୟ ରହିଛି। ସେଥିପାଇଁ ମଦ୍ୟପାନ ଛାଡିବାକୁ ହେବ। ଫ୍ୟାଟି ଲିଭର ସମସ୍ୟା ହେବା ଆରମ୍ଭ ହେଲେ ଆପଣ ମଦ୍ୟପାନ ସେବନ ବନ୍ଦ କରି ଦେଲେ ଏହି ସବୁ ସମସ୍ୟା ଗୁଡିକ ଆଉ ଆଗକୁ ହେବ ନାହିଁ।
ଯଦି ଲିଭର ଜନିତ କୌଣସି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଏହା ସହ ଖାଦ୍ୟପେୟ ଓ ଜୀବନଶୈଳୀରେ ଧ୍ୟାନ ଦିଅନ୍ତୁ। ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ବନ୍ଦ କରନ୍ତୁ। ଶରୀରରେ ଅଧିକ ମୋଟାପଣ କମ୍ କରିବା ପାଇଁ ଯୋଗ ଓ ବ୍ୟାୟାମ ଅଭ୍ୟାସ କରନ୍ତୁ।
ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...
ଏହା ସହ ଦିନକୁ ୪ରୁ ୫ ଲିଟର ପାଣି ପିଅନ୍ତୁ। ଏହି ସବୁ କଥା ପ୍ରତି ଯଦି ଆପଣମାନେ ଧ୍ୟାନ ଦେବେ ତେବେ ଆପଣଙ୍କୁ କେବେ ବି ଲିଭର ଜନିତ ସମସ୍ୟା ହେବ ନାହିଁ। ଖାଦ୍ୟ ବାଣ୍ଟିବାବେଳେ ଲୋକମାନେ ସାଧାରଣତଃ ପରସ୍ପରର ଅଇଁଠା ଖାଆନ୍ତି। ଯଦି ଆପଣ ମଧ୍ୟ କାହାର ଅଇଁଠା ଖାଇବାକୁ ମୁକ୍ତ ମନେ କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ସତର୍କ ହେବା ଆବଶ୍ୟକ ଅଛି।
ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)