ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ
 

Your Winter Sex Drive Seasonal Effects On Your Sex Life
ଶୀତଦିନେ ଅଧିକା ଯୌନ ଇଚ୍ଛା ପଛର ବୈଜ୍ଞାନିକ କାରଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଶୀତ ଆରମ୍ଭ ହେବା ମାତ୍ରେ ପୁରୁଷ ଏବଂ ମହିଳାମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରଖିବାକୁ ଆଗ୍ରହ ବୃଦ୍ଧି ପାଇଥାଏ।ଏହି ଦିନମାନଙ୍କରେ ଦମ୍ପତିମାନେ ଅନ୍ୟ ଦିନ ଅପେକ୍ଷା ପରସ୍ପର ସହ ଅଧିକ ସମୟ ବିତାଇବାକୁ ଇଚ୍ଛା କରନ୍ତି। ହେଲେ କାହିଁକି ଜାଣିଛନ୍ତି କି ଏହା ପଛର କାରଣ କଣ ? ତେବେ ଜାଣି ନାହାଁନ୍ତି ଯଦି ଜାଣି ରଖନ୍ତୁ...

ଅଧିକ ପଢନ୍ତୁ :ପେଟ କ୍ୟାନ୍ସରରୁ ଦୂରେଇ ରହିବାକୁ ଚାହାଁନ୍ତି କି ? ଏହି ଖାଦ୍ୟ ଖାଇବା ବନ୍ଦ କରନ୍ତୁ, ନଚେତ୍ ଭୋଗିବେ  

ମେଲାଟୋନିନ୍ ହେଉଛି ରାସାୟନିକ ପଦାର୍ଥ ଯାହା ନିଦ ବା ଶୋଇବାକୁ ବାଧ୍ୟ କରି ଥାଏ ଏବଂ ଅନ୍ଧାର ହେବାପରେ ଆପଣଙ୍କୁ ଶୋଇବାକୁ ଉତ୍ସାହିତ କରେ, ଶୀତଦିନେ ଏହି ହରମୋନାଲର ମାତ୍ର ମଧ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଥାଏ, ଗ୍ରୀଷ୍ମ ଅପେକ୍ଷା ଶୀତଦିନେ ଏହାର ସର୍ବାଧିକ ଉତ୍ପାଦନ ହାରରେ ପହଞ୍ଚି ଥାଏ। 

ଅଧିକ ପଢନ୍ତୁ :ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌

ଶୀତ ଦିନ, ଦିନ ଛୋଟ ଏବଂ ରାତି ଲମ୍ବା ଯୋଗୁଁ ହରମୋନାଲ ପରିବର୍ତ୍ତନ ଦେଖା ଦିଏ, ଓ ସାଂଘାତିକ ଶୀତ ଅନୁଭବ ଯୋଗୁଁ  ଦେହକୁ ଗରମ ରଖିବା ପାଇଁ ଶୀତବସ୍ତ୍ର ବ୍ୟବହାର କରି ଥାଉ  ଏବଂ ପରବର୍ତ୍ତୀ ସମୟରେ ଏହା ଆମ ଶରୀରରେ ଟେଷ୍ଟୋଷ୍ଟେରନ୍ ହରମୋନ୍, ବୃଦ୍ଧି କରେ ଯାହା ଯୌନ ଇଚ୍ଛା ସୃଷ୍ଟି କରେ।ଶୀତଦିନେ ଏହାର ସ୍ତର ଉଚ୍ଚ ହୋଇଯାଏ। ଏହି ହରମୋନର ବୃଦ୍ଧି ଯୌନ ଇଚ୍ଛା ଶକ୍ତିକୁ ବୃଦ୍ଧି କରିଥାଏ। ଯାହା ଫଳରେ ଦମ୍ପତିମାନେ ସେକ୍ସ ପ୍ରତି ଅଧିକା ମନ ହୁଏ।

ଅଧିକ ପଢନ୍ତୁ :ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ କେତେ ରହିବା ଉଚିତ୍? ଜାଣନ୍ତୁ ବିଜ୍ଞାନ କଣ କହୁଛି...

ଏହା ସହ ଶୀତଦିନେ ନିର୍ଗତ ହୋଇଥିବା ଅକ୍ସିଟୋସିନ୍ ହରମୋନ୍ ପ୍ରେମର ଭାବନାକୁ ଉତ୍ସାହିତ କରିଥାଏ। ଏବଂ ପୁରୁଷମାନଙ୍କରେ ଡୋପାମାଇନ୍ ଏବଂ ମହିଳାମାନଙ୍କଠାରେ ଇଷ୍ଟ୍ରୋଜେନ୍ ନିର୍ଗତ ହୁଏ। ସେଥିପାଇଁ ସାଧାରଣ ଦିନ ଅପେକ୍ଷା ଶୀତଦିନେ ସେମାନେ ଅଧିକ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି।

ଅଧିକ ପଢନ୍ତୁ :କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story