ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ, ଦରକାର ପଡିବନି ଟାବଲେଟ୍‌ କି କ୍ୟାପସୁଲ୍‌
 

5 Foods That Naturally Help You Last Longer In Bed No Need Of Capsules
ଯୌନଶକ୍ତି ବଢାଇବ ଏହି ୫ ଖାଦ୍ୟ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି କମ୍‌ ବୟସର ହୁଅନ୍ତୁ କିମ୍ବା ମଧ୍ୟ ବୟସ୍କ ପୁରୁଷ ସମସ୍ତେ ଯୌନ ଶକ୍ତି ବଢାଇବାକୁ ଚାହାନ୍ତି। ଏଥିପାଇଁ ଅନେକ ଟାବଲେଟ୍‌ ବ୍ୟବହାର କରିବାକୁ ପସନ୍ଦ କରନ୍ତି ।

ଅନେକ ଭଲ ଡାଏଟ୍‌ ନେଉଥିବା ବେଳେ ଯୌନ ଶକ୍ତି ବଢାଇବାକୁ କିଛି ଲୋକ ଟାବଲେଟ୍‌ ଖାଇଥାନ୍ତି। ଶାରୀରିକ ଶକ୍ତି ବଢାଇବାକୁ ଅନେକ ଗୁଡିଏ ଟାବଲେଟ୍‌ ଓ କ୍ୟାପସୁଲ୍‌ ମିଳୁଛି। ଯାହାକି ଯୌନ ଶକ୍ତି ତ ବଢାଇଥାଏ କିନ୍ତୁ ଶରୀର ଉପରେ ସାଂଘାତି ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥାଏ ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ ! ଭୁଲରେ ବି ଖାଆନ୍ତୁନି ଏହି ଖାଦ୍ୟ, ନଚେତ୍ ପସ୍ତେଇବେ!

କିନ୍ତୁ ଅନେକ ଲୋକ ଜାଣିନଥାନ୍ତି କି ଏହା ଦ୍ବାରା ଶରୀର ଉପରେ ସାଂଘାତିକ ପ୍ରଭାବ ପଡିଥାଏ। ଏପରିକି ପରବର୍ତ୍ତୀ ସମୟରେ ଜୀବନ ବି ନେଇ ଯାଇପାରେ । କିନ୍ତୁ ଏମିତି କିଛି ଫଳ ରହିଛି ଯାହାକି ଯୌନ ଶକ୍ତି ତଥା ଷ୍ଟାମିନା ବଢାଇଥାଏ। ଏହି ଫଳ ଖାଇଲେ ଟାବଲେଟ୍‌ର ଆବଶ୍ୟକତା ପଡିବ ନାହିଁ ।

ଅଧିକ ପଢନ୍ତୁ :କାହିଁକି ଝିଅମାନେ ଅଧାବାଟରୁ ପାର୍ଟନରର ହାତଛାଡ଼ି ଚାଲି ଯାଆନ୍ତି? ଜାଣନ୍ତୁ ଏହାର ଅସଲ କାରଣ

ସେଓରେ ଆଣ୍ଟି ଅକ୍ସିଡାଣ୍ଟ ଭରପୂର ଥାଏ, ଯାହାକି ନମ୍ପୁସକତା ଦୂର କରିବା ସହିତ ଯୌନ ଶକ୍ତି ବଢାଇଥାଏ ।
କାଜୁରେ ଜିଙ୍କ ପ୍ରଚୁର ପରିମାଣର ଥାଏ, ଏହାକୁ ଖାଇଲେ ପୁରୁଷଙ୍କ ଶକ୍ତି ବଢିଥାଏ।
ଆଲମଣ୍ଡରେ ପ୍ରୋଟିନ୍‌ ଥିବାରୁ ରକ୍ତ ସଞ୍ଚାଳନ ଭଲ ହୋଇଥାଏ ଓ ଯୌନ ଶକ୍ତି ବଢିଥାଏ।

ଅଧିକ ପଢନ୍ତୁ :ବାହାଘର ପରେ ଝିଅମାନେ କାହିଁକି ମୋଟା ହୋଇଯାଆନ୍ତି ? ଜାଣନ୍ତୁ ଏହାର ଅସଲ କାରଣ

ବିଟ୍‌ ରୁଟ୍‌ରେ ନାଇଟ୍ରେଟସ୍‌ ଥିବାରୁ ଏହା ଶକ୍ତ କରିଥାଏ ଆଉ ଶକ୍ତି ବଢିଥାଏ। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ମଧ୍ୟ ଥାଏ ।
ଓଟସ୍‌ ଓ ଗାଜର ଖାଇଲେ ପୁରୁଷଙ୍କ ଯୌନ ଶକ୍ତି ବଢିଥାଏ । ଏହା ସହିତ ଓଟସ୍‌ ଆଉ ଗାଜରରେ ପ୍ରଚୁର ପରିମାଣର ଭିଟାମିନ୍‌ ମଧ୍ୟ ଥାଏ ।

ଅଧିକ ପଢନ୍ତୁ :କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ
 

Share this story