ଏଥର ବିଶ୍ୱକପ୍‌‌ରେ ଭାଗ ନେବେ ଏହି ୧୦ଟି ଟିମ୍, ଦେଖନ୍ତୁ ସମସ୍ତ ଦଳର ସମ୍ପୂର୍ଣ ଖେଳାଳିଙ୍କ ଲିଷ୍ଟ... 
 

ICC ODI World Cup 2023 squads Full players list of all 10 teams
ବିଶ୍ୱକପ୍‌‌ ପାଇଁ ୧୦ଟି ଦଳର ଚୂଡ଼ାନ୍ତ ସ୍କ୍ୱାଡ
 

ଓଡ଼ିଆ ଗସିପ୍ ବ୍ୟୁରୋ:ଭାରତରେ ଅକ୍ଟୋବର ୫ରୁ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ୍‌‌ ଲାଗି ଅଂଶଗ୍ରହଣକାରୀ ୧୦ଟି ଦଳର ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରହିଛି। ଆଜିଠୁ ୩ଟି ଭେନ୍ୟୁ ଯଥା ଗୁଆହାଟୀ, ହାଇଦରାବାଦ ଓ ଥିରୁଅନନ୍ତପୁରମରେ ସମସ୍ତ ୱାର୍ମଅପ୍‌‌ ମ୍ୟାଚ୍‌‌ ଆରମ୍ଭ ହୋଇଛି । ପ୍ରତ୍ୟେକ ଦଳ ୨ଟି ଲେଖାଏଁ ମ୍ୟାଚ୍‌‌ ଖେଳିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ

ଏହା ଫଳରେ ମୁଖ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ପ୍ରତ୍ୟେକ ଦଳ ସେମାନଙ୍କ ଶକ୍ତି ଓ ସାମର୍ଥ୍ୟ ସହ ଦୋଷ ଓ ଦୁର୍ବଳତାକୁ ପରୀକ୍ଷା କରିନେବେ।  ୱାର୍ମ ଅପ୍‌‌ ମ୍ୟାଚ ସେପ୍ଟେମ୍ବର ୨୯, ୩୦, ଅକ୍ଟୋବର ୨ ଓ ୩ରେ ଅନୁଷ୍ଠିତ ହେବ। ଅକ୍ଟୋବର ୫ ତାରିଖରେ ଡିଫେଣ୍ଡିଂ ଚାମ୍ପିଅନ୍‌‌ ଇଂଲଣ୍ଡ ଓ ରନର୍ସ ଅପ୍‌‌ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲାରୁ ୨୦୨୩ ଦିନିକିଆ ବିଶ୍ୱକପ୍‌‌ ଆନୁଷ୍ଠାନିକ ଆରମ୍ଭ ହେବ।

ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍‌ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...

ବିଶ୍ବକପ୍‌ ଆରମ୍ଭ ହେବା ପୂର୍ବରୁ ଆସନ୍ତୁ ଜାଣିବା ଅଂଶଗ୍ରହଣକାରୀ ୧୦ଟି ଦଳର ଚୂଡ଼ାନ୍ତ ସ୍କ୍ୱାଡ

ଭାରତ

ବ୍ୟାଟର୍‌‌- ରୋହିତ୍‌‌ ଶର୍ମା (ଅଧିନାୟକ), ଶୁବମାନ ଗିଲ୍‌‌, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, ଅଲ୍‌‌ରାଉଣ୍ଡର-ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାଦ୍ଦୁଳ ଠାକୁର, ୱିକେଟ୍‌‌ରକ୍ଷକ- ଲୋକେଶ ରାହୁଲ, ଇଶାନ କିଶାନ, ବୋଲର-ଯଶପ୍ରୀତ୍‌‌ ବୁମ୍‌‌ରା, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା

ବ୍ୟାଟର୍‌‌- ତେମ୍ବା ବାଭୁମା (ଅଧିନାୟକ), ରିଜା ହେଣ୍ଡ୍ରିକ୍ସ, ଆଇଡେନ ମାର୍କରାମ, ଡେଭିଡ ମିଲର, ରାସି ଭାନ୍‌‌ ଡର୍‌‌ ଡୁସେନ, ଅଲ୍‌‌ରାଉଣ୍ଡର- ମାର୍କୋ ଜାନସେନ ଓ ଆଣ୍ଡିଲ ଫେଲୁକୱାଓ, ୱିକେଟ୍‌‌ରକ୍ଷକ- କ୍ୱିଣ୍ଟନ ଡି କକ୍‌‌ ଓ ହେନରିକ୍‌‌ କ୍ଲାସେନ, ବୋଲର- ଗେରାଲ୍ଡ କୋଏଜି, କେଶବ ମହାରାଜ, ଲୁନ୍‌‌ଗି ଏନ୍‌‌ଗିଡି, କାଗିସୋ ରାବାଡା, ତାବ୍ରେଜ ସାମ୍‌‌ସି, ଲିଜାର୍ଡ ୱିଲିୟମ୍ସ।

ଅଧିକ ପଢ଼ନ୍ତୁ: ଲିଭର ସୁସ୍ଥ ରହିଲେ ମିଳିବ ଅନେକ ରୋଗରୁ ରକ୍ଷା, ଜାଣନ୍ତୁ ଲିଭରକୁ ସଫା କରିବାର ୭ଟି ଉପାୟ

ଶ୍ରୀଲଙ୍କା

ବ୍ୟାଟର୍‌‌- ପାଥୁମ ନିଶାଙ୍କା, ଦିମୁଥ କରୁଣାରତ୍ନେ, ଅଲ୍‌‌ରାଉଣ୍ଡର- ଦାସୁନ ସାନକା (ଅଧିନାୟକ), ଚାରିତ ଆଶାଲଙ୍କା, ଧନଞ୍ଜୟ ଡି ସିଲ୍‌‌ଭା, ୱିକେଟ୍‌‌ରକ୍ଷକ- କୁଶାଲ ମେଣ୍ଡିସ, କୁଶାଲ ପେରେରା, ସାଦୀରା ସମରବିକ୍ରମା, ବୋଲର- ଦୁସାନ ହେମନ୍ଥ, ମାହୀଶ ଥିକସାନା, ଦୁନିଥ ୱେଲାଲାଗେ, କସୁନ ରଜିଥା, ମଥିଶା ପତିରାଣା, ଲାହିରୁ କୁମାର, ଦିଲସାନ ମଦୁଶଙ୍କା।

ବାଂଲାଦେଶ

ବ୍ୟାଟର୍‌‌- ନାଜମୁଲ ହୋସେନ ସାଣ୍ଟୋ, ତୋହିଦ ହୃଦୟ, ତାଞ୍ଜିଦ ହାସନ, ଅଲ୍‌‌ରାଉଣ୍ଡର- ଶାକିବ ଅଲ୍‌‌ ହାସନ (ଅଧିନାୟକ), ମେହେଦୀ ହାସାନ, ମହମ୍ମଦୁଲ୍ଲା ରିୟାଦ, ମେହଦୀ ହାସନ ମିରାଜ, ୱିକେଟ୍‌‌ରକ୍ଷକ- ମୁସଫିକର ରହିମ, ଲିଟନ ଦାସ, ବୋଲର- ତାସକିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ, ହାସନ ମହମ୍ମଦ, ଶୋରିଫୁଲ ଇସଲାମ, ନାସୁମ ଅହମ୍ମଦ, ତାଞ୍ଜିମ ହାସାନ ସାକିବ।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ଅଷ୍ଟ୍ରେଲିଆ

ବ୍ୟାଟର୍‌‌- ଡେଭିଡ୍‌‌ ୱାର୍ଣ୍ଣର, ଷ୍ଟିଭ ସ୍ମିଥ, ଟ୍ରାଭିସ୍‌‌ ହେଡ୍‌‌, ମାର୍ନସ ଲାବୁସେନ, ଅଲ୍‌‌ରାଉଣ୍ଡର: କାମେରନ ଗ୍ରୀନ, ମିଚେଲ ମାର୍ଶ, ଗ୍ଲେନ ମ୍ୟାକ୍ସୱେଲ, ମାର୍କସ ଷ୍ଟୋଇନିସ, ସିନ ଆବଟ୍ଟ, ୱିକେଟ୍‌‌ରକ୍ଷକ- ଆଲେକ୍ସ କ୍ୟାରୀ ଓ ଜୋଶ୍‌‌ ଇଂଲିଶ, ବୋଲର- ପ୍ୟାଟ୍‌‌ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ଜୋଶ ହାଜଲେଉଡ୍‌‌, ଆଦାମ ଜାମ୍ପା।

ନ୍ୟୁଜିଲାଣ୍ଡ

ବ୍ୟାଟର- କେନ୍‌‌ ୱିଲିୟମସନ (ଅଧିନାୟକ), ଅଲ୍‌‌ରାଉଣ୍ଡର- ମାର୍କ ଚାପମ୍ୟାନ, ଡାରିଲ ମିଚେଲ, ଜିମ୍ମି ନୀଶାମ, ରଚିନ ରବୀନ୍ଦ୍ର, ୱିଲ୍‌‌ ୟଙ୍ଗ, ମିଚେଲ ସାଣ୍ଟନର, ୱିକେଟ୍‌‌ରକ୍ଷକ: ଡେଭନ କନୱେ, ଟମ୍‌‌ ଲାଥମ, ଗ୍ଲେନ ଫିଲିପ୍ସ, ବୋଲର- ଟ୍ରେଣ୍ଟ ବୋଲ୍ଟ, ଲକି ଫର୍ଗୁସନ, ମ୍ୟାଟ୍‌‌ ହେନରୀ, ଇଶ୍‌‌ ଶୋଧୀ, ଟିମ୍‌‌ ସୌଦୀ।

ଅଧିକ ପଢ଼ନ୍ତୁ: ଜୁଇରୁ ଅଧା‌ପୋଡା ମୃତଦେହ ଉଠାଇ ଆଣିଲା ମା’, ହାତ ଓ ଗୋଡ଼ ବାନ୍ଧି ଶାଶୁଘରଲୋକ କରିଥିଲେ ହତ୍ୟା

ଆଫଗାନିସ୍ତାନ

ବ୍ୟାଟର୍‌‌- ଇବ୍ରାହିମ ଜଡ୍ରାନ, ରିଆଜ ହାସାନ, ନାଜିବୁଲ ଜଡ୍ରାନ, ହସମତୁଲ୍ଲା ସାହିଦୀ (ଅଧିନାୟକ), ଅଲ୍‌‌ରାଉଣ୍ଡର- ରହମତ୍‌‌ ଶାହ, ମହମ୍ମଦ ନବୀ, ରଶିଦ ଖାନ, ଅଜମତୁଲ୍ଲା ଓମାଜାଇ, ୱିକେଟ୍‌‌ରକ୍ଷକ- ରହମନଉଲ୍ଲା ଗୁର୍‌‌ବାଜ ଓ ଇକ୍ରାମ ଆଲିଖିଲ, ବୋଲର- ଅବଦୁଲ୍ଲ ରହମନ, ନୁର୍‌‌ ଅହମ୍ମଦ, ମୁଜିବ ଉର୍‌‌ ରେହମାନ, ଫଜଲହକ୍‌‌ ଫାରୁକି, ନବୀନ-ଉଲ୍‌‌-ହକ।

ଇଂଲଣ୍ଡ

ବ୍ୟାଟର୍‌‌- ହ୍ୟାରୀ ବ୍ରୁକ୍‌‌, ଲିଆମ ଲିଭିଂଷ୍ଟୋନ, ଡାୱିଡ୍‌‌ ମଲାନ, ଜୋ ରୁଟ୍‌‌, ଅଲ୍‌‌ରାଉଣ୍ଡର- ମୋଇନ ଅଲ୍ଲୀ, ବେନ୍‌‌ ଷ୍ଟୋକ୍ସ, ସାମ୍‌‌ କୁରାନ, ଡେଭିଡ୍‌‌ ୱିଲୀ, କ୍ରିସ୍‌‌ ୱକ୍ସ, ୱିକେଟ୍‌‌ରକ୍ଷକ- ଜୋଶ ବଟଲର୍‌‌ (ଅଧିନାୟକ) ଓ ଜନ୍ନୀ ବେୟାରଷ୍ଟୋ, ବୋଲର- ଗସ୍‌‌ ଆଟକିନସନ, ଆଦିଲ ରଶିଦ, ରିସି ଟୋପଲେ ଓ ମାର୍କ ଉଡ୍‌‌।

ଅଧିକ ପଢ଼ନ୍ତୁ: ଆର୍ଥିକ ସମସ୍ୟା ସୃଷ୍ଟି ହେବା ସହ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବ ଓ ବିବାହ ବିଳମ୍ବ ହେବ, ଜାଣନ୍ତୁ ଆଜିର ରାଶିଫଳ

ପାକିସ୍ତାନ

ବ୍ୟାଟର୍‌‌- ବାବର ଆଜମ (ଅଧିନାୟକ), ଅବଦୁଲ୍ଲା ସଫିକ, ଫକର ଜମାନ, ଇମାମ-ଉଲ୍‌‌-ହକ୍‌‌, ଅଲ୍‌‌ରାଉଣ୍ଡର- ଇଫତିକାର ଅହମ୍ମଦ, ଆଘା ସଲମାନ, ସାଉଦ ସକିଲ, ଶାଦବ ଖାନ, ମହମ୍ମଦ ନୱାଜ, ୱିକେଟ୍‌‌ରକ୍ଷକ- ମହମ୍ମଦ ରିଜୱାନ, ବୋଲର- ହାରିସ ରୌଫ, ହାସନ ଅଲ୍ଲୀ, ମହମ୍ମଦ ୱାସିମ ଜୁନିଅର, ଶାହିନ ଆଫ୍ରିଦୀ, ଉସମାନ ମୀର।

ନେଦରଲାଣ୍ଡ୍‌‌ସ

ବ୍ୟାଟର୍‌‌- ବିକ୍ରମଜିତ୍‌‌ ସିଂହ, ସାକିବ ଜୁଲଫିକର, ସିବ୍ରାଣ୍ଡ ଏନଗେଲ୍‌‌ବ୍ରେଚ୍‌‌, ଅଲ୍‌‌ରାଉଣ୍ଡର- କଲିନ ଆକରମାନ, ବାସ୍‌‌ ଡି ଲିଡ୍‌‌, ତେଜା ନିଦାମାନୁରୁ, ଶାରିଜ ଅହମ୍ମଦ, ମାକ୍ସ ଓଡୋୱଡ, ରୋଏଲଫ୍‌‌ ଭାନ ଡର୍‌‌ ମର୍‌‌ୱେ, ୱିକେଟ୍‌‌ରକ୍ଷକ- ସ୍କଟ୍‌‌ ଏଡ୍‌‌ୱାର୍ଡ୍ସ (ଅଧିନାୟକ) ଓ ୱେସଲୀ ବାରେସି, ବୋଲର- ଲୋଗାନ ଭାନ୍‌‌ ବିକ୍‌‌, ର‍୍ୟାନ କ୍ଲେଇନ, ଆର୍ଯ୍ୟନ ଦତ୍ତ, ପଲ୍‌‌ ଭାନ୍‌‌ ମିକେରନ।

ଅଧିକ ପଢ଼ନ୍ତୁ: ଓଏଏସ୍‌‌ ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର, ଜାଣନ୍ତୁ କେଉଁ ଅଧିକାରୀ କେଉଁଠି ପାଇଲେ ନିଯୁକ୍ତି

 

Share this story