ସମ୍ଭାବ୍ୟ ଅକ୍ଟୋବର ପହିଲା ବାତ୍ୟା ସମ୍ପର୍କରେ ଆଇଏମଡି ଡିଜିଙ୍କ ବଡ଼ ସୂଚନା
ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଗସିପ୍ ବ୍ୟୁରୋ: ଆକ୍ଟୋବର ପ୍ରଥମ ସପ୍ତାହରେ ଆସିବାକୁ ଥିବା ବାତ୍ୟା ସମ୍ପର୍କରେ ଏଇ ଏବେ ଏବେ ଅପଡେଟ୍ ସୂଚନା ଆସିଛି। ମିଡିଆକୁ ସୂଚନା ଦେଇ ବାତ୍ୟା ସମ୍ପର୍କରେ ସବିଶେଷ ତଥ୍ୟ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ।
ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ
ମିଡିଆରେ ବାତ୍ୟାକୁ ନେଇ ଯେଉଁ ତଥ୍ୟ ପ୍ରଥମେ ମିଡିଆକୁ ଆସିଥିବା ଖବରକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି ଆଇଏମଡି ଡିଜି । ଏହା ସହ ଏହି ଖବରକୁ ନେଇ ଦେଇଛନ୍ତି କିଛି ଅଧିକ ଅପଡେଟ୍ସ । ଅଧିକ ଜାଣିବା ପାଇଁ ପଢ଼ିବା ଜାରି ରଖନ୍ତୁ...
ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ବାତ୍ୟା ସୂଚନା ନାହିଁ ବୋଲି ଆଜି ସିଧାସଳଖ ସ୍ପଷ୍ଟ କରିଛନ୍ତି IMD ଡିଜି । ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚାକୁ ନେଇ IMD ଡିଜିଙ୍କ ସୂଚନା ପରେ ଓଡ଼ିଶାବାସୀଙ୍କୁ କୌଣସି ପ୍ରକାର ଭୟଭିତ ହେବାର ନାହିଁ ବୋଲି କହିଛନ୍ତି । ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କୌଣସି ବାତ୍ୟା ସୂଚନା ନାହିଁ ।
ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ
ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ହୋଇପାରେ ବୋଲି ଖବର ପ୍ରକାଶ ପାଇଥିଲା । ଲଘୁଚାପ ପରେ ଅବପାତରେ ପରିଣତ ହେବ ବାତ୍ୟା । ତେବେ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ ତେଣୁ ଗୁଜବରେ ବିଶ୍ବାସ କରନ୍ତୁନି ବୋଲି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ।
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ