ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!
 

Budh Rashi Parivartan January 2024 these 3 zodiac signs will Get benefits
ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ଜ୍ୟୋତିଶ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି ଏବଂ ବ୍ୟବସାୟର କାରକ ବୋଲି କୁହାଯାଏ। ଗ୍ରହମାନଙ୍କର ରାଶି ବା ନକ୍ଷେତ୍ର ପରିବର୍ତ୍ତନ ରାଶିଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ । 

ଅଧିକ ପଢନ୍ତୁ :ସାବଧାନ୍ ! ଏହି ସବୁ ରାଶିର ଲୋକଙ୍କ ପାଇଁ ରହିଛି ଧନହାନୀର ଯୋଗ, ପଢନ୍ତୁ ଆଜିର ରାଶିଫଳ 

ଏହି କ୍ରମରେ ବୁଧ ଜାନୁଆରୀ ୨୦ ଦିନ ଅପରାହ୍ନ ୩ଟା ୪୫ ମିନିଟ୍ ସମୟରେ ନକ୍ଷେତ୍ର ପରିବର୍ତ୍ତନ କରି ପୂର୍ବଶ୍ରଦ୍ଧା ନକ୍ଷେତ୍ରରେ ପ୍ରବେଶ କରିବେ । ବୁଧଙ୍କର ଏହି ନକ୍ଷେତ୍ର ପରିବର୍ତ୍ତନ ତିନି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...

ଧନୀ ହେବେ ଏହି ୩ ରାଶି:

କନ୍ୟା: ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ , ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ ଆକସ୍ମିକ ଧନଲାଭର ଯୋଗ ରହିଛି। କ୍ୟାରିୟର ଓ ବ୍ୟବସାୟରେ ବିପୁଳ ସଫଳତା ହାସଲ କରିବେ। ଆତ୍ମ ବିଶ୍ବାସ ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ଆପଣ କରିଥିବା କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆୟର ଉତ୍ସ ବଢିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବେ । ବୈବାହିତ ଜୀବନ ସୁଖମୟ ହେବ।  ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି । 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

ତୁଳା : ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ ତୁଳା ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟୀ ରହିବ। ବର୍ଷ ୨୦୨୪ ଏହି ଲୋକଙ୍କ ପାଇଁ ବରଦାନ ପାଲଟିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ଚାକିରି କରୁଥିଲେ ପଦୋନ୍ନତିର ଯୋଗ ରହିଛି। ଏପରିକି ନୂତନ ନିଯୁକ୍ତି ଅଫର ବି ଆପଣ ପାଇ ପାରନ୍ତି।  କାରବାର ପାଇଁ ସମୟ ଶୁଭ ରହିଛି । ଆପଣ ବିନିଯୋଗରୁ ଲାଭବାନ ହେବେ । ବ୍ୟବସାୟରେ ଅଗ୍ରଗତି ହେବାର ସମ୍ଭାବନା ରହିଛି।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ବିଛା: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପ୍ରେମ ଜୀବନରେ ମଧୁରତା ଆସିବ । ଅବିବାହିତଙ୍କ ବିବାହ ନେଇ ଯୋଗ ଫିଟିବ । ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି , ସେମାନେ ଏହି ସମୟରେ ନୂତନ ଚାକିରି ଅଫର ବି ପାଇ ପାରନ୍ତି। ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । 

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)
 

Share this story