ଚାଳନ୍ତା ମେଟ୍ରୋ ଭିତରେ ଲୋକଙ୍କ ସାମ୍ନାରେ ଖୁଲମଖୁଲା ରୋମାନ୍ସ ଓ ଚୁମାଚାଟି, ଦେଖନ୍ତୁ ଭିଡିଓ
 

Watch Video Of Couple Kissing In Delhi Metro Coach Goes Viral
ଲୋକଙ୍କ ସାମ୍ନାରେ ଖୁଲମଖୁଲା ଆଲିଙ୍ଗନ ଓ ଚୁମ୍ବନ, ଭିଡିଓ ଭାଇରାଲ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀ ମେଟ୍ରୋରେ ଏକ ଅଶ୍ଲୀଳ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲିଟିଛି। ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଦିଲ୍ଲୀର ଏକ ଚାଳନ୍ତା ମେଟ୍ରୋ ଭିତରେ ଖୁଲମଖୁଲା ରୋମାନ୍ସ କରୁଛନ୍ତି ପ୍ରେମୀ ଯୁଗଳ। ଏହି ପ୍ରେମୀ ଯୁଗଳ ଲୋକଙ୍କ ସାମ୍ନାରେ ଆଲିଙ୍ଗନ ଓ ଚୁମ୍ବନ ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଭିଡିଓଟି ଦିଲ୍ଲୀର ଆନନ୍ଦ ବିହାର ମେଟ୍ରୋ ଷ୍ଟେସନର ବୋଲି କୁହାଯାଉଛି।

ଅଧିକ ପଢ଼ନ୍ତୁ: ସେକ୍ସ ଟାଇମିଂକୁ ନେଇ କନଫ୍ୟୁଜ୍ କି? ପାର୍ଟନରଙ୍କ ଶୀଘ୍ର ପତନ ପାଇଁ ଚିନ୍ତିତ ? ଜାଣନ୍ତୁ କଣ କରିବେ

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ (DMRC) ବାରମ୍ବାର ଯାତ୍ରୀମାନଙ୍କୁ ଏଭଳି କାର୍ଯ୍ୟକୁ ମେଟ୍ରୋ ଭିତରେ ନ କରିବାକୁ ଅନୁରୋଧ କରିଆସୁଛି। ତେବେ ଏହି ଅଶ୍ଲୀଳ ଭିଡିଓ ସାମ୍ନାକୁ ଆସିବା ପରେ ଅନ୍ୟ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ତେବେ, ଦିଲ୍ଲୀ ମେଟ୍ରୋ ଭିତରେ ଏଭଳି ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ ବାର ଏହିଭଳି ଘଟଣା ଦେଖିବାକୁ ମିଳିଥିଲା। ତେବେ ଏହି ଘଟଣା ପରେ ସୋଶାଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ସୋଶାଲ ମିଡିଆ ୟୁଜର ଡିଏମଆରସିକୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।

ଦେଖନ୍ତୁ ଭିଡିଓ:


 

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story