ରାତି ପାହିଲେ ଘୋଡ଼ା ଚଢ଼ିବେ ରାଘବ ଚଢା, ଖୁସିରେ ନାଚିବେ ପରିଣୀତି
 

Parineeti Chopra-Raghav Chadha Wedding
ରାଘବ ଚଢା- ପରିଣୀତି
 

ଓଡ଼ିଆ ଗସିପ୍ ବ୍ୟୁରୋ:: ଆସନ୍ତାକାଲି ଘୋଡ଼ା ଚଢ଼ିବେ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା । ଘୋଡ଼ା ଚଢ଼ି ସେ ବିବାହ ମଣ୍ଡପକୁ ଯିବେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ବିବାହ କରି ଘରକୁ ଆଣିବେ । 

ଅଧିକ ପଢ଼ନ୍ତୁ: ଚାଣକ୍ୟ ନୀତି ଅନୁଯାୟୀ ଭୁଲ୍‌ରେ ବି ସ୍ତ୍ରୀଙ୍କୁ କୁହନ୍ତୁନି ଏହି ୪ ଟି କଥା, ଶାନ୍ତିରେ ବଞ୍ଚିବା ବି ହୋଇଯିବ କାଠିକର ପାଠ

ଏଥିପାଇଁ କେତେ କଣ ପ୍ରସ୍ତୁତି ସରିଥିବା ବେଳେ ଡେଷ୍ଟିନେସନ ୱେଡିଂ ଲୋକେସନରେ ଆଜିଠାରୁ ଅତିଥୀଙ୍କ ଭିଡ଼ ଦେଖିବାକୁ ଲାଗିଲାଣି । ବଲିଉଡ ଡିଭା ପରିଣୀତି ଏବଂ ଆପ୍ ନେତା ତଥା ସାଂସଦ ରାଘବ ଚଢାଙ୍କ ବିବାହକୁ ନେଇ ମିଡିଆ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ଚାରିଆଡ଼େ ଚର୍ଚ୍ଚା, ଆଲୋଚନା ଓ ଖୁସିର ମାହୋଲ ।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଦୀର୍ଘ ଦିନର ଲୁଚା ଛପା ପ୍ରେମ ପରେ ଉଭୟଙ୍କ ନିର୍ବନ୍ଧ ସରିଥିଲା ଏବଂ କାଲି ବାହାଘର ହେଉଛି । କାଲି ସେ ଘୋଡ଼ାରେ ଚଢିଆ ସହ ସାଙ୍ଗ ସାଥି, ବନ୍ଧୁ ପରିଜନଙ୍କ ଗହଣରେ ନୀଚି ନଚାଇ ପରିଣୀତି ଚୋପ୍ରାଙ୍କ ହାତ ଧରିବେ । 

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମିଳିଥିବା ଖବର ଅନୁସାରେ ଦୁହିଁଙ୍କର ବିବାହ ଉଦୟପୁରର ଏକ ବିଳାମମୟ ହୋଟେଲର ହେବ । ବିବାହ ପାଇଁ ସେମାନେ ଓ ସେମାନଙ୍କ ପରିବାର ବର୍ତ୍ତମାନ ଉଦୟପୁର ପହଞ୍ଚିସାରିଛନ୍ତି । ଆଜିଠୁ   ସେମାନଙ୍କ ବିବାହ ରୀତିନୀତି ଆରମ୍ଭ ହେବ । କାଲି ଦ୍ୱିପହରରେ ସେମାନଙ୍କ ବିବାହ ହେବ । ଏହା ପରେ ସଂଧ୍ୟାରେ ସେମାନଙ୍କ ରିସେପ୍ସନ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story