ଖେଳପ୍ରେମୀଙ୍କ ପାଇଁ ଖୁସି ଖବର: ଆଜିଠୁ ଭାରତ-ୱେଷ୍ଟ ଇଣ୍ଡିଜ ପ୍ରଥମ ଟେଷ୍ଟ

India vs West Indies 1st Test

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ହେଉଛି ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ । ଯୁବ ବ୍ୟାଟସମ୍ୟାନ୍ ଯଶସ୍ୱୀ ଜଶୱାଲ ତାଙ୍କର ପ୍ରଥମ ଟେଷ୍ଟ ଖେଳିବା ସମ୍ଭାବନା ରହିଛି । ସେ ଇନିଂସ ଓପନ କରିବା ନେଇ ଆଶା କରାଯାଉଛି । ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇ ଜଶୱାଲ ଓ ରୁତୁରାଜ ଗାଏକୱାଡଙ୍କୁ ଦଳରେ ସାମିଲ କରାଯାଇଛି ।

ଅଧିକ ପଢନ୍ତୁମଣିଷ ଖିଆ ‘କୁଆଖାଇ’: ଗାଧୋଇବା ବେଳେ ବୁଡ଼ି ମରିଗଲେ ୪ ଯୁବକ

ଟିମ୍‌ରେ ଶୁଭମନ୍ ଗିଲ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ । ମହମ୍ମଦ ସିରାଜ ବୋଲିଂ ଭାର ସମ୍ଭାଳିବେ । ପେସ ବୋଲର ନବଦୀପ ସାଇନି ଓ ସର୍ଦ୍ଦୁଳ ଠାକୁରଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିପାରେ । ସେପଟେ ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରି ନଥିବା ୱେଷ୍ଟଇଣ୍ଡିଜ ଟିମ୍ ଘରୋଇ ମାଟିରେ ଚାପରେ ରହିବ।

ଅଧିକ ପଢନ୍ତୁପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ୍‌, ଶୁବମନ ଗିଲ୍‌, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍‌ ଭରତ (ୱିକେଟ୍‌ କିପର୍‌), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକଟ୍‌, ମହମ୍ମଦ ସିରାଜ ।

ଅଧିକ ପଢନ୍ତୁ: ସବୁ ଶାରିରୀକ ସମ୍ପର୍କ ବଳାତ୍କାର ନୁହେଁ; ହାଇକୋର୍ଟଙ୍କ ଆସିଲା ଏପରି ବଡ଼ ରାୟ

 

 

Share this story