ଆମ୍ବତୋଟାରେ ପ୍ରେମିକାର ଓଢଣୀରେ ଉଭୟ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା
 

Love couple commit suicide in Koraput Odisha
ଏହି କାରଣ ପାଇଁ ଗଛରେ ଝୁଲି ପଡ଼ିଲେ ଯୁବକ, ଯୁବତୀ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଗଛରେ ଝୁଲି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ଚଣାବାଡ଼ ପଞ୍ଚାୟତର ଯୋଡ଼ିପାଇ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରେମିକାର ଓଢଣୀରେ ଝୁଲି ପଡ଼ିଛନ୍ତି ଯୋଡ଼ିପାଇ ଗ୍ରାମର ପ୍ରେମୀ ଯୁଗଳ । 

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ । ହେଲେ ବିବାହ ପାଇଁ ଘର ଲୋକ ରାଜି ନ ହେବାରୁ ପ୍ରେମି ଯୁଗଳ ନେଇଛନ୍ତି ଏଭଳି ଚରମ ନିଷ୍ପତି ଗାଁ ମୁଣ୍ଡ ଆମ୍ବତୋଟାରେ ଥିବା ତେନ୍ତୁଳି ଗଛରେ ଦୁହିଁଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ପାଇଥିଲେ ଗ୍ରାମବାସୀ । 

ଅଧିକ ପଢନ୍ତୁ :ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ, ଏହି ୪ ରାଶିଙ୍କ ପାଇଁ ଆଗକୁ ଆସୁଛି ଭଲ ସମୟ!

ଏ ନେଇ ଦଶମନ୍ତପୁର ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢନ୍ତୁ :ମକର ସଂକ୍ରାନ୍ତି ଏହି ୬ ରାଶି ପାଇଁ ଅଶୁଭ, ସାବଧାନ ନହେଲେ ହରାଇବେ ସର୍ବସ୍ବ !
 

Share this story