ସ୍ତ୍ରୀର ନିର୍ଯାତନା ମୁଁ ଆଉ ସହିପାରୁନି, ଜୀବନ ହାରିବାକୁ ନେଲି ନିଷ୍ପତ୍ତି, ଖାଲି ନିଷ୍ପତ୍ତି ନୁହେଁ ବରଂ...

Locals demand reopening of Rajgangpur death case
ସ୍ତ୍ରୀର ନିର୍ଯାତନା ମୁଁ ଆଉ ସହିପାରୁନି, ଜୀବନ ହାରିବାକୁ ନେଲି ନିଷ୍ପତ୍ତି

ଓଡ଼ିଆ ଗସିପ୍ ବ୍ୟୁରୋ: କଥାରେ ଅଛି ବିବାହ ସାତ ଜନ୍ମର, ହେଲେ କିଏ ଜାଣେ କାହା ଜୀବନରେ ସେହି ବିବାହ ଅଧା ବାଟରେ କଣ୍ଟା ସାଜେ ବୋଲି, ବେଦୀରେ ଯାହାକୁ ହାତ ଧରି ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲେ, ସିଏ ଯେତେବେଳେ ସ୍ୱାର୍ଥପର ହୁଏ ସେତେବେଳେ ମଣିଷ ଅବା କଣ କରିବ ? ସ୍ୱାମୀ କି ଶାଶୂଘର ଲୋକ ବୋହୂକୁ ନିର୍ଯାତନା ଦେଇନାହାନ୍ତି ବରଂ ସ୍ତ୍ରୀର ନିର୍ଯାତନାରେ ଜୀବନ ହାରିଛନ୍ତି ସ୍ୱାମୀ । ଯାହାକୁ ନେଇ ଏବେ ପୂରା ରାଜଗାଙ୍ଗପୁରରେ ଚର୍ଚ୍ଚା ଜୋର ଧରିଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ବାସ୍‌ ଏହି କଥା ଭାବି ଭାବି ଜୀବନ ହାରିଦେବା ପାଇଁ ନିଷ୍ପତ୍ତି ନେଲେ । ଖାଲି ନିଷ୍ପତ୍ତି ନେଲେ ତାହା ନୁହେଁ ବରଂ ଏହି ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଲା । ଭାରି ମାନସିକ ନିର୍ଯାତନା ଦେଉଥିଲା ମୋଦ୍ବିତୀୟ ଓ ମୋ ସ୍ତ୍ରୀ ମତେ ଭାରି କଷ୍ଟ ହେଉଥିଲା । ହାତ ଧରି ଯେତେବେଳେ ବାହା ହୋଇଥିଲି ତାକୁ ଛାଡିଥାଆନ୍ତି ବା କେମିତି? 

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ହେଲେ ଦିନକୁ ଦିନ ତା’ର ନିର୍ଯାତନା ମୁଁ ଆଉ ସହିପାରୁନି । ଯେଉଁମାନେ ମତେ ଜନ୍ମ କରିଛନ୍ତି ସେମାନଙ୍କଠାରୁ ମତେ ଦୂରେଇ ଦେବାକୁ ଚେଷ୍ଟା କରୁଥିଲା । ଏମିତିକି ବାପା-ମାଆଙ୍କ ସହ ଭଲରେ କଥା ହେଲେ ସେ ରାଗୁଥିଲା । ଏମିତି ସ୍ଥିତିରେ ମୁଁ ବଞ୍ଚିପାରିବିନି...ମୁଁ ଯାଉଛି...ବହୁତ ଦୂରକୁ ଯାଉଛି...

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ସୂଚନା ଅନୁସାରେ ଅଭିନନ୍ଦନ ରାୟ ଚୌଧୁରୀ ପ୍ରଥମ ସ୍ତ୍ରୀ ସହିତ ଛାଡପତ୍ର ହେବା ପରେ ଦ୍ୱିତୀୟ ବିବାହ କରିଥିଲେ । ଶ୍ୱେତା ମଧ୍ୟ ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇ ଦ୍ୱିତୀୟ ବିବାହ କରିଥିଲେ । କିନ୍ତୁ ଏହି ବିବାହ ଅଭିନନ୍ଦନ ରାୟଙ୍କୁ ମହଙ୍ଗା ପଡିଛି । ଯେଉଁଥି ଲାଗି ତାଙ୍କର ଜୀବନ ବି ଯାଇଛି ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଦୁଇବର୍ଷ ତଳେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେବା ସହିତ ଘଟଣା କଣ ଥିଲା ତାହାକୁ ନେଇ ପୁଣି ଥରେ ତଦନ୍ତ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି । 

ଅଧିକ ପଢ଼ନ୍ତୁ: ଆର୍ଥିକ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାହେଲେ ଶୁକ୍ରବାର ରାତିରେ କରନ୍ତୁ ଏହି ଗୁପ୍ତ ଉପାୟ

Share this story