ହତ୍ୟା ଧମକ ପରେ ଅର୍ଚ୍ଚନା ଦେଲେ ଖୋଲା ଚାଲେଞ୍ଜ, କହିଲେ ମୁଁ ...
 

Lady Blackmailer Archana Nag gets threats from miscreants Says I never
ଧମକ ପରେ ତାତିଲେ ଅର୍ଚ୍ଚନା...
 

ଓଡ଼ିଆ ଗସିପ୍ ବ୍ୟୁରୋ: ବ୍ଲାକମେଲିଂ ମାମଲାକୁ ନେଇ ଜାମିନ୍‌ରେ ବାହାରିଥିବା ଅର୍ଚ୍ଚନା ନାଗଙ୍କୁ ଧମକ ମିଳିଥିବା ନେଇ ଅଭିଯୋଗ। ୨ ଦୁର୍ବୃତ୍ତ ଧମକ ଦେଇଥିବା ଅର୍ଚ୍ଚନା ନାଗଙ୍କ ପକ୍ଷରୁ ଭିଯୋଗ ହୋଇଛି। ପରୀକ୍ଷା ଦେବାକୁ ଲ’ କଲେଜ ଆସୁଥିବା ବେଳେ ଧମକ ମିଳିଥିବା ନେଇ ଅଭିଯୋଗ କରିଛନ୍ତି ଅର୍ଚ୍ଚନା। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା ନାଗ।

ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା! 

ତେବେ ଏଥିରେ ଡରିନଯାଇ କାଉଣ୍ଟର ଆଟାକ କରିଛନ୍ତି ଅର୍ଚ୍ଚନା । ସେ ଏକପ୍ରକାର ଖୋଲାଖୋଲି ଚାଲେଞ୍ଜ ଦେଇଛନ୍ତି । କହିଛନ୍ତି ‘ମୁଁ ଡରିଯିବା ପିଲା ନୁହେଁ ସମୟ ଆସିଲେ ସବୁ କହିବି, ମହିଳାଙ୍କୁ ଏପରି ଅସମ୍ମାନ ଠିକ୍ ନୁହେଁ’।

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଡରିଯିବା ପିଲା ନୁହେଁ, ଡରିବା ଅପେକ୍ଷା ମରିବାକୁ ପସନ୍ଦ କରିବି ବୋଲି ଅର୍ଚ୍ଚନା କହିଛନ୍ତି । ଏହାଛଡ଼ା ଯେଉଁ ଗୁମର ଖୋଲିବା କଥା ଚର୍ଚ୍ଚା ହେଉଛି ତାହା ସମୟ ଆସିଲେ ସବୁ କହିବି ବୋଲି ଦୋହରାଇଛନ୍ତି ।  କାଳେ ଏବେ ସବୁ ସତ କହି ଦେବି ବୋଲି, ହତ୍ୟା ଧମକ ଆସୁଥାଇପାରେ ବୋଲି କହିଛନ୍ତି ଅର୍ଚ୍ଚନା । 

ଅଧିକ ପଢନ୍ତୁ :ଧନୁ ସଂକ୍ରାନ୍ତିରେ ରାଜଯୋଗ, ଏହି ୪ଟି ରାଶିର ଲୋକଙ୍କ ଫିଟିବ ଭାଗ୍ୟ, ଜୀବନରେ ଆସିବ ବଡ଼ ପରିବର୍ତ୍ତନ

ଯଦି ସତସାହାସ ଅଛି ତାହେଲେ ସାମ୍ନାକୁ ଆସନ୍ତୁ ପଛରେ ରହି ଧମକାଇ ଆହୁରି ଜଟିଳ କରନ୍ତୁ ନାହିଁ ବୋଲି ସେ ଆହ୍ବାନ ଦେଇଛନ୍ତି । ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅନେକ ଜଣାଶୁଣା ତଥା ବଡ଼ବଡ଼ିଆ ନେତା ଓ ମନ୍ତ୍ରୀଙ୍କୁ ତାଙ୍କର ହନିଟ୍ରାପ ଜାଲରେ ଛନ୍ଦି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ତଦନ୍ତ ହେବା ପରେ ଏହି ମାମଲାରେ ଅନେକ ରାଜନେତା, ବ୍ୟବସାୟୀ ଏବଂ ସିନେ ଜଗତର ବ୍ୟକ୍ତିବିଶେଷଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଏପରରିକି ସେମାନଙ୍କର ଅର୍ଚ୍ଚନାଙ୍କ ସହିତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଏହି ଘଟଣାକୁ ନେଇ ଅନେକ ରାଗନୈତିକ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ୨୦୨୨ ମସିହା ଅକ୍ଟୋବର ମାସରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା। ଚଳିତ ମାସ 12 ତାରିଖରେ ଜେଲରୁ ବାହାରି ଥିଲେ। ପରୀକ୍ଷା ଦେବାକୁ ଯାଇ ଥିଲେ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story