ଅଟୋରେ ଆସି ନବଜାତ ଶିଶୁକନ୍ୟାକୁ ପଲିଥିନରେ ଗୁଡ଼ାଇ ରାସ୍ତା କଡ଼ରେ ଫିଙ୍ଗିଦେଲା ମା’
 

Dead body of a new born girl child recovered from road side in nilagiri
ପୁଣି ଅଲୋଡା ହେଲା ନବଜାତ ଶିଶୁକନ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଅଲୋଡା ହେଲା ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଦେଖିବାକୁ ମିଳିଛି । ଜନ୍ମ ଦେଇ ପିଲାକୁ ପଲିଥିନରେ ଗୁଡ଼ାଇ ରାସ୍ତା କଡ଼ରେ ଫିଙ୍ଗିଦେଇଛି ମା’ । 

ଅଧିକ ପଢନ୍ତୁ :ଶୁକ୍ର ଗୋଚର, ଏହି ୩ ରାଶିଙ୍କ ବଦଳିଯିବ ଭାଗ୍ୟ, ଏମାନଙ୍କ ଉପରେ ହେବ ଧନ ବର୍ଷା!

ଶିଶୁଟି ନୀଳଗିରି ପୋଡାକୁଳ ସିଟି ସ୍କୁଲ୍ ରାସ୍ତା ନିକଟରେ ପଡ଼ିଥିବା ଦେଖିଥିଲେ ସ୍ଥାନୀୟଲୋକେ। ସ୍ଥାନୀୟ ପିଲାମାନେ ଖେଳିବାକୁ ଆସି ଉକ୍ତ ଶିଶୁକନ୍ୟାର ମୃତଦେହକୁ ଦେଖିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଶିଶୁଟିକୁ କେହି ଜଣେ ଅଟୋରେ ଆସି ଦିପ୍ରହର ସମୟରେ ଏଠାରେ ଫୋପାଡି ଦେଇ ଚାଲିଗଲେ। 

ଅଧିକ ପଢନ୍ତୁ :ବୃହସ୍ପତି ଓ ଶୁକ୍ରଙ୍କ ମହାସଂଯୋଗ, ରୁହନ୍ତୁ ସତର୍କ, ଏହି ୩ ରାଶିଙ୍କୁ ପକାଇବ ବିପଦରେ! 

ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି। କିଏ କାହିଁକି ଏପରି କାର୍ଯ୍ୟ କଲା ଜାଣିବାକୁ ପୁଲିସ ଛାନଭିନ ଆରମ୍ଭ କରିଛି।

ଅଧିକ ପଢନ୍ତୁ :ବୁଧଙ୍କ ନକ୍ଷେତ୍ର ପରିବର୍ତ୍ତନ, ଜାନୁଆରୀ ୨୦ରୁ ଫିଟିବ ଏହି ୩ ରାଶିଙ୍କ ଭାଗ୍ୟ!
 

Share this story