ଦୀର୍ଘ ୨୫ ବର୍ଷ ପରେ ସୂର୍ଯ୍ୟ ଓ ଶନିଙ୍କ ମିଳନ, ଏହି ୩ ରାଶିଙ୍କ ଭାଗ୍ୟରେ ଆସିବ ବଡ଼ ପରିବର୍ତ୍ତନ!

ଓଡ଼ିଆ ଗସିପ୍ ବ୍ୟୁରୋ: ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ପ୍ରତ୍ୟକ ମାସରେ ନିଜ ରାଶି ପରିବର୍ତ୍ତନ କରିଥାଆନ୍ତି ବର୍ତମାନ ସୂର୍ଯ୍ୟ ମାର୍ଚ୍ଚ ୨୨ ତାରିଖରେ ନିଜ ରାଶି ପରିବର୍ତ୍ତନ କରି କୁମ୍ଭ ରାଶିରେ ପ୍ରବେଶ କରିଥିଲେ। ଯେଉଁ ରାଶିରେ କି ପୂର୍ବରୁ ଶନିଦେବ ବିରାଜମାନ ଅଛନ୍ତି ଫଳରେ ଶନି-ସୂର୍ଯ୍ୟଙ୍କ ମହାମିଳନ ହୋଇଥିଲା।
ଶନି-ସୂର୍ଯ୍ୟଙ୍କ ମିଳନ କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟ ଏହି ରାଶିରେ ଆସନ୍ତା ମାସ ଅର୍ଥାତ ଅପ୍ରିଲ୍ ୨୨ ତାରିଖ ପର୍ଯ୍ୟନ୍ତ ରହିବେ। ତେବେ, ଆସନ୍ତୁ ଜାଣିବା ଶନି-ସୂର୍ଯ୍ୟଙ୍କ ମିଳନ ଯୋଗୁଁ କେଉଁ ସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ।...
ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ
ଧନବାନ୍ ହେବେ ଏହି ସବୁ ରାଶି:
ବୃଷ ରାଶି: ସୂର୍ଯ୍ୟ-ଶନିଙ୍କ ଏହି ମିଳନ ଏ-ହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରେରେ ବିଶେଷ ସଫଳତା ପାଇବେ। କାର୍ଯ୍ୟାଳୟରେ ଆପଣଙ୍କୁ ବଡ଼ ଦାୟିତ୍ବ ବା ପଦୋନ୍ନତି ମିଳିବାର ସମ୍ଭାବନା ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିଛି। ଏହି ସମୟରେ ନୂଆ ଡିଲ୍ ଫାଇନାଲ୍ ହୋଇପାରେ। ଆୟ ବଢିବା ସହ ବ୍ୟାଙ୍କ୍ ବାଲାନ୍ସ୍ ବୃଦ୍ଧି ପାଇବ। ଅବିବାହିତ ଲୋକଙ୍କ ପାଇଁ ସମୟ ଅନକୂଳ ରହିଛି । ଏହି ସମୟରେ ଭଲ ବିବାହ ପ୍ରସ୍ତାବ ଆସିପାରେ।
ମକର ରାଶି: ସୂର୍ଯ୍ୟ-ଶନିଙ୍କ ମିଳନ ଏ-ହି ରାଶି ପାଇଁ ବେଶ୍ ଫଳପ୍ରଦ ରହିବ। ଆକସ୍ମିକ ଧନଲାଭର ଯୋଗ ରହିଛି । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ । ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ଅଫର ମିଳିପାରେ। ଏହି ସମୟରେ ଆପଣ ଏକ ନୂତନ ଯାନ କ୍ରୟ କରିବାର ସମ୍ଭାବନା ରହିଛି। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ। ଏଥିପାଇଁ ଆପଣଙ୍କୁ ନିଜ ସ୍ବାସ୍ଥ୍ୟପ୍ରତି ଅଧିକ ଯତ୍ନଶୀଳ ହେବାକୁ ପଡିବ। କୌଣସି ବ୍ୟକ୍ତିଙ୍କ ସହିତ ମତଭେଦ ହୋଇଥିଲେ। ତାହା ଏହି ଅବଧି ମଧ୍ୟରେ ଦୂର ହୋଇଯିବ।
ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା
କୁମ୍ଭ ରାଶି: ଶନି-ସୂର୍ଯ୍ୟଙ୍କ ଆର୍ଶିବାଦ କାରଣରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବ। ଆୟ ବୃଦ୍ଧି ସହ ବିଭିନ୍ନ ଉତ୍ସରୁ ଟଙ୍କା ଆସିବ । ଆର୍ଥିକ ସମସ୍ୟା ଦୂର ହେବ । ବ୍ୟବସାୟ ଶ୍ରେଣୀର ଲୋକେ ଲାଭବାନ ହେବେ । ବିନିଯୋଗରୁ ଲାଭ ମିଳିବ। ପରିବାରରେ ହସଖୁସି ଲାଗି ରହିବ । ଯାନବାହାନ କିମ୍ବା ନୂତନ ଜମି କ୍ରୟ ନେଇ ଯୋଗ ରହିଛି । ବିନିଯୋଗରୁ ଲାଭ ମିଳିବ।
ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ
( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)