ହେ ଭଗବାନ କୌଣସି ପରିବାର ସହିତ ଏମିତି ନଘଟୁ, ମୋ ପରିବାର ଛାରଖାର ହୋଇଗଲା...

The mother of two children eloped with the lover in BHAGALPUR
ହେ ଭଗବାନ କୌଣସି ପରିବାର ସହିତ ଏମିତି ନଘଟୁ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି ସୋସିଆଲ ମିଡ଼ିଆ ଯୁଗରେ ଏଭଳି ଘଟଣା ଦେଖିବା ସ୍ୱାଭାବିକ, କିଏ ନିଜ ଭଲ ପାଇବାକୁ ପାଇବା ପାଇଁ ସୀମା ପାର ହେଇ ଯାଉଛି ତା କେହି କେହି ନିଜ ଜୀବନ ଦେବା ଆଇଁ ପଛ ଘୁଞ୍ଚା ହେଉ ନାହାନ୍ତି, ପ୍ରେମ ଆଗରେ ନା ବୟସ ଦେଖା ଯାଉଛି ନା ନିଜ ଘର ପରିଜନ, ଏଭଳି ଏକ ଘଟଣା ଭାଗଲପୁରରୁ ଦେଖିବାକୁ ମିଳିଛି। 

ସୂଚନା ମୁତାବକ ଭାଗଲପୁରର ନବଗଚ୍ଛିୟାର ଜଣେ ମହିଳା ପ୍ରେମିକ ସହ ଫେରାର ହୋଇଯିବାର ଘଟଣା ସାମ୍ନାକୁ ଆସିଛି। ଫେରାର ହୋଇଯାଇଥିବା ଉକ୍ତ ମହିଳା ଜଣକ ବିବାହିତ ଥିବା ସହିତ ଦୁଇସନ୍ତାନର ମା’ ମଧ୍ୟ ଥିବା ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍

ମୁରଲି ଗ୍ରାମରେ ରହୁଥିବା ବ୍ରଜେଶ କୁମାର ସିଂହ ଥାନାରେ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଛନ୍ତି। ବ୍ରଜେଶ ଅଭିଯୋଗ କରି କହିଛନ୍ତି, ‘ସୁଷମା ଦେବୀକୁ ମୁଁ ୮ବର୍ଷ ପୂର୍ବେ ବିବାହ କରିଥିଲି। ବିବହାର ୮ବର୍ଷ ଭିତରେ ଆମର ଦୁଇଟି ସନ୍ତାନ ରହିଛନ୍ତି। ହସଖୁସିରେ ପରିବାର ଚାଲିଥିଲା।

ଅଧିକ ପଢ଼ନ୍ତୁ: ମଙ୍ଗଳ ଗ୍ରହର ଗୋଚର ଫଳରେ ଏହି ତାରିଖରୁ ୩ ରାଶିଙ୍କ ଜୀବନରେ ଭରିଯିବ ସୁଖ-ଶାନ୍ତି ସହ ଧନ-ସମ୍ପତ୍ତି 

ସୁଷମା ଏଇ କିଛିଦିନ ହେବ ଫେସବୁକ ମାଧ୍ୟମରେ ରିଲ କରୁଥିଲା। ଏହି ରିଲ ପାଇଁ ସେ ଘର ପରିବାର ପ୍ରତି ଏତେ ଆଉ ଧ୍ୟାନ ଦେଉ ନଥିଲା। ଏହାକୁ ନେଇ ଆମ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ବି ଲାଗୁଥିଲା। ଏହାରି ଭିତରେ ସୁଷମା ପାଟନାର ଜଣେ ଯୁବକଙ୍କ ପ୍ରେମରେ ପଡ଼ିଯାଇଥିଲା।

ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ 

ଆଉ ଗତ ସେପ୍ଟେମ୍ବର ୫ ତାରିଖରେ ସେ ଦୁଇପିଲାଙ୍କୁ ଖାଇବାକୁ ଦେଇ ସ୍କୁଲ ପଠାଇ ଥିଲା। ଏହାପରେ ମୁଁ କାମକୁ ବାହାରି ଯାଇଥିଲି। ସେ ଆଧାରକାର୍ଡ ତିଆରି କରିବ କହି ଘରୁ ଯାଇଥିଲା। ଆଉ ସେପଟୁ ସ୍କୁଲରୁ ପିଲାଙ୍କୁ ଧରି ଫେସବୁକ ‌ପ୍ରେମିକ ସହ ଘର ଛାଡ଼ି ଫେରାର ହୋଇଯାଇଛି। ମୋ ପରିବାର ଛାରଖାର ହୋଇଯାଇଛି।

ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!

ଘରଲୋକ ଖିଆପିଆ ଛାଡ଼ି ଦେଇଛନ୍ତି। ଗ୍ରାମବାସୀ ଟାହିଟପରା କରୁଛନ୍ତି। ଭଗବାନଙ୍କୁ ଏତିକି ଡାକୁଛି ମୋ ପରିବାର ସହିତ ଯାହା ଘଟିଲା ସେମିତି ଆଉ କୌଣସି ପରିବାର ସହିତ ନଘଟୁ।’ ବ୍ରଜେଶ କୁମାର ସିଂହଙ୍କ ଅଭିଯୋଗକୁ କେନ୍ଦ୍ରକରି ସୁଷମା ଦେବୀ ବିରୋଧରେ ମାମଲା ରୁଜୁ କରି ଫୋନ ଟ୍ରାକ କରି ସୁଷାମା ଓ ତାଙ୍କ ପ୍ରେମିକଙ୍କୁ ଧରିବା ପାଇଁ ଯାଞ୍ଚ ଚଲାଇଛି ପୁଲିସ।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

Share this story