ଭୁଶୁଡ଼ିଲା ସୁନା ଖଣି, ୭୦ ମୃତ୍ୟୁ, ଭିତରେ ଥିଲେ ୨୦୦ ରୁ ଉର୍ଦ୍ଧ ଶ୍ରମିକ, ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି... 
 

Mali gold mine collapse kills more than 70
ସୁନା ଖଣି ଭୁଶୁଡ଼ି ୭୦ ଜଣ ଶ୍ରମିକଙ୍କର ମୃତ୍ୟୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଫ୍ରିକାର ମାଲିରେ ଏକ ବେଆଇନ ସୁନା ଖଣି ଭୁଶୁଡ଼ିବା ଯୋଗୁ ୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଖଣି ଭୁଶୁଡ଼ିବା ପରେ ବର୍ତ୍ତମାନ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। 

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ଆଫ୍ରିକା ସରକାରଙ୍କ ଜାତୀୟ ଭୂତତ୍ତ୍ୱ ଏବଂ ଖଣି ନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କରିମ ବର୍ଥ ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି। ତେବେ ଏହାର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।

ଅଧିକ ପଢନ୍ତୁ :ଏହି ରାଶିର ଲୋକଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ପାରିବାରିକ ସମସ୍ୟା ଦେଖା ଦେବ, ପଢନ୍ତୁ ରାଶିଫଳ 

ଅନ୍ୟପକ୍ଷରେ ଦେଶରେ ବେଆଇନ ଖଣି ଖନନ ବନ୍ଦ କରିବାକୁ ସରକାର ପଦକ୍ଷେପ ନେବା ଉଚିତ ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଯାହାଫଳରେ ଏହିପରି ଦୁର୍ଘଟଣାକୁ ଏଡ଼ାଯାଇପାରିବ। ଦେଶର ଖଣି ମନ୍ତ୍ରଣାଳୟ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛି।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ସୁରକ୍ଷା ଆବଶ୍ୟକତା ଅନୁସରଣ କରିବାକୁ ଖଣି ମାଲିକ ତଥା ଖଣି ସ୍ଥାନ ନିକଟରେ ରହୁଥିବା ଲୋକମାନଙ୍କୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story