ରାତି ଅଧରେ ଘରେ ପଶି ଛୁରି ଦେଖାଇ ପରିବାର ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ
 

3 women gang-raped in front of family members in Haryana
ପରିବାର ସାମ୍ନାରେ ୩ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ୪ ଦୁର୍ବୃତ୍ତ
 

ଓଡ଼ିଆ ଗସିପ୍ ବ୍ୟୁରୋ: ହରିଆଣାର ପାନିପଥରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା। ପରିବାର ଲୋକଙ୍କ ସମ୍ମୁଖରେ ୪ ଜଣ ଦୁର୍ବୃତ୍ତ ୩ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଘଟଣାଟି ବୁଧବାରର ବୋଲି ଜଣାପଡ଼ିଛି।

ଅଧିକ ପଢ଼ନ୍ତୁ: ପ୍ରତିଦିନ ସେକ୍ସ କଲେ ଶରୀରକୁ ମିଳିଥାଏ ଏହି ୧୦ଟି ଜବରଦସ୍ତ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଛୁରି ଏବଂ ମାରଣାସ୍ତ୍ର ଧରି ସେମାନଙ୍କ ଘରେ ପଶିଥିଲେ। ସେମାନେ ନିଜ ମୁହଁକୁ ରୁମାଲରେ ବାନ୍ଧି ଦେଇଥିବା ବେଳେ ଛୁରୀ ଦେଖାଇ ପରିବାରର ପୁରୁଷ ଲୋକଙ୍କୁ ବାନ୍ଧି ଦେଇଥିଲେ। ପରେ ମହିଳାମାନଙ୍କୁ ସେମାନେ ଗଣବଳାତ୍କାର କରିଥିଲେ। ଏପରିକି ପାଟି କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ଅଧିକ ପଢ଼ନ୍ତୁ: କାହା ପାଇଁ ଭଲ ତ କାହା ପାଇଁ ଖରାପ; କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ

ଜାଣିବାକୁ ମିଳିଛି ଯେ, ଦୁଷ୍କର୍ମକାରୀମାନେ ଦୁଷ୍କର୍ମ କରିବା ପରେ ମହିଳାମାନେ ପିନ୍ଧିଥିବା ଅଳଙ୍କାର, ଘରୁ ଟଙ୍କା, ସୁନା ଲୁଟ୍‌ କରି ଫେରାର ହୋଇ ଯାଇଛନ୍ତି । ପୁଲିସ୍‌ ଏବେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

Share this story