ମଧୁମେହ ରୋଗୀଙ୍କ ପାଇଁ ବରଦାନ ଏହି ଉପାୟ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 
 

steps to control diabetes without medicine
ମଧୁମେହ ରୋଗୀଙ୍କ ପାଇଁ ବରଦାନ ଏହି ଉପାୟ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାରା ବିଶ୍ୱରେ ଡାଇବେଟିକ୍ସର ମାମଲା ୫୦କୋଟିକୁ ପାର କରିସାରିଲାଣି । ବର୍ତମାନ ସମୟରେ ମଧୁମେହ ସଭିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହେବା ସହ ମାରାତ୍ମକ ରୋଗ ପାଲଟିଛି! ଏହି ରୋଗ ଏବେ ବେଶ ମାରାତ୍ମକ ହୋଇ ଇଲାହୋଇଛି । ଯେକେହିବି ବ୍ୟକ୍ତି ବିଶେଷଙ୍କୁ ଏହି ରୋଗ ଚିନ୍ତାରେ ପକାଉଛି । 

ଆଜିର ଜୀବନଶୈଳୀ ଓ ଖରାପ ଖାଦ୍ୟ ଅଭ୍ୟାସ ଯୋଗୁଁ ମଧୁମେହ ଏକ ସାଧାରଣ ସମସ୍ୟା ପାଲଟିଛି। ଏହି ରୋଗ ସମୟରେ, ଆପଣଙ୍କ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅନ୍ୟଥା, ଏହି ରୋଗ ଆପଣଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ।

ଯଦି ସୁଗାରର ମାତ୍ରା ଶରୀରରେ ବାଲାନ୍ସ ରବୁଛି ତେବେ ତ ଚାକି ଅଛି କିନ୍ତୁ ଯଦି ସୁଗାର ଲେବଲ ଅତ୍ୟଧିକ ତେବେ ତ ସମସ୍ୟା ହିଁ ସମସ୍ୟା । କାରଣ ଏଥିପାଇଁ ଅଧିକାଂଶ ଲୋକକୁ ଇନସୁଲିନ ନେବାକୁ ହୁଏ । ଯାହା ଏଇ ରୋଗୀ ପାଇଁ ବହୁତ ହିଁ ଦୁଖଦାୟକ ।

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ନିୟମିତ ଔଷଧ ସେବନ ସହ ସଠିକ ଖାଦ୍ୟ ସେବନ ଓ ବ୍ୟାୟାମ କରିବା ଦ୍ବାରା ରକ୍ତରେ ଶର୍କରା ନିୟନ୍ତ୍ରିତ ହୋଇ ରହିଥାଏ। ରକ୍ତରେ ଶର୍କରା ଅନେକ ସମୟରେ ମଧୁମେହ ରୋଗୀଙ୍କର କମ ଓ ବେଶୀ ହୋଇଥାଏ । ଏହା ଅନେକ ସମୟରେ ସ୍ବାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଏହି କାରଣରୁ ବିଶେଷଜ୍ଞ ମଧୁମେହ ଗୋଗୀଙ୍କୁ ଏହାକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଥାଆନ୍ତି।

ମଧୁମେହ ରୋଗୀ ରକ୍ତରେ ଶର୍କରା ନିୟନ୍ତ୍ରଣ ପାଇଁ ଲାଭ ଓ ସହଡ଼ା ଶାଗର ଜୁସ୍ କୁ ପିଇପାରିବେ। ସପ୍ତାହକୁ ୨ ଥର ସକାଳର ଜଳଖୁଆ ପରେ କିମ୍ବା ରାତି ଖାଇବା ପରେ ଏହାକୁ ପିଇ ପାରିବେ । ଏହା ବ୍ୟତୀତ ନିୟମିତ ଅଁଳା ଓ ହଳଦୀର ସେବନ କରନ୍ତୁ। କିଛି, ଦହି ଅଧିକା ଛଣା ଜିନିଷ, ମଇଦା ଜାତୀୟ ଜିନିଷ ଠାରୁ ଦୂରେଇ ରୁହନ୍ତୁ। ଖାଦ୍ୟରେ ଯଥର ଅଟା ସାମିଲ କରନ୍ତୁ । 

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଭୋଜନ ପରେ କିଛି ସ୍ୱତନ୍ତ୍ର ଯୋଗାଆସନ କରନ୍ତୁ। ନିଜ ଖାଦ୍ୟରେ ପାଳଙ୍ଗ ଶାଗ ମେଥ୍, ଲାଭ, ଟମାଟୋ, ଜଲଗା, ସହନା ଭୂଖା, କାମୁକୋଳି, ସେଓ, ଅଁଳା, ଅମୃରଭଣ୍ଡା, ତାଳିମ୍ବ ଆଦି ଅଧୁକ ସାମିଲ କରନ୍ତୁ ପ୍ରତିଦିନ କିଛି ପ୍ରାଣାୟାମ କରିବା ଦ୍ବାରା ନିୟମିତ ୩୦୦୦ ରୁ ୫୦୦୦ ପାଦ ଲନ୍ତୁ ନାଲିବା ଦ୍ବାରା ରକ୍ତରେ ଶର୍କରା ଜୟନ୍ତ୍ରଣ ହୋଇ ରହିଥାଏ ।

ଏକ ସ୍କାସ ପାଣିରେ ଏକ ଟାମଚ ଅଁଳା ଓ ଏକ ଚାମଚ ହଳଦୀ ମିଶାଇ ଭୋଜନ କରିବାର ଘଣ୍ଟା ପୂର୍ବରୁ ପିଅନ୍ତୁ । ରାତିରେ ହାଉଳା ଖାଦ୍ୟ ଖାଆନ୍ତୁ ବିଭିନ୍ନ ଗ୍ରୁପ୍, ଡାଲି ପାଣି, ପତିପରିବାର ସରୁତା ଖାଆନ୍ତୁ । ସଳୀଳ ୯ଟା ପୂର୍ବରୁ ୨୦ ମିନିଟ ହାଇକା ସୂର୍ଯ୍ୟଙ୍କ ବହାରେ ରୁହନ୍ତୁ । ପ୍ରତିତିକ ଅଳି ସମରେ ୪୫ ମିନଟ ଯୋଗ ଓ ପ୍ରାଣାୟମ କରନ୍ତୁ ।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story