୨୮ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌‌)ଙ୍କ ଅଧିକାରୀଙ୍କ ବଦଳି
 

Transfer of 28 OAS level officers in Odisha

୨୮ଜଣ ଓଏଏସ୍‌‌ ଅଧିକାରୀଙ୍କ ବଦଳି

ଓଡ଼ିଆ ଗସିପ୍ ବ୍ୟୁରୋ: ୨୮ଜଣ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ (ଓଏଏସ୍‌‌)ଙ୍କ ବଦଳି କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରେ ୧୨ଜଣ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।

ଆଧିକ ପଢନ୍ତୁ : ୧୨ ବର୍ଷ ପରେ ଏଭଳି ସଂଯୋଗ, ବୃଷ ରାଶିରେ ବୃହସ୍ପତି ଚଳନ! ଏହି ୪ ରାଶିକୁ ମିଳିବ ଶୁଭଫଳ  

ରେଙ୍ଗାଲି ରାଇଟ୍‌‌ କେନାଲ ସିଷ୍ଟମ୍‌‌, ଜିଲ୍ଲାସ୍ତରୀୟ କ୍ରୀଡ଼ା ବିଭାଗ ଓଏସ୍‌‌ଡି, ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ପୁରୀ ଶ୍ରୀମନ୍ଦିର ସହକାରୀ ପ୍ରଶାସକ, ଡିଏସ୍‌‌ଆର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବଦଳି କରାଯାଇଛି।

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 
 

Share this story