ବାର୍ ଡ୍ୟାନ୍ସର ଥିଲେ କି ଶୁଭଲକ୍ଷ୍ମୀ? କଣ କହୁଛି ସିକ୍ରେଟ୍ ସ୍କୁପ୍, ସତ ଜାଣିଲେ ହୋସ୍ ଉଡ଼ିବ

some suspicious things about the subhalaxmi

ଓଡ଼ିଆ ଗସିପ୍ ବ୍ୟୁରୋ: ଦେହ ଥିଲା ତା ସାଙ୍ଗକୁ ମନ ଓ ସୁନ୍ଦର ଚେହେରା ଥିଲା । ବାସ୍ ଟଙ୍କା ରୋଜଗାର ପାଇଁ ଆଉ କଣ ବା ଦରକାର ? ଗାଁରୁ ଆସିଥିବା ଗୋଟେ ଗାଉଁଲୀ ଝିଅ ଯେବେ ଟଙ୍କା ରୋଜଗାର କରିବାକୁ ଭିନ୍ନ କିଛି ବାଟ ଖୋଜେ ତେବେ ତାକୁ ରାଜଧାନୀରେ ବାର୍ ଡ୍ୟାନ୍ସରଠୁ ଅଧିକ ସୁଯୋଗ ଆଉ କିଏ ଦେବ ? ରାତିରେ ନାଚିଲେ ହଜାର ହଜାର ଟଙ୍କା ମିଳୁଥିବାରୁ ଏହା ଏବେ ଟ୍ରେଣ୍ଡ ପାଲଟି ଗଲାଣି ।

ଗାଁରୁ ଆସି ରାଜଧାନୀରେ ପାଠ ପଢ଼ୁଥିବା ଅନେକ ଝିଅ କମ୍ ସମୟରେ ଅଧିକ ଟଙ୍କା ଲୋଭରେ ପଡ଼ି ଅନେକ କିଛି କାମ କରନ୍ତି । ଠିକ୍ ଶୁଭଲକ୍ଷ୍ମୀଙ୍କ ଭଳି, ହଁ ଆମେ କହୁଛୁ ଏଇ ନିକଟରେ ଏକ ହୋଟେଲେ ଆତ୍ମହତ୍ୟା କରିଥିବା ଜଣେ କଲେଜ ଛାତ୍ରୀଙ୍କ କଥା ଯାହାକୁ ନେଇ ଏବେ ମିଡିଆରେ ଜୋରଦାର ଆଲୋତନା ହେଉଛି ।

ଅଧିକ ପଢ଼ନ୍ତୁ: କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ସୂଚନା ନେବାରୁ ଜଣାପଡ଼ିଛି ଯେ, ଭଦ୍ରକର ଶୁଭଲକ୍ଷ୍ମୀ ଭୁବନେଶ୍ୱରରେ ରହି ପାଠ ପଢ଼ୁଥିଲେ । ପାର୍ଟ ଟାଇମ୍ କାମ ଭାବେ ବାରରେ ଡ୍ୟାନ୍ସ କରିବାକୁ ପସନ୍ଦ କରିଥିଲେ । ଏଥିପାଇଁ ତାଙ୍କୁ ପୁଳା ପୁଳା ଟଙ୍କା ମଧ୍ୟ ମିଳୁଥିଲା । ରାତିରେ ଗଲେ ଶୁଭଲକ୍ଷ୍ମୀ କୁଆଡ଼େ ୧୦ ହଜାର ଲେଖାଏ ଟଙ୍କା ରୋଜଗାର କରୁଥିଲେ । ଆଉ ଏହି ଟଙ୍କାକୁ ନେଇ ହିଁ ସବୁ କାଣ୍ଡ ଘଟିଥିବା ଜଣାପଡ଼ିଛି ।

ପ୍ରଥମେ ଜଣଙ୍କ ଚିହ୍ନା ପରିଚୟରୁ ବାର୍ ଡ୍ୟାନ୍ସର ଭାବେ କାମ କରିବା ଆରମ୍ଭ କରିଥିଲେ ଶୁଭଲକ୍ଷ୍ମୀ । ତେବେ ଆରମ୍ଭ ଆରମ୍ଭରୁ ସେ ସେତେଟା ଟଙ୍କା ଇନକମ୍ କରିପାରୁନଥିଲେ । କମ୍ ଟଙ୍କାକୁ ନେଇ ସେ ଖୁସି ବି ନଥିଲେ । ଶେଷରେ ସେ ନିଜେ କିଛି କରି ଆଗକୁ ବଡ଼ିବାକୁ ଚାହିଁଥିଲେ ଏବଂ ନିଜ ପ୍ରଚେଷ୍ଟାରେ ସେ ଅଧିକ ଟଙ୍କାରେ ଏକ ଡ୍ୟାନ୍ସ ବାରରେ କାମ ପାଇଥିଲେ । ଏଥିପାଇଁ ରାତିରେ ନାଚିଲେ ଦର୍ଶକଙ୍କୁ ବିମୋହିତ କଲେ ସେ ୧୦ ହଜାର ଟଙ୍କା କମାଉଥିଲେ ।

ଅଧିକ ପଢ଼ନ୍ତୁ: ପାଖରେ ନାହାନ୍ତି ଗାର୍ଲଫ୍ରେଣ୍ଡ! ନୋ ଟେନସନ୍ ଶସ୍ତାରେ ମିଳୁଛି ଯନ୍ତ୍ର, ଅସଲ ଭଳି ମିଳୁଛି ମଜା

ହେଲେ ଏହାକୁ ସହି ପାରୁନଥିଲେ ଶୁଭଲକ୍ଷ୍ମୀଙ୍କୁ ଏହି ଲାଇନ୍ କୁ ଆଣିଥିବା ସଂପୃକ୍ତ ବ୍ୟକ୍ତି ଜଣଙ୍କ । ଉଭୟଙ୍କ ମଧ୍ୟରେ ବାରମ୍ବାର ଝଗଡ଼ା ମଧ୍ୟ ଲାଗୁଥିଲା । ହେଲେ ସଂପୃକ୍ତ ଯୁବକ ଶୁଭଲକ୍ଷ୍ମୀଙ୍କ କିଛି ଭିଡିଓ ରଖିଥିଲା ଯାହାକୁ ଭାଇରାଲ କରିଦେବାକୁ ଧମକ ଦେଉଥିଲା । ଯାହାକୁ ସହି ପାରିନଥିଲେ ଶୁଭଲକ୍ଷ୍ମୀ, ଶେଷରେ ବାର୍ ରେ ନାଚିବା ହିଁ ତାଙ୍କ ପାଇଁ କାଳ ସାଜିଲା ।

Share this story