ପାଖରେ ନାହାନ୍ତି ଗାର୍ଲଫ୍ରେଣ୍ଡ! ନୋ ଟେନସନ୍ ଶସ୍ତାରେ ମିଳୁଛି ଯନ୍ତ୍ର, ଅସଲ ଭଳି ମିଳୁଛି ମଜା

why need a girlfriend there are many option to stay happy in sexual life

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରବଳ ଇଛା ହେଉଛି କିନ୍ତୁ ପାଖରେ ଗାର୍ଲ ଫ୍ରେଣ୍ଡ ନାହାନ୍ତି । ଯୌବନର ନିଆଁରେ ଜଳିପୋଡ଼ି ଯାଉଛନ୍ତି ଆଉ ନିଜକୁ ସମ୍ଭାଳି ପାରୁନାହାନ୍ତି । ଦିନ ରାତି ସଞ୍ଜରେ ସେକ୍ସର ଆନନ୍ଦ ନେବାକୁ ଆଗ୍ରହ ଦେଖାଉଛନ୍ତି କିନ୍ତୁ ସୁଯୋଗ ନଥିବାରୁ ସୁଖ ପାଇପାରୁନାହାନ୍ତି । ଆଉ ଏଭଳି ଏକ ଘଡ଼ି ସନ୍ଧି ମୁହୁର୍ତ୍ତରେ କଣ କରିବେ ଜାଣିପାରୁନାହାନ୍ତି । ତେବେ ଏବେ ନୋ ଟେନସନ ଆମେ ଆପଣଙ୍କ ସମସ୍ୟାର ସମାଧାନ ପାଇଁ ଆଜି ଏକ ବିକଳ୍ପ ନେଇ ଆସିଛୁ ।

ବଦଳୁଥିବା ସମୟରେ ସେକ୍ସର ପରିଭାଷା ବି ବଦଳିଛି । ସେକ୍ସ ପାଇଁ ପାର୍ଟନର ନଥିଲେ ତାହାର ବିକଳ୍ପ ମଧ୍ୟ ବାହାରିଛି । ବଜାରରେ ବିଭିନ୍ନ ପ୍ରକାର ଯୌନାଙ୍ଗ ଉପଲବ୍ଧ ରହିଛି । ସେ ସବୁର ବ୍ୟବହାର କରି ଆପଣ ନିଜ ଯୌନ ଇଚ୍ଛା ପୁରଣ କରିପାରିବେ ।

ଅଧିକ ପଢ଼ନ୍ତୁ: ସୂର୍ଯ୍ୟରେ ରହିଛି ଦାରିଦ୍ର୍ୟ ଯୋଗ; କନ୍ୟା ରାଶି ସମେତ ହଇରାଣ ହେବେ ଏହି ୨ ରାଶି

କିନ୍ତୁ ବିଭିନ୍ନ ସମୟରେ ଦେଖା ଯାଉଛି ଯେ, ସାମାନ୍ୟ ସଂକୋଚ ଦୃଷ୍ଟିରୁ ଏହି କୃତ୍ରିମ ଯୌନାଙ୍ଗ ଅର୍ଡର କରିପାରନ୍ତି ନାହିଁ । କାଳେ କିଏ ଦେଖିନେବ କାଳେ କିଏ ଜାଣିନେବ ବୋଲି ସେମାନେ ଭାବୁଛନ୍ତି । ଏବେ କିନ୍ତୁ ସୋସିଆଲ ମିଡିଆରେ ଏମିତି ଏକ ପ୍ରଡକ୍ଟ ଆସିଛି ଯାହାକୁ ଅର୍ଡର କଲେ ସେମାନେ ଯେଉଁ ପ୍ରକାର ପ୍ୟାକେଜିଂ କରି ଦେଉଛନ୍ତି ତାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି ।

ବଜାରରେ ବିଭିନ୍ନ ପ୍ରକାର ପ୍ରଡକ୍ଟ ମିଳୁଥିବା ବେଳେ ଏବେ ନୂଆ ଏକ ଜିନିଷ ଆସିଛି । ଯାହାକୁ ଥରେ ବ୍ୟବହାର କଲେ ଆପଣ ଖାଲି ଖୁସିରେ ଗଦ ଗଦ ହୋଇଯିବେ । ଯଦି ଆପଣଙ୍କ ପାଖରେ ଗାର୍ଲଫ୍ରେଣ୍ଡ ନାହାନ୍ତି ତେବେ ଆପଣ ଏହି ଯନ୍ତ୍ରରେ ଆପଣଙ୍କ ଲିଙ୍ଗ ସଂଯୋଗ କରି ଯୌନକ୍ରୀୟାର ମଜା ନେଇ ପାରିବେ ।

ସୋସିଆଲ ମିଡିଆରେ ଏହି ପ୍ରଡକ୍ଟର ବହୁଳ ଭାବେ ପ୍ରଚାର ହେଉଥିବା ବେଳେ ଠିକ୍ ଅସଲି ସମ୍ଭୋଗ ଭଳି ଏଥିରେ ବୀର୍ଯ୍ୟ କ୍ଷରଣ ହୋଇଥାଏ । ଯାହା ଆପଣଙ୍କୁ ଅତିବ ଆନନ୍ଦ ପ୍ରଦାନ କରିଥାଏ ।

ଅଧିକ ପଢ଼ନ୍ତୁ: ୨୮ ଦିନ ବନ୍ଧକ ରଖି ୧୩ ବର୍ଷର ଝିଅକୁ ୬ ଜଣ କଲେ ଦୁଷ୍କର୍ମ, ଫୋନ୍ କରି ମା’କୁ କହିଲା ‘ଆସି ନେଇଯାଅ ତମ ଝିଅକୁ’

ତେବେ ଏହି ପ୍ରଡକ୍ଟର ଗୁଣବତ୍ତା ନେଇ ଆମେ କୌଣସି ଦାବି କରୁନାହୁଁ । ଆପଣ ଆପଣଙ୍କ ବୁଦ୍ଧି ଖଟାଇ ସୋସିଆଲ ମିଡିଆରେ ଉପଲବ୍ଧ ଥିବା ଏହି ପ୍ରଡକ୍ଟ କିଣି ପାରିବେ । ଆମେ କେବଳ ଏତିକି କହିପାରିବୁ ଯେ, ଅନେକ ସୋସିଆଲ ମିଡିଆ ୟୁଜର୍ସ ଏହାର ବ୍ୟବହାରକୁ ନେଇ ସେମିତି କିଛି ଖାସ୍ ମନ୍ତବ୍ୟ ଦେଇ ନାହାନ୍ତି । ଆପଣ ହୁଏତ ପ୍ରଥମେ ବ୍ୟବହାର କର ପରେ ବିଶ୍ୱାସ କର ନୀତି ଆପଣାଇ ଏହାର ବ୍ୟବହାର କରିବାର ରିକ୍ସ ନେଇ ପାରିବେ ।

Share this story