ଦେଖନ୍ତୁ ଭାଇରାଲ ଭିଡିଓ: ପାର୍କ ଭିତରେ ଦୁଇ ସ୍କୁଲ ଝିଅ ସହ ରାସଲୀଳା କରୁଥିଲା ଜଣେ ପୁଅ, ଲୋକେ ଦେଖି ଫିଙ୍ଗିଲେ ଚପଲ

school students jungle romance goes viral

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲିର ମଡର୍ନ ଯୁଗରେ ପ୍ରେମ ଭଳି ପବିତ୍ର ସମ୍ପର୍କ କୁ ନଷ୍ଟ କରି ସାରିଲେଣି ଆଜିକାର ଯୁବପିଢି । ପ୍ରେମ ମାନେ ଆଜିକାଲି ଖାଲି ଦେହ ସୁଖରେ ହିଁ ସରିଯାଉଛି । ଦେହ ସୁଖ ପାଇବା ପରେ ନୂଆ ସାଥୀ ଖୋଜିବାରେ ଲାଗି ପଡୁଛନ୍ତି । ଅନେକ ସ୍ଥାନରେ ପୁଅ ଝିଅ ମାନେ ଲାଜ ସରମ ଭୁଲି ନିଜକୁ ନଗ୍ନ ରଖିବା ପାଇଁ ପଛାଉ ନାହାନ୍ତି । ଏମିତି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

ଜଣେ ଯୁବକ ଓ ୨ ଜଣେ ଯୁବତୀ ପାର୍କରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ‌ ଆଖପାଖ ଲୋକ ଏହାକୁ ଦେଖି ସେମାନଙ୍କ ଉପରକୁ ଚପଲ ମାଡ଼ କରିଥିଲେ । ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍କୁଲ ପଢୁଆ ୩ ଜଣ ଯୁବକ ଯୁବତୀ ପାର୍କରେ ରାସଲୀଳା କରୁଥିଲେ ।

ଅଧିକ ପଢ଼ନ୍ତୁ : ଖୁଚୁରା ନ ଥିଲେ ‘ମୋ ବସ୍‌‌’ ମନା ! କ୍ରୁଟର ଟ୍ବିଟ ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା, ଏହି ସବୁ ବ୍ୟବସ୍ଥା କରିବାକୁ ଦାବି

ଅଧିକ ପଢ଼ନ୍ତୁ : ଦେଖନ୍ତୁ ଭିଡ଼ିଓ : ଠାକୁରଙ୍କ ନାଁ ରେ ଫାର୍ସ, ଶ୍ରବଣ ମାସରେ ଶିବଙ୍କ ବେଶ ଧରି କାଉଡ଼ିଆ ଖାଇଲେ ଚିକେନ୍ ବିରିୟାନୀ!

ସ୍କୁଲରୁ ବାହାରି ପାର୍କରେ ଏକ ଗଛମୂଳେ ପୁଅ ଜଣକ ଦୁଇ ଯୁବତୀ ସହ ରୋମାନ୍ସ କରୁଛି । ସ୍କୁଲ ଡ୍ରେସରେ ଥାଇ ବ୍ୟାଗକୁ ଗଛ ମୂଳେ ଫୋପାଡ଼ି ରୋମାନ୍ସରେ ମାତିଛନ୍ତି ।

ପ୍ରଥମେ ଜଣେ ଯୁବତୀକୁ ଉଠାଇ କୋଳରେ ରଖି ରୋମାନ୍ସ କରୁଛି ତ ପୁଣି ଅନ୍ୟ ଯୁବତୀକୁ ମଧ୍ୟ ଏପରି ଉଠାଇ ରୋମାନ୍ସ କରୁଛି । ୩ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ହେବ ।

ଦେଖନ୍ତୁ ଭିଡ଼ିଓ :

ଏଭଳି ହରକତ୍ ଦେଖି ପାଖ ଲୋକମାନେ ପୁରା ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲେ ଓ ଅନେକ ସେମାନଙ୍କ ଉପରକୁ ଚପଲ ଫିଙ୍ଗିଥିଲେ । ଯାହା ପରେ ୨ ଜଣ ଯୁବତୀ ଗୋଟେ ପଟେ ଚମ୍ପଟ ମାରିଥିବା ବେଳେ ଯୁବକ ଜଣଙ୍କ ଅନ୍ୟ ପଟେ ପଳେଇ ଯାଇଥିଲା ।

Share this story