ଓଡ଼ିଶାରେ ଅମାନୁଷିକ କାଣ୍ଡ: ୬୦ ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ କଲେ ୪ ପାପି

old woman gang raped by miscreants in odisha

ଓଡ଼ିଆ ଗସିପ ବ୍ୟୁରୋ: ସମାଜ ଯେତେ ଶିକ୍ଷିତ ହୋଇଚାଲିଛି ସେତେ ଅମାନୁଷିକ କାଣ୍ଡ ବଢ଼ିବାରେ ଲାଗିଛି । ମଣିଷ ଦିନକୁ ଦିନ ରାକ୍ଷସ ମନବୃତି ରଖିବାକୁ ପଛାଉ ନାହିଁ । ଯାହାର ଜ୍ୱଳନ୍ତ ଉଦାହରଣ ଆମ ରାଜ୍ୟରେ ଦେଖିବାକୁ ମିଳିଛି ।

କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଜଣେ ୬୦ବର୍ଷୀୟ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିବା ଜଣାପଡିଛି । ଗତକାଲି ରାତିରେ ୪ଜଣ ଯୁବକ ବୃଦ୍ଧାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ଚକା ଫାଟି ଯିବାରୁ ଜଳିଗଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୮୦ ଜଣ ଯାତ୍ରୀ

ଅଧିକ ପଢ଼ନ୍ତୁ: ରେଳ ବ୍ରିଜ ଭୁଶୁଡ଼ି ୨୬ ଶ୍ରମିକଙ୍କ ମୃତ, ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀ ଘୋଷଣା କଲେ ଏତେ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଦୁଷ୍କର୍ମ ଅଭିଯୋଗରେ କଣ୍ଟାବାଞ୍ଜି ଥାନାରେ ୩ ଯୁବକକୁ ଅଟକ ରଖି ତଦନ୍ତ କରୁଛି ପୁଲିସ । ଘଟଣା ସ୍ଥଳରେ ବଲାଙ୍ଗୀର ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।

Share this story