ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଲାଞ୍ଚ ନେବାବେଳେ ମାଡିବସିଲା ଟିମ୍
 

Odisha PEO Caught Taking Bribe In Kandhamal
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲାଞ୍ଚୁଆ ପିଇଓ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭିଜିଲାନ୍ସ ଜଳରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜଣେ ଗ୍ରବାସୀଙ୍କ ଠାରୁ ଡିଜିଟାଲ ଦସ୍ତଖସ୍ତ ପାଇଁ ଟଙ୍କା ମାଗୁଥିବା ବେଳେ ମାଡିବସିଲା ଭିଜିଲାନ୍ସ , ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ । 

ଅଧିକ ପଢନ୍ତୁ : ଏହି କଥାକୁ ନେଇ ଚିନ୍ତାରେ ରହିବା ସହ ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖା ଦେବ! ପଢନ୍ତୁ ଆଜିର ରାଶିଫଳ 

ଥୁ. ରାମପୁର ବ୍ଲକ କାଣୀଗୁମ୍ମା ପଞ୍ଚାୟତର ପିଇଓ ସନ୍ୟାସୀ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। କାଗଜପତ୍ର କାମ ପାଇଁ ୧୦ ହଜାର ଲାଞ୍ଚ ନେବା ବେଳେ ସନ୍ୟାସୀ ନାୟକଙ୍କୁ ଭିଜିଲାନ୍ସ ଧରିଥିଲା। ଧରାପଡ଼ିବା ପରେ ସନ୍ୟାସୀଙ୍କ ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ସୂଚନାମୁତାବକ କାଗଜପତ୍ର କାମ ପାଇଁ ଗାଁ ସାଥୀଙ୍କଠୁ ୧୦ ହଜାର ଲାଞ୍ଚ ମାଗିଥିଲେ, ଏ ନେଇ ଗାଁ ସାଥୀ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ, ସକାଳେ ଜଳେଶ୍ୱର ପଡା ନିଜ ବାସ ଭବନରେ ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ ଏବଂ ଟଙ୍କାକୁ ଜବତ ମଧ୍ୟ କରି ପଚରାଉଚରା କରୁଛି।

ଅଧିକ ପଢନ୍ତୁ : ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ 
 

Share this story