ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିବା ସହ ଏହି ରାଶି ଲୋକ ପାରିବାରିକ ସମସ୍ୟାର ଛନ୍ଦି ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ 
 

Weekly Horoscope from 26th may 2024 To 1st june 2024
କେମିତି କଟିବ ଏହି ସପ୍ତାହ, ଜାଣନ୍ତୁ ଏ ସପ୍ତାହର ରାଶିଫଳ…
 

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ...

ମେଷ: ରବି,ସୋମ,ମଙ୍ଗଳବାରରେ ମନରେ ସକାରାତ୍ମକ ଭାବନା ଆସିବ। ନିଜ କାର୍ଯ୍ୟକୁ ନିଷ୍ଠାର ସହ କରିବେ। ବୁଧ, ଗୁରୁବାରରେ କ୍ୟାରିୟର୍‌ରେ ସଫଳତା ପାଇ ପାରିବେ। ଶୁକ୍ର, ଶନିବାରରେ କୌଣସି ନୂତନ ନିବେଶ କରିବେ, ପରିବାରରେ ସୁଖସମୃଦ୍ଧି ଆସିବ।

ବୃଷ: ରବି,ସୋମ,ମଙ୍ଗଳବାରରେ କର୍ମମୟ ଜୀବନରୁ ବିରତି ପାଇବାକୁ ଇଚ୍ଛା କରିବେ। ନୂତନ ଗୃହ କ୍ରୟ କରିପାରନ୍ତି। ବୁଧ, ଗୁରୁବାରରେ ଦାମ୍ପତ୍ୟ ଜୀବନ ସମସ୍ୟାବହୁଳ ରହିବ। ଶୁକ୍ର, ଶନିବାରରେ ଆର୍ଥିକ କାରବାରରେ ସର୍ତକତା ଅବଲମ୍ବନ କରନ୍ତୁ,ବ୍ୟବସାୟ ମନ୍ଥର ରହିବ।

ମିଥୁନ: ରବି, ସୋମ, ମଙ୍ଗଳବାରରେ ପାରିବାରିକ ସମସ୍ୟାର ଛନ୍ଦି ହେେବ। ଭଲ ବ୍ୟବହାର ଫଳରେ ସମ୍ମାନର ଅଧିକାରୀ ହେବେ । ବୁଧ, ଗୁରୁବାରରେ ସହକର୍ମୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହେବ। ଶୁକ୍ର, ଶନିବାରରେ ପରିବାର ସହ ଯାତ୍ରାଯୋଗ ରହିଛି। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ରବି, ସୋମ,ମଙ୍ଗଳବାରରେ ଅଧୁରା ସ୍ବପ୍ନ ପୂରଣ ହୋଇପାରେ। ସହକର୍ମୀଙ୍କ ସହ ଭାବିଚିନ୍ତି କଥା ହୁଅନ୍ତୁ। ବୁଧ, ଗୁରୁବାରରେ ପୁଞ୍ଜିନିବେଶ ପାଇଁ ସମୟ ଉତ୍ତମ ଅଟେ। ଶୁକ୍ର, ଶନିବାରରେ ଆର୍ଥିକ କ୍ଷେତ୍ରରେ ଶୁଭଫଳ ମିଳିବ, ପରିବାରରେ ଥିବା ସମସ୍ୟା ଦୂର ହେବ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...

ସିଂହ: ରବି, ସୋମ,ମଙ୍ଗଳବାରରେ ମାନସମ୍ମାନ ବୃଦ୍ଧିପାଇବ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ବୁଝାମଣା ମଧ୍ୟମ ଧରଣର ରହିବ। ବୁଧ,ଗୁରୁବାରରେ କର୍ମକ୍ଷେତ୍ରରେ ସର୍ତକତା ସହ କାର୍ଯ୍ୟ କରନ୍ତୁ, ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। ଶୁକ୍ର,ଶନିବାରରେ ନୂତନ ବସ୍ତୁ କ୍ରୟ କରିବେ। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ।

କନ୍ୟା: ରବି, ସୋମ, ମଙ୍ଗଳବାରରେ ନୂତନ ସମ୍ପର୍କ ସ୍ଥାପନ କରିପାରନ୍ତି। ଅନ୍ୟର ସମସ୍ୟାର ସମାଧାନ କରିପାରନ୍ତି। ବୁଧ,ଗୁରୁବାରରେ ଅତ୍ୟଧିକ ଖର୍ଚ୍ଚ କରି ଆର୍ଥିକ ସମସ୍ୟାରେ ପଡ଼ିଯାଇପାରନ୍ତି। ଶୁକ୍ର, ଶନିବାରରେ ବ୍ୟବସାୟରେ ଉତ୍ତମ ଫଳ ପାଇବେ। କ୍ୟାରିୟର୍‌ରେ ସଫଳତା ମିଳିବ ।

ତୁଳା: ରବି,ସୋମ, ମଙ୍ଗଳବାରରେ ପରିବାରରେ ଥିବା ଭୁଲ୍‌ ବୁଝାମଣା ଦୂର ହେବ। ନିଜ ଯୋଗ୍ୟତା ମୁତାବକ ସଫଳତା ପାଇବେ। ବୁଧ,ଗୁରୁବାରରେ ଯୁବକମାନେ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ। ଶୁକ୍ର,ଶନିବାରରେ ଭବିଷ୍ୟତ ପାଇଁ ଯୋଜନା ତିଆରି କରିବେ। ଭ୍ରମଣଯୋଗ ରହିଛି।

ବିଛା: ରବି, ସୋମ, ମଙ୍ଗଳବାରରେ କର୍ମକ୍ଷେତ୍ରରେ ସଫଳତା ପାଇବେ। ଦେହ ଅସୁସ୍ଥ ହୋଇପାରେ। ବୁଧ,ଗୁରୁବାରରେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବେ। ଶୁକ୍ର, ଶନିବାରରେ ପଢ଼ାପଢ଼ିରେ ସଫଳତା ପାଇବେ। ଅର୍ଥର ଅଭାବ ହେବ ନାହିଁ।

ଅଧିକ ପଢନ୍ତୁ : ମାରାତ୍ମକ ରୋଗ ଲୋ’ ବ୍ଲଡପ୍ରେସର ରୁ ରକ୍ଷା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ...

ଧନୁ: ରବି,ସୋମ,ମଙ୍ଗଳବାରରେ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ବନ୍ଧରେ ଯୋଜନା ପ୍ରସ୍ତୁତ କରିବେ। କର୍ମକ୍ଷେତ୍ରରେ ସମସ୍ୟା ଉପୁଜିପାରେ । ବୁଧ, ଗୁରୁବାରରେ ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧ୍ୟମ ଧରଣର ରହିବ। ଶୁକ୍ର,ଶନିବାରରେ କ୍ୟାରିୟର୍‌ ପ୍ରତି ଧ୍ୟାନ ଦିଅନ୍ତୁ, ଖର୍ଚ୍ଚ ଅଧିକ ହୋଇପାରେ ।

ମକର: ରବି, ସୋମ,ମଙ୍ଗଳବାର ଶିକ୍ଷାର୍ଥୀମାନଙ୍କ ପାଇଁ ଭଲ ରହିବ। ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ବୁଧ, ଗୁରୁବାରରେ କର୍ମକ୍ଷେତ୍ରରେ ସଫଳତା ପାଇପାରନ୍ତି। ଶୁକ୍ର, ଶନିବାରରେ ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ, ବ୍ୟବସାୟରେ ଉତ୍ତମ ଫଳ ପାଇବେ।

କୁମ୍ଭ: ରବି, ସୋମ, ମଙ୍ଗଳବାରରେ ହସଖୁସିରେ ରହିବେ। କଠିନ କାର୍ଯ୍ୟକୁ ମଧ୍ୟ ସହଜରେ କରିନେବେ। ବୁଧ, ଗୁରୁବାରରେ ଜମିବାଡ଼ି କିଣାବିକା ସମୟରେ ସର୍ତକତା ଅବଲମ୍ବନ କରନ୍ତୁ। ଶୁକ୍ର, ଶନିବାରରେ ସୁସ୍ଥ ରହିବା ପାଇଁ ଘରୋଇ ଉପଚାର କରନ୍ତୁ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ।

ମୀନ: ରବି, ସୋମ, ମଙ୍ଗଳବାରରେ ଧାର୍ମିକ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ସମୟର ସଦୁପଯୋଗ କରନ୍ତୁ। ବୁଧ, ଗୁରୁବାରରେ ନିଜ ବିଚାରକୁ ଗୁରୁତ୍ବ ଦିଅନ୍ତୁ। ଗୁରୁଜନଙ୍କ ସଙ୍ଗେ ମନାନ୍ତର ହୋଇପାରେ। ଶୁକ୍ର, ଶନିବାରରେ ଅର୍ଥପ୍ରାପ୍ତି ଯୋଗ ରହିଛି। ଭ୍ରମଣଯୋଗ ରହିଛି। ବ୍ୟବସାୟ ଲାଭଜନକ ରହିବ।

ଅଧିକ ପଢନ୍ତୁ : ଏହି ସବୁ ଖାଦ୍ୟ କିଡନୀ ପାଇଁ ଭାରି ଖରାପ; ଜାଣନ୍ତୁ ଏବଂ ସତର୍କ ରୁହନ୍ତୁ, ନଚେତ୍ ବଢ଼ିଯିବ କିଡନୀ ସମସ୍ୟା!
 

Share this story