ଭୟାନକ ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର
 

Massive Fire Breaks Out At Rathapada Market in Bhadrak 15 Shops Gutted
ଅଗ୍ନିକାଣ୍ଡରେ ଜଳିଗଲା ୧୫ ଦୋକାନ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତର ରଥପଦା ଛକରେ ଭୟାନକ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୧୫ଟି ଦୋକାନ ଘର । ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳିଯାଇଛି। 

ଅଧିକ ପଢନ୍ତୁ :ଶୀତଦିନେ ପୂରା ସମ୍ପୂର୍ଣ୍ଣ ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ୫ଟି ସରଳ ଟିପ୍ସ 

ଖବର ପାଇ ବାସୁଦେବପୁର ଦମକଳ କେନ୍ଦ୍ରର ଗାଡି ପହଞ୍ଚି ନିଆଁକୁ ଆୟତ୍ତ ନକରି ପାରିବାରୁ ଧାମର ଦମକଳ କେନ୍ଦ୍ରର ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ ସୁନା ଦୋକାନ, ତେଜରାତି ଦୋକାନ, ପାନ ଦୋକାନ, କଂସା ଦୋକାନ, ଷ୍ଟେସନାରୀ , ଜନସେବା କେନ୍ଦ୍ରରେ ନିଆଁ ଲାଗି ଜଳି ଯାଇଛି। 

ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ

ଯଦୁନାଥ ବେହେରା ନାମକ ବ୍ଯକ୍ତି ନିଆଁ ଲଗାଇ ଦେଇଥିବାର ଅଭିଯୋଗ ହୋଇଛି।ପୋଲିସ ଯଦୁନାଥକୁ ଧରି ଅଟକ ରଖି ପଚରାଉଚରା କରୁଛି  ପୋଲିସ।

ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !
 

Share this story