ନ୍ୟୁଡ୍‌ କଲ୍‌ର କରୁଣ ପରିଣତି: ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କଲେ ଭୁବନେଶ୍ୱର ଯୁବକ

man commits suicide for nude call with woman

ଓଡ଼ିଆ ଗସିପ୍ ବ୍ୟୁରୋ: ନ୍ୟୁଡ୍‌ କଲ୍‌ର କରୁଣ ପରିଣତି । ବ୍ଲାକ ମେଲିଙ୍ଗର ଶିକାର ହେବ ପରେ ପେଟରେ କଇଁଚି ଭୁସି ଆତ୍ମହତ୍ୟା ପାଇଁ ଉଦ୍ୟମ । ୫୦ ଥର ନିଜ ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଢେଙ୍କାନାଳର ଦଣ୍ଡଧର ବାରିକ ।

ନୟାପଲ୍ଲୀ N -1 ରେ ନିଜର ଦୁଇ ପିଲା ସ୍ତ୍ରୀ ସହ ରୁହନ୍ତି ଦଣ୍ଡଧର ବାରିକ । ୩ ଦିନ ତଳେ ହଠାତ ଦଣ୍ଡଙ୍କ ସହ ଫେସବୁକରେ ଚାଟିଙ୍ଗ କରିଥିଲେ ଅଜଣା ଯୁବତୀ । ଆଉ ଏହା ପରେ (Whatsapp)ରେ ଭିଡ଼ିଓ କଲ କରିଥିଲେ ଅଜଣା ଯୁବତୀ ଜଣଙ୍କ ।

ଅଧିକ ପଢ଼ନ୍ତୁ : କେବଳ ୧୮ ବର୍ଷର ଯୁବକ ପଢ଼ନ୍ତୁ; କେମିତି ରଖିବେ ଲିଙ୍ଗର ଯତ୍ନ

ଅଧିକ ପଢ଼ନ୍ତୁ : Ex ମିନିଷ୍ଟରଙ୍କ S3X କାହାଣୀ; ଟୁଙ୍ଗୁର କାହାଣୀଠୁ ବି ବଳିଗଲାଣି

ଦଣ୍ଡ ଯୁବତୀ ଜଣଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହେଇଥିଲେ ଯୁବତୀ । ଫୁଙ୍ଗୁଳା ଦେହରେ କଥା ହେବା ବେଳର ଭିଡିଓ ସ୍କ୍ରୀନ ରେକଡ଼ିଂ କରି ଦଣ୍ଡଙ୍କୁ ବ୍ଲାକ ମେଲିଙ୍ଗ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ ଅଜଣା ଯୁବତୀ ଜଣଙ୍କ ।

ଉପାୟ ନପାଇ ସାଇବର ଥାନାକୁ ବ୍ଲାକମେଲିଂ ଅଭିଯୋଗ ନେଇ ଯାଇଥିଲେ ଦଣ୍ଡଧର । କିନ୍ତୁ ପୋଲିସ ଏତଲା ନରଖିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦଣ୍ଡ । ବେହୋସ ଅବସ୍ଥାରେ ଦଣ୍ତଙ୍କୁ ତାଙ୍କ ଦୋକାନରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଛି । ତାଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା ଜଣାପଡିଛି ।

Share this story