ସତ ହେବ କି ମାଳିକା ବଚନ; ଚାରି ଗୋଟି ମେଘଙ୍କର ବିକଳ ରଡ଼ି: ବାଇଶୀ ପାହାଚ ପାଣିରେ ବୁଡ଼ିଛି ଦେଖ, ଦେଖନ୍ତୁ ଭିଡ଼ିଓ

FEFEFEAF

ଓଡ଼ିଆ ଗସିପ୍ ବ୍ୟୁରୋ: ଲାଗୁଛି ସତେ ଯେମିତି କଳିଯୁଗ ମଧ୍ୟାନ୍ତର ପରେ ଏବେ ସମାପ୍ତି ଆଡ଼କୁ ପାଦ ବଢ଼ାଇଛି । ମାଳିବା ବଚନ ଅନୁସାରେ ଗତକାଲିର ଅଘଟଣକୁ ମିଶାଇ ଅନେକ ଥର ଶ୍ରୀମନ୍ଦିରରେ ପଶିଛି ବର୍ଷା ପାଣି । ଏପରିକି ବାଇଶି ପାହାଚରେ ମଧ୍ୟ ପାଣି ପହଞ୍ଚିଛି ।

ଆଉ ବାକି ରହିଲା ବାଇଶି ପାହାଚରେ ମୀନ ଖେଳିବା କଥା । ଲାଗୁଛି ଆଉ କିଛି ଦିନ ଧରି ଯଦି ଶ୍ରୀକ୍ଷେତ୍ରରେ ବର୍ଷ। ଲାଗି ରୁହେ ତେବେ ନିହାତି ଭାବେ ବଡ଼ ମନ୍ଦିରର ବାଇଶି ପାହାଚରେ ମୀନ ଖେଳିବ ହିଁ ଖେଳିବ ।

ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...

ଏବେ ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିରକୁ ଏତେ ବିପତ୍ତି କାହିଁକି ଆସୁଛି ? କେବେ ରତ୍ନ ଭଣ୍ଡାର ଚାବି ହଜି ଯାଉଛି ତ ପୁଣି କେବେ ମନ୍ଦିର ପରିସରରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କେବେ ଲାଞ୍ଚ ନେଇ ଭକ୍ତଙ୍କୁ ଶ୍ରୀମନ୍ଦିରକୁ ଦକ୍ଷିଣ ଦ୍ୱାର ଦେଇ ଦର୍ଶନ ପାଇଁ ଛାଡ଼ି ଦେଉଛନ୍ତି । କେବେ ପୁଣି ନୀତି କାନ୍ତିରେ ବାରମ୍ବାର ବେନିୟମ ହୋଇ ଶ୍ରୀମନ୍ଦିର ପରମ୍ପରା ଭଙ୍ଗ ହେଉଛି ।

ଦେଖନ୍ତୁ ଭିଡ଼ିଓ:

ଅଧିକ ପଢନ୍ତୁ :- ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର

ଆଉ ରହିଲା ପ୍ରାକୃତିକ ବିପର୍ଯ୍ୟୟ କଥା, ଆଗକୁ ଏମିତି ଅନେକ ବିପର୍ଯ୍ୟୟ ଘଟଣା ଘଟିବାର ଅଛି ଯାହା ସବୁ ମାଳିକାରେ ଲେଖା ଅଛି । ଆପଣ ବିଶ୍ୱାସ କରନ୍ତୁ ବା ନ କରନ୍ତୁ କିନ୍ତୁ ସତ ଏହା ଯେ, ମାଳିକାର ପ୍ରତିଟି ଧାଡ଼ି ଏବେ ସତ ସାବ୍ୟସ୍ତ ହେବାକୁ ଯାଉଛି । ଆଉ ଏହାର ପ୍ରଭାବ ଦେଖାଗଲାଣି ଏବଂ ଆଗକୁ ମଧ୍ୟ ଅନେକ ଥର ଦେଖିବାର ଦୁର୍ଯୋଗ ମିଳିବ ।

 

Share this story