ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ନିଆଁଲାଗି ଜଳିଗଲା ଜଣେ ମାଲିକଙ୍କର ୪ଟି ବସ୍!
 

4 Buses Of One Transporter Catch Fire In Odishas Rayagada
ବସ୍‌ଷ୍ଟାଣ୍ଡରେ ନିଆଁଲାଗି ଜଳିଗଲା ୪ଟି ବସ୍ 

ଓଡ଼ିଆ ଗସିପ୍ ବ୍ୟୁରୋ: ନିଆଁଲାଗି ଜଳିଗଲା ୪ଟି ବସ୍ । ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଖବର ପାଇଁ ଦମକଳବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବାବେଳେ ନିଆଁ ଲାଗିଥିବା ସବୁ ବସ୍ ଜଣେ ମାଲିକଙ୍କର ବୋଲି ଜଣାପଡିଛି ।

ଅଧିକ ପଢନ୍ତୁ : ହୃଦଘାତର ସୂଚନା ଦିଏ ଶରୀରର ଏହି ସବୁ ଲକ୍ଷଣ! ଜାଣନ୍ତୁ ଏବଂ ସତର୍କ ହୋଇଯାଆନ୍ତୁ...

ସୂଚନାଯୋଗ୍ୟ ଯେ, ରାୟଗଡା ଜିଲ୍ଲା ବିଷମକଟକ ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିବା ବେଳେ ନିଆଁ ଲାଗି ଜଳିଗଲା ୪ଟି ବସ୍ । ଗୋଟିଏ ପରେ ଗୋଟିଏ ବସକୁ ନିଆଁ ମାଡି ୪ଟି ବସରେ ନିଆଁ ଲାଗିଥିବା ସୂଚନା।ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବସ୍‌ରେ କୌଣସି ଯାତ୍ରୀ ନଥିବାରୁ କେହି ମୃତାହତ ହୋଇନାହାନ୍ତି ।

ଅଧିକ ପଢନ୍ତୁ : ବୟସ ଅନୁସାରେ ଶରୀର ଓଜନ କେତେ ରହିବା ଦରକାର? ଜାଣି ନାହାନ୍ତି ଯଦି ନିଶ୍ଚୟ ଜାଣନ୍ତୁ..
 

Share this story