ଶ୍ରାବଣର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଏକାମ୍ର କ୍ଷେତ୍ର

sraban somabar pain swatantra byabastha

ଓଡ଼ିଆ ଗସିପ୍ ବ୍ୟୁରୋ: ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବାବେଳେ ଆଜି ସୋମବାର ଥିବାରୁ ଏକାମ୍ରକ୍ଷେତ୍ରକୁ ଆସିବେ ଲକ୍ଷ ଲକ୍ଷ ଭକ୍ତ । ଏଥିପାଇଁ ବିଏମସି ଏବଂ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି ।   ଚଳିତ ଥର ଶ୍ରାବଣ ମାସ ଦୁଇ ମାସ ଧରି ପାଳନ ହେବ। ଏଥିପାଇଁ କାଉଡ଼ିଆ ମାନେ ମୁଖ୍ୟତଃ ପ୍ରଥମ ସୋମବାର ଅର୍ଥାତ୍ ୧୦ ତାରିଖରିରେ ଆସିବାକୁ ଥିବାବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଅଧିକ ପଢ଼ନ୍ତୁ: ପୋଲସରା ବିଧାୟକଙ୍କୁ ପ୍ରଥମେ ଦଶିଂଥିଲା ଅର୍ଚ୍ଚନା ନାଗ; ଶର୍ମିଷ୍ଠା ଥିଲା ଶାରୀରିକ ସମ୍ପର୍କ: ସଂଯୁକ୍ତା ମହଲା

ମାନସିକ ପୁରା କରିବା କୁ ବହୁ ଦୂର ଦୂରାନ୍ତରରୁ ଭକ୍ତମାନେ କାନ୍ଧରେ ପାଣି ଭାର ବୋହି ଆସିବାକୁ ଥିବାବେଳେ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଏଥର ସମୟ ପୂର୍ବରୁ ନୀତି ନିର୍ଘ ନିଣ୍ଟ ପ୍ରସ୍ତୁତ କରାଯାଇଛି । ଯୋଡ଼ା ମାସ ହେତୁ ୧୦ ତାରିଖ ୧୭ ତାରିଖ ଓ ଅଗଷ୍ଟ ମାସ ୨୧ ଓ ୨୮ ତାରିଖ ସୋମବାର ଦିନ ଲିଙ୍ଗରାଜଙ୍କ ପାଖରେ ଜଳଲାଗିର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କାଉଡ଼ିଆଡ଼ି ପାଣି ଢାଳିବା ଳି ପର୍ଯ୍ୟନ୍ତ ଭକ୍ତ ସାହାଣ ଦର୍ଶନ କରିପା ରି ରିବେରି ବୋଲି କହିଛହିନ୍ତି ମନ୍ଦିରନ୍ଦି ସେବାୟତ ।

ଅଧିକ ପଢ଼ନ୍ତୁ:  ସବୁ ସୀମା ଟପିଗଲେ ନିଶାଡ଼ିଙ୍କ ' ନିଶା ' ; ରିପୋର୍ଟରଙ୍କୁ ଦୋ ଅକ୍ଷରି କହି ସୋଧିଲେ, ଭିଡିଓ ଭାଇରାଲ

ସେପଟେ ଶ୍ରାବଣ ସୋମବାର ଭୋର ୩ଟାରୁ ମନ୍ଦିରନ୍ଦି ଦ୍ୱାର ଖୋଲାଯିବା ସହ ୩ଟା ୩୦ରେ ଆଳତି, ତିଅବକାଶ ନୀତି ପରେ ୪ଟା ସୁଦ୍ଧା ସୁ ସାହାଣମେଲା ଦର୍ଶନ କରାଯିବ। ପାଇଁ ବିଏମବି ସି ଏବଂ ପୋଲିସ ପ୍ରଶାସନ ମଧ୍ୟ ସଜାଗ ରହିଛହିନ୍ତି । ଭକ୍ତଙ୍କ ସୁବିସୁଧା ବି କୁ ଦୃଷ୍ଟିରେ ରଖି 4ଟି ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି । 

Share this story