ଘରେ ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି କାମ, ଆଉ ରହିବନି ଟଙ୍କାର ଅଭାବ
ଓଡ଼ିଆ ଗସିପ୍ ବ୍ୟୁରୋ: ଆମ ଆଖପାଖରେ ଥିବା ଜୀବଜନ୍ତୁ ଘରେ ଧନର ବର୍ଷା କରାଇଥାନ୍ତି। ମାତା ଲକ୍ଷ୍ମୀଙ୍କୁ ଘରକୁ ଆଣନ୍ତି। ସାଧାରଣତଃ ଘରେ ଝିଟିପିଟି ଦେଖିଲ ମାତ୍ରକେ ଆପଣ ତାଙ୍କୁ ଛୁ ଛୁ କରୀ ଆଡେଇ ଦେଇଥାଆନ୍ତି। ହେଲା ଝିଟିପିଟି ବି ଆପଣଙ୍କ ଭାଗ୍ୟ ବଦଳାଇପାରିବ। ଆପଣ ଜାଣନ୍ତି କି ଝିଟିପିଟି ଉପରେ ଏହି ଗୋଟାଏ ଜିନିଷ ପକେଇବା ଦ୍ଵାରା ଆପଣଙ୍କ ଘରେ ହୋଇଥାଏ ଧନର ଆଗମନ। ଆପଣଙ୍କ ଘରେ ଥିବା ଆର୍ଥିକ ଅଭାବ ସବୁ ଦିନ ପାଇଁ ଦୂରେଇ ଯାଇଥାଏ।
ପ୍ରାୟ ସବୁ ସମୟରେ ଝିଟିପିଟି ଅଧିକାଂଶ ଘରେ ଦେଖାଯାଇଥାଏ। ଆଉ କିଛି ଲୋକମାନେ ଝିଟିପିଟି ଦେଖିଲା କ୍ଷଣି ଡରି ଯାଇଥାନ୍ତି। କିନ୍ତୁ ସେମାନେ ଅଜ୍ଞାନ ଥାନ୍ତି କି ଯେଉଁ ଝିଟିପିଟିକୁ ଦେଖି ସେ ଭୟଭୀତ ହେଉଛନ୍ତି। ସେହି ଝିଟିପିଟି ତାଙ୍କ ପାଇଁ ବହୁତ ଶୁଭ ଫଳ ହୋଇଥାଏ। ଶାସ୍ତ୍ରରେ ମଧ୍ୟ ଝିଟିପିଟିର ମହତ୍ଵ ବର୍ଣ୍ଣନା କରାଯାଇଛି ଏଭଳି ଭାରତ କିଛି ସ୍ଥାନମାନଙ୍କରେ ଝିଟିପିଟିର ପୂଜା ମଧ୍ୟ କରାଯାଏ।
ଏମିତିକି ଗୋଟେ ମନ୍ଦିର ଶ୍ରୀ ରଙ୍ଗାମ ରଙ୍ଗନଥା ମନ୍ଦିର ଅଛି ଯେଉଁଠି କି ଝିଟିପିଟିର ଚିତ୍ରକୁ କାନ୍ଥରେ ଲଗାଯାଇଛି। ଝିଟିପିଟି ଦର୍ଶନକୁ ଶୁଭ ମାନା ଯାଇଥାଏ ଆଜି ଆମେ ଆପଣଙ୍କୁ ଝିଟିପିଟିର ସଙ୍କେତ ସମ୍ବନ୍ଧରେ କହିବାକୁ ଯାଉଛୁ। ଆକାରହୀନ ଓ ଭୟାନକ ଦେଖାଯାଉଥିବା ଝିଟିପିଟି ଆପଣଙ୍କ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ସମ୍ପର୍କରେ କହିଥାଏ।
ଅଧିକ ପଢନ୍ତୁ :- ଓଡ଼ିଶା ଜମାକାରୀଙ୍କୁ ମିଳିବ ‘ସାହାରା’ ଟଙ୍କା, କେନ୍ଦ୍ର ସମବାୟ ମନ୍ତ୍ରଣାଳୟକୁ ତାଲିକା ଦେଲେ ରାଜ୍ୟ ସରକାର
ଭୋଜନ କରୁଥିବା ସମୟରେ ଆପଣଙ୍କୁ ଝିଟିପିଟି ଦେଖାଯାଏ ତେବେ ଏହାର ଅର୍ଥ ହେଲା ଆଗାମୀ ଦିନମାନଙ୍କରେ ଆପଣଙ୍କୁ ଶୁଭ ସମାଚାର ମିଳିବାକୁ ଯାଉଛି। ଦୁଇଟି ଝିଟିପିଟି ଏକା ସଙ୍ଗେ ଦେଖାଯାଆନ୍ତି ତେବେ ଆପଣଙ୍କ ଦେଖା ପୁରୁଣା ମିତ୍ର ସହ ହେବାର ସମ୍ଭାବନା ରହିଛି । ଯଦି ଆପଣ ଘରେ ଦୁଇଟି ଝିଟିପିଟି ଝଗଡା କରୁଥିବାର ଦେଖିଥାନ୍ତି। ତେବେ ଆପଣଙ୍କ ଘରେ କଳି ଝଗଡା ହେବାର ସଙ୍କେତ ପ୍ରଦାନ କରିଥାଏ ।
ଶାସ୍ତ୍ର ମାନ୍ୟତା ରହିଛି କି ଦୀପାବଳୀ ଦିନ ଝିଟିପିଟି ଦେଖିବା ଦ୍ଵାରା ପୁରା ବର୍ଷ ଭଲରେ କଟିଥାଏ। ମାତ୍ର ଆଜି ଆପଣଙ୍କୁ ଝିଟିପିଟି ସହିତ ଯୋଡିତ ଉପଚାର ସମ୍ବନ୍ଧରେ କହିବୁ ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ଅପାର କୃପା ପ୍ରାପ୍ତ କରିପାରିବେ।
ଯେତେବେଳେ ବି ଆପଣ ଘରେ ଝିଟିପିଟିକୁ ଦେଖନ୍ତି ତେବେ ତୁରନ୍ତ ଠାକୁର ଘରୁ କୁକୁମ ଚାଉଳ ଆଣି ଝିଟିପିଟି ଉପରକୁ ଦୂରରୁ ପକେଇ ଦିଅନ୍ତୁ। ଏହି ଉପାୟକୁ କରୁଥିବା ସମୟରେ ମନରେ ଆପଣଙ୍କ ଇଚ୍ଛା କହି ତାହା ଯେପରି ଶ୍ରୀଘ ପୂରଣ ହେଇଯିବ ତାହା ଭାବନ୍ତୁ।
ଅଧିକ ପଢନ୍ତୁ :- କେବଳ ୨ ଚାମଚ ମେଥିର ସେବନ ପୁରୁଷଙ୍କ ଯୌନ ଇଚ୍ଛା ଦୁଇ ଗୁଣିତ କରିଥାଏ ଏବଂ ମହିଳାଙ୍କ ଏହି ଅଙ୍ଗ କୁ ଉନ୍ନତ କରିଥାଏ, ଜାଣନ୍ତୁ କିପରି...
ଝିଟିପିଟିର ପୂଜା କରିବା ଦ୍ଵାରା ଧନ ସମ୍ବନ୍ଧୀୟ ସମସ୍ୟାର ଅନ୍ତ ହୋଇଥାଏ। ଚାକିରି କ୍ଷେତ୍ରରେ ନୂଆ ନୂଆ ମାର୍ଗ ଖୋଲିଥାଏ ଓ ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଲାଭର ବୃଦ୍ଧି ହୋଇଥାଏ। ତେଣୁ ଆପଣ ଯେବେ ଦେଖନ୍ତି ଝିଟିପିଟିକୁ ତେବେ ତୁରନ୍ତ କରିଦିଅନ୍ତି ଗୋଟାଏ ଉପାୟ ଘରେ ହେବନି ଧନର ଅଭାବ।
.png)