୧୭୨ ବର୍ଷ ପରେ ଏପ୍ରିଲ ୧ରେ ପଡ଼ିବ କାଳସର୍ପ ଯୋଗ; ଏହି ୬ଟି ରାଶି ହେବେ ମାଲାମାଲ

know your horoscope of April 1 2023

ଓଡ଼ିଆ ଗସିପ ବ୍ୟୁରୋ: ୧୭୨ ବର୍ଷ ପରେ ୧ ଏପ୍ରିଲ ୨୦୨୩ ରେ ଆସିଛି କାଳସର୍ପ ଯୋଗ (Kala sarpa yoga) । ଏହି କାଳସର୍ପ ଯୋଗରେ ୬ଟି ରାଶିଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି (Horoscope) ବିଷୟରେ, ଯାହା ଉପରେ କାଳସର୍ପ ଯୋଗର ପ୍ରଭାବ ପଡ଼ିବ ।

ପ୍ରଥମେ ରହିଛି ମେଷ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି । ଶନି ମହାରାଜାଙ୍କ ଆଶୀର୍ବାଦରୁ ବ୍ୟବସାୟ କ୍ଷେତ୍ରରେ ବହୁତ ଅର୍ଥ ହାସଲ କରିବେ । ଚାକିରି କାର୍ଯ୍ୟରେ ପଦୋନ୍ନତି ହେବ । ପରିବାରରେ ଖୁସିର ଦିନ ଆସିବାକୁ ଯାଉଛି । ସମାଜରେ କୌଣସି କାର୍ଯ୍ୟ ପାଇଁ ସନ୍ନମାନିତ ମଧ୍ୟ ହେବେ । କର୍ମ କ୍ଷେତ୍ରରେ ଧନର ପ୍ରତି ମଧ୍ୟ ହେବ । ବିଦେଶରେ ଚାକିରି କରିବାର ସମ୍ଭାବନା ରହିଛି ।

ଆହୁରି ପଢନ୍ତୁ : ଆଲବମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ...

ଦ୍ବିତୀୟରେ ରହିଛି କନ୍ୟା ରାଶି । ଏହି ରାଶିର ବ୍ୟକ୍ତି ମାନସନ୍ନମାନ ପ୍ରତିଷ୍ଠାରେ ବୃଦ୍ଧି ହେବ । ସମାଜରେ ପ୍ରଶଂସା ମଧ୍ୟ ମିଳିବ । ବ୍ୟାପାରରେ ହେଉ ବା ଚାକିରିରେ ସବୁ କ୍ଷେତ୍ରରେ ସଫଳତା ମିଳିବ । ପରିବାରରେ ଖୁସିର ବାତାବରଣ ରହିବ । କର୍ମ କ୍ଷେତ୍ରରେ ଧନର ପ୍ରାପ୍ତି ହେବ । କୌଣସି ନୂଆ କାର୍ଯ୍ୟ କରିବାକୁ ଯାଉଥିଲେ ସେଥିରେ ସଫଳତା ପ୍ରାପ୍ତି ହେବ ।

ତୃତୀୟରେ ରହିଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ କୌଣସି ଶୁଭ ଖବର ମିଳିବାକୁ ଯାଉଛି । ବନ୍ଧୁମାନଙ୍କ ସହିତ ବହୁତ ଭଲ ସମ୍ପର୍କ ରହିବ । ପରିବାରରେ ବା ଜୀବନ ସାଥିଙ୍କ ସହ ବହୁତ ଭଲରେ ବିତିବ । ନିଜ ମଧୁର ବାଣୀ ସାହାଯ୍ୟରେ କୌଣସିବି କାର୍ଯ୍ୟ ହାସଲ କରିବେ ।

ଚତୁର୍ଥରେ ରହିଛି ସିଂହ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି । ଚିନ୍ତାର କଥା କିଛି ନାହିଁ ବହୁତ ଶୀଘ୍ର ସରକାରୀ ଚାକିରି ହୋଇଯିବ । ବ୍ୟାପାରରେ ବହୁତ ଲାଭ ମିଳିବ । ରହିଯାଇଥିବା ଧନ ଫେରିଆସିବ । ବ୍ୟାପାରରେ କୌଣସି ସମସ୍ୟା ଥିଲେ ତାହା ଦୂର ହେବ ।

ଆହୁରି ପଢନ୍ତୁ : ପ୍ରେମିକକୁ ଘରକୁ ଡାକି କୋଲ୍ଡ ଡ୍ରିଙ୍କ୍ସରେ ବିଷ ମିଶାଇ ଦେଲା ପେମିକା, ଆଉ କଲ୍ କରି କହିଲା ମରିନୁ ଯଦି ରଶି ଲାଗେଇଦେ.. ଗୁଡ୍ ବାଏ

ପଞ୍ଚମରେ ରହିଛି ତୁଳା ରାଶି । ଏହି ରାଶିର ବ୍ୟକ୍ତି ଚାକିରିରେ ପଦୋନ୍ନତି ହେବ । ଆୟରେ ବୃଦ୍ଧି ହେବ । ବ୍ୟାପାରରେ କୌଣସି ସମସ୍ୟା ଥିଲେ ତାହା ଦୂର ହେବ । କୌଣସି ଦୂର ଜାଗାକୁ ଯାତ୍ରା କରିପାରନ୍ତି । ପରିବାରରେ ବହୁତ ଶାନ୍ତିର ବାତାବରଣ ରହିବ । ସନ୍ତାନ ପ୍ରାପ୍ତ ହେବାର ସଂଯୋଗ ରହିଛି । ଯେଉଁ କାର୍ଯ୍ୟ କରିବାକୁ ଇଚ୍ଛା କରିଛନ୍ତି ସେଥିରେ ସଫଳ ହେବେ ।

ଷଷ୍ଠରେରେ ରହିଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ବହୁତ ସୁଧାର ଆସିବ । ବିଦେଶରେ ଚାକିରି କରିବାର ଇଚ୍ଛା ପୂର୍ଣ ହେବ । ଯେଉଁ କାର୍ଯ୍ୟ ଆପଣ କରିବେ ସେଥିରେ ସଫଳ ହେବେ । ସନ୍ତାନ ଯୋଗ ମଧ୍ୟ ରହିଛି । କୌଣସି ଜାଗା ବା ଭୂମି କିଣିବାର ଯୋଗ ମଧ୍ୟ ରହିଛି ।

Share this story

World Odia Language Conferene