ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟରେ ଅବନତି ସହ ପାରିବାରିକ ଅଶାନ୍ତି ଲାଗି ରହିବ, ପଢନ୍ତ ଆଜିର ରାଶିଫଳ 
 

Horoscope for Saturday 2 december 2023
ପଢନ୍ତ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...,

ମେଷ: କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରି ସଫଳ ହେବେ । ବ୍ୟବସାୟରେ ସତର୍କ ରୁହନ୍ତୁ । ଶାରୀରିକ ଯନ୍ତ୍ରଣା ଅନୁଭବ କରିବେ । ପରିବାରରେ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଚିନ୍ତିତ ରହିପାରନ୍ତି ।

ବୃଷ: ଦାମ୍ପତ୍ୟ ସୁଖ ମିଳିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତର ଯୋଗ ରହିଛି । ବ୍ୟବସାୟରେ ସାମନ୍ୟ ଲାଭ । ଶରୀର ସୁସ୍ଥ ରହିବ । ମହିଳାମାନେ ନୂତନ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାରେ ଭାଗ ନେଇ ଉପକୃତ ହେବେ ।

ମିଥୁନ: ଆର୍ଥିକ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଉନ୍ନତି ଘଟିବାର ଆଶା କମ୍ । ପାରିବାରିକ ଶାନ୍ତି ମିଳିବ । ସ୍ୱାସ୍ଥ୍ୟରେ ଅବନତି ଘଟିପାରେ । ମହିଳାମାନେ କର୍ମଜୀବୀ ହୋଇପାରନ୍ତି ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

କର୍କଟ: ଶାରୀରିକ ସୁସ୍ଥ ରହିବେ । କର୍ମକ୍ଷେତ୍ରରେ ବନ୍ଧୁ ସହଯୋଗ ମିଳିବ ।ବ୍ୟବସାୟରେ ଲାଭର ଆଶା ରହିଛି ।ପାରିବାରିକ ଶାନ୍ତି ମିଳିବ ।ମହିଳାମାନେ ଦୁଃଖ ଭୋଗିପାରନ୍ତି । ଛାତ୍ରଛାତ୍ରୀମାନେ ଦିଗଭ୍ରଷ୍ଟ ହୋଇ ଉପଯୁକ୍ତ ଶିକ୍ଷା ପାଇବେ ।

ସିଂହ: ପୈତୃକ ସମ୍ପତ୍ତିକୁ ନେଇ ଗଣ୍ଡଗୋଳ ଦେଖାଦେବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପିଲାମାନଙ୍କ ସ୍ବାସ୍ଥ୍ୟ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ଲାଭର ଆଶା କମ୍ । ମହିଳା ଓ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସମ୍ମାନିତ ହେବେ ।

କନ୍ୟା: କର୍ମକ୍ଷେତ୍ରରେ ସମସ୍ତଙ୍କ ସାହାଯ୍ୟ ପାଇ ଖୁସି ହେବେ । ଗୃହରେ ଶାନ୍ତି ମିଳିବ । ବ୍ୟବସାୟରେ ଉନ୍ନତି ଦେଖାଦେବ । ଶରୀର ସୁସ୍ଥ ରହିବ । ଋଣ ମୁକ୍ତ ହୋଇପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ ଭ୍ରମଣ ପ୍ରିୟ ହେବେ ।

ଅଧିକ ପଢନ୍ତୁ :ବୁଧଙ୍କ ବକ୍ରୀ ଚଳନ: ବର୍ଷର ଶେଷ ମାସରେ ଚମକିବ ଏହି ୪ ରାଶିଙ୍କ ଭାଗ୍ୟ, ଜାଣନ୍ତୁ କେମିତି କଟିବ ଡିସେମ୍ବର ମାସ 

ତୁଳା: ଅଯଥା ଅର୍ଥ ବ୍ୟୟ ହେବାର ସମ୍ଭାବନା । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେର ସତର୍କ ରୁହନ୍ତୁ । ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ଅଶାନ୍ତି ଦେଖାଦେବ ।ମହିଳା ଓ ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ଭାଗ ନେଇ ସମ୍ମାନିତ ହେବେ ।

ବିଛା: କର୍ମକ୍ଷେତ୍ରରେ ସହକର୍ମୀମାନେ ସାହାଯ୍ୟ କରିବେ । ବ୍ୟବସାୟରେ ଲାଭବାନ ହେବେ । ସ୍ୱାସ୍ଥ୍ୟ ସାମାନ୍ୟ ଖରାପ ହୋଇପାରେ । ପାରିବାରିକ ଅଶାନ୍ତି ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

ଧନୁ: ରାଜନୀତିରେ କେତେକ ଲୋକ ଆପଣଙ୍କର ବିରୋଧୀ ହେବେ। କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ ।ବ୍ୟବସାୟରେ ସଫଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ପ୍ରଶଂସିତ ହେବେ ।

ଅଧିକ ପଢନ୍ତୁ :ବ୍ରେନକୁ ଭିତରୁ ଦୁର୍ବଳ କରୁଛି ଏହି ୫ଟି ଖରାପ ଅଭ୍ୟାସ, ଆଜି ହି ଛାଡ଼ନ୍ତୁ, ନଚେତ୍ ହେବ ଏହି ଗମ୍ଭୀର ରୋଗ

ମକର: ବହୁ ଦିନର ଆଶା ପୂରଣ ହେବ । କର୍ମକ୍ଷେତ୍ରରେ ତଥା ବ୍ୟବସାୟରେ ଲାଭବାନ ହେବେ । ଚାକିରୀରେ ସାମାନ୍ୟ ଗଣ୍ଡଗୋଳ ଦେଖାଦେଇପାରେ ସ୍ଵାସ୍ଥ୍ୟର ଅବନତି ଘଟିବ । ମହିଳା ଓ ବିଦ୍ୟାର୍ଥୀମାନେ ଭ୍ରମଣ ପ୍ରିୟ ହେବେ ।

କୁମ୍ଭ : ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ମନାନ୍ତର ଘଟିବ । କର୍ମକ୍ଷେତ୍ରରେ ସହକର୍ମୀମାନେ ବିରୁଦ୍ଧାଚରଣ କରିପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ।ଶରୀର ଅସୁସ୍ଥ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ଅପମାନିତ ହୋଇପାରନ୍ତି ।

ମୀନ: ନିଜ କର୍ମକ୍ଷେତ୍ରରେ ଜଗି ରଖି ଚଳନ୍ତୁ । ଆର୍ଥିକ ସମସ୍ୟା ଦେଖାଦେଇ ପାରେ । ପାରିବାରିକ ଅଶାନ୍ତି ଲାଗି ରହିବ । ବ୍ୟବସାୟରେ କ୍ଷତିର ସମ୍ଭାବନା ।ସ୍ଵାସ୍ଥ୍ୟ ଭଲ ରହିବ । ମହିଳା ଓ ବିଦ୍ୟାର୍ଥୀମାନେ ସୁଫଳ ପାଇପାରନ୍ତି 

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!
 

Share this story