ଏହି ରାଶିର ବ୍ୟକ୍ତିମାନେ ଜାଣନ୍ତୁ କେଉଁଦିନ ହସ୍ତମୈଥୁନରୁ ଦୁରେଇ ରହିବେ

gupta samasya o tahar samadhan

ଓଡ଼ିଆ ଗସିପ୍ ବ୍ୟୁରୋ: କେଉଁ ସମୟରେ କରିବେ ହସ୍ତ ମୈଥୁନ, ଜାଣନ୍ତୁ ହସ୍ତ ମୈଥୁନ କେତେ ଲାଭଦାୟକ। ଜିବନ ରହିଛି ମାନେ ମାନବଙ୍କ ମଧ୍ୟରେ ଜିଜ୍ଞ୍ୟାସା ରହିଛି । ତେବେ ପ୍ରତ୍ୟେକ ମଣିଷ ପାଖରେ ଆପଣ ମାନଙ୍କୁ ଆହାର , ନିଦ୍ରା , ମୈଥୁନ , ଏବଂ ଭୟ ନିଶ୍ଚିତ ଭାବେ ଆପଣ ମାନଙ୍କୁ ଦେଖିବା ପାଇଁ ମିଳିବ । ସେମିତିରେ ଆମେ ଆଜି ଆପଣ ମାନଙ୍କ ସହିତ ମୈଥୁନ ବା ହସ୍ତ ମେଥୁନ୍ ବିଷଷୟ ରେ କହିବୁ ।

ଅଧିକ ପଢ଼ନ୍ତୁ: ଶୋଇଥିବା ଗୋରୁପଲ ଉପରେ ଚଢିଗଲା ଟ୍ରକ୍: ୧୦ରୁ ଉର୍ଦ୍ଧ୍ବ ଗୋରୁ ମୃତ, ୫ ଗୁରୁତର

ଯେମିତି ଆପଣ ମାନଙ୍କୁ ଭୋକ ଯେମିତି ଲାଗିଛି ତେବେ ଆପଣ ଖାଦ୍ୟ ଖାଇବେ ଏବଂ ଯଦି ସେହି ପରି ବେଳେ ଆପଣ ମାନେ ଭୋକ ବାଉଳା ରେ ଅଧିକ ଖାଆନ୍ତି ତେବେ ପେଟ ଖରାପ୍ ର ସମ୍ଭବନା ରହି ଥାଏ ସେହି ପରି ଭାବେ ଆପଣ ମାନେ ଅଧିକ ହସ୍ତ ମେଥୁନ୍ କରିଲେ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ୍ ହୋଇ ଥାଏ ।ସେମିତିରେ ଆମେ ଯଦି ବୈଜ୍ଞ୍ୟାନିକଙ୍କ ମତ ନେବା ତେବେ ଶରୀରକୁ ସୁସ୍ଥ ରଖିବା ଏବଂ ଆମ ମାନଙ୍କ ମଧ୍ୟରେ ଉତ୍ସାହ ଆଣିବା ପାଇଁ ନିଶ୍ଚିତ ଭାବେ ସେକ୍ସ କରିବା ଦରକାର ।

ଅଧିକ ପଢ଼ନ୍ତୁ : ଫେସୁବକରୁ ପ୍ରେମ: ସ୍ୱାମୀକୁ ଛାଡି ପ୍ରେମିକ ପାଇଁ ସୀମା ପାର ହୋଇ ପାକିସ୍ତାନରେ ଭାରତର ଅଞ୍ଜୁ , ଶ୍ୱଶୂର ଘର ଲୋକଙ୍କ ମୁଣ୍ଡ ଟିଣ...

ତେବେ ସେମିତିରେ ଯୈବନ ଅବସ୍ଥାରେ ଯିଏ ଏହି ସେକ୍ସ କରେ ନାହିଁ ସେ କେବେ ବି ସୁସ୍ଥ ରହେ ନାହିଁ । ସେହି ପରି ବେଳେ ଆପଣ ମାନେ ଏମିତି ହସ୍ତ ମେଥୁନ୍ କରନ୍ତୁ ନିଜ ପାଇଁ ଭଲ ହୋଇ ଥାଏ । ହେଲେ କେବେ ବି ଅତ୍ୟାଧିକ ହସ୍ତ ମେଥୁନ୍ କରନ୍ତୁ ନାହିଁ ।

ଯେମିତି ଆପଣ ମାନଙ୍କୁ ଭୋକ ଯେମିତି ଲାଗିଛି ତେବେ ଆପଣ ଖାଦ୍ୟ ଖାଇବେ ଏବଂ ଯଦି ସେହି ପରି ବେଳେ ଆପଣ ମାନେ ଭୋକ ବାଉଳା ରେ ଅଧିକ ଖାଆନ୍ତି ତେବେ ପେଟ ଖରାପ୍ ର ସମ୍ଭବନା ରହି ଥାଏ ସେହି ପରି ଭାବେ ଆପଣ ମାନେ ଅଧିକ ହସ୍ତ ମେଥୁନ୍ କରିଲେ ସ୍ୱାସ୍ଥ୍ୟ ପ୍ରତି ବହୁତ ଖରାପ୍ ହୋଇ ଥାଏ ।ସବୁ ସମୟ ଲିମିଟେଡ୍ ସହିତ ହସ୍ତ ମେଥୁନ୍ କରନ୍ତୁ ।

ଅଧିକ ପଢ଼ନ୍ତୁ: ଫାଶରେ ପଡ଼ିଛନ୍ତି ପୋଲସରା ବିଧାୟକ: ଶ୍ରୀକାନ୍ତଙ୍କ ଆଉ ୪ ସପ୍ତାହ ରହିଛି ଶନି ଦଶା, ନାରୀ ଦୋଷ ଯୋଗୁଁ କଟିବ ପତ୍ତା

ଏମିତିରେ ଖାସ୍ କରି 15 ରୁ 19 ବର୍ଷ ର ପିଲା ମାନେ ଏହାକୁ କୋଣ୍ଟ୍ରୋଲ ରେ ରଖିବା କଥା କାରଣ ଏହା ଦ୍ୱାରା ଆପଣ ମାନଙ୍କ ଶରୀର ର ଗଠନ ହୋଇ ଥାଏ । ତେବେ ଆପଣ ମାନେ ଯଦି ଯେଉଁ ସମୟରେ ଆପଣ ମାନଙ୍କ ବଢିବା ସମୟରେ ସେହି ସମୟ ରେ ଆପଣ ମାନେ ଏପରି୍ ଦିନ କୁ ଦୁଇ ଥର କରିବେ ତେବେ ଆପଣ ମାନେ ଫିଜିକାଲି ଏବଂ ମେଣ୍ଟାଲି ବଢିବେ ନାହିଁ । ତେବେ ଏହାକୁ କମ୍ କରିବା ପାଇଁ ଚେଷ୍ଟା କରନ୍ତୁ।

Share this story