‘ଲାଇଭ୍ ରିପୋର୍ଟିଙ୍ଗ୍’ ବେଳେ ମହିଳା ସାମ୍ବାଦିକାଙ୍କ ପଛପଟ ତଳକୁ ବ୍ୟକ୍ତି ଖାଲି ଚୁଇଁଲେନି,କଣ କଲେ ଦେଖନ୍ତୁ VIDEO

ଓଡ଼ିଆ ଗସିପ୍ ବ୍ୟୁରୋ: ଗୋଟାଏ ଡକାୟତି ଘଟଣାର ‘ଲାଇଭ୍ ରିପୋର୍ଟିଙ୍ଗ୍’ କରୁଥିବା ବେଳେ ସ୍ପେନୀୟ ଟେଲିଭିଜନ୍ ଚାନେଲ୍ ‘କ୍ବାଟ୍ରୋ’ର ଜଣେ ସାମ୍ବାଦିକାଙ୍କୁ ଅଶ୍ଳୀଳ-ସ୍ପର୍ଶ କରିଥିବା ଜଣେ ବ୍ୟକ୍ତିଙ୍କୁ ମାଡ୍ରିଡ୍ ପୁଲିସ ଗିରଫ କରିଥିବା କଥା ଖବର ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ କରାଯାଇଛି।
ଅଧିକ ପଢ଼ନ୍ତୁ: ଏହି ରାଶି ବ୍ୟକ୍ତିଙ୍କ ପାଇଁ ଆଗାମୀ ୧୧୮ ଦିନ ରହିବ ବରଦାନ ଭଳି, ବୃହସ୍ପତି କରିଦେବେ ମାଲାମାଲ୍
ଏମିତି କି ରିପୋର୍ଟରେ ଉଲ୍ଲେଖ ଅଛି ଯେ, ମଙ୍ଗଳବାର ଦିନ ସାମ୍ବାଦିକା ଇସା ବାଲେଦୋ ଗୋଟାଏ ସଉଦାପତ୍ର ବିକ୍ରୟ କରାଯାଉଥିବା ଷ୍ଟୋର୍ ବାହାରେ ଥାଇ ଡକାୟତି ଘଟଣାର ‘ଲାଇଭ୍ ରିପୋର୍ଟିଙ୍ଗ୍’ କରୁଥିବା ବେଳେ ଅଭିଯୁକ୍ତ ପଛପଟ ତଳକୁ ହାତ ମାରି ଆସି ତାଙ୍କ ଦେହରେ ଲାଗିଥିଲେ। କିନ୍ତୁ, ବାଲେଦୋ ତାହା ସହ୍ୟ କରି କ୍ଷଣିକ ପାଇଁ ସ୍ଥିର ରହିଥିଲେ ଓ ପରେ ପରେ ସେଠାରୁ ଘୁଞ୍ଚିଯାଇ ପୁଣି ‘ରିପୋର୍ଟିଙ୍ଗ୍’ ଜାରି ରଖିଥିଲେ।
ଅଧିକ ପଢ଼ନ୍ତୁ: ଏମାନଙ୍କ ପାଇଁ ଆଜି ଦିନଟି ଖରାପ; ଜାଣନ୍ତୁ ଆପଣଙ୍କ ରାଶିଫଳ, କେମିତି କଟିବ ଆଜିର ଦିନ
କିନ୍ତୁ, ଷ୍ଟୁଡିଓରେ ଥିବା ‘ନିଉଜ୍ ଆଙ୍କର୍’ ବା ସମ୍ବାଦ ଉପସ୍ଥାପକ ବାଲେଦୋଙ୍କୁ ଅଟକାଇ କହିଲେ, ତୁମ ‘ରିପୋର୍ଟିଙ୍ଗ୍’ରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ଦୁଃଖିତ ଇସା। ସେ କ’ଣ ତୁମ ପଛରେ ଥାଇ ଅଶ୍ଳୀଳ-ସ୍ପର୍ଶ କଲେ କି ? ବାଲେଦୋ ‘ହିଁ’ କହିବାରୁ ‘ଆଙ୍କର୍’ ତାଙ୍କୁ ସେ ଲୋକଟି ଆଡ଼କୁ କ୍ୟାମେରା ବୁଲାଇବାକୁ କହିଲେ।
ଅଧିକ ପଢ଼ନ୍ତୁ: ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ଲକ୍ଷଣ; ୪୦ ସେକେଣ୍ଡ ପୂର୍ବରୁ ଘଟିଥାଏ ଏହି ଭୟାନକ ଓ କଷ୍ଟଦାୟକ ଘଟଣା!
ଇସା କ୍ୟାମେରା ବୁଲାଇ ଲୋକଟିକୁ ସେ କଥା ପଚାରିବାରୁ ସେ ଅସ୍ବୀକାର କଲେ। ପରେ ଘଟଣାର ଦୃଶ୍ୟ ସମ୍ବଳିତ ଭିଡିଓ ସାମାଜିକ ଗଣମାଧ୍ୟରେ ପୋଷ୍ଟ୍ ହୋଇଥିଲା। ତାହା ଦେଖି ଲୋକେ ତୀବ୍ର ପ୍ରତିବାଦ କରିବାରୁ ପୁଲିସ ସେ ବ୍ୟକ୍ତିଙ୍କୁ ଶେଷରେ ଗିରଫ କଲା।
ଦେଖନ୍ତୁ ରିପୋର୍ଟିଙ୍ଗ୍ ବେଳର ଭିଡିଓ:
ଅଧିକ ପଢ଼ନ୍ତୁ: ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ