ଏମିତି କ’ଣ ହେଲା ଯେ ବିବାହର ୨ ରାତି ପରେ ଚାଲିଗଲା ବରର ଜୀବନ, ଜାଣିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ଓଡ଼ିଆ ଗସିପ୍ ବ୍ୟୁରୋ: ମୃତ୍ୟୁ ଏମିତି ବି ଆସେ, ଯାହା କେହି କଳ୍ପନା ବି କରି ନଥିବ। ଏଭଳି ଏକ ଘଟଣା ବଠିଣ୍ଡା-ମୁକ୍ତସର ରୋଡ୍ରେ ଗତକାଲି ରାତିରେ ହୋଇଥିଲା,ଏକ ସଡ଼କ ଦୁର୍ଘଟଣାରେ ଜଣ ନବବିବାହିତ ଯୁବକଙ୍କର ମୃତ୍ୟୁ ଘଟିଥିଲା। ଘଟଣା ବିଷୟରେ ଜାଣିଲେ ଆପଣ ମଧ୍ୟ ଜୀବନ ଉପରେ ଭରସା ଉଠିଯିବ।
ଅଧିକ ପଢନ୍ତୁ :ବିଛା ରାଶିକୁ ଶୁକ୍ର ଗୋଚର, ଶୁଭଫଳ ମିଳିବା ସହ ଏହି ୩ ରାଶି ଉପରେ ହେବ ଧନ ବର୍ଷା!
ସୂଚନା ମୁତାବକ ଯୁବକ ଜଣକ ହେଉଛନ୍ତି ସନମଦୀପ ସିଂହ। ସେ ମୁକ୍ତସର ଜିଲ୍ଳାର କୋଟଭାଇ ଗ୍ରାମର। ସବୁଠାରୁ ଦୁଃଖର କଥା ହେଉଛି ମୃତ ଯୁବକଙ୍କର ୨ ଦିନ ତଳେ ହିଁ ବାହାଘର ହୋଇଥିଲା। ସେ ନିଜ ବାହାଘରରେ ପିନ୍ଧିବା ପାଇଁ ଭଡ଼ାରେ ଆଣିଥିବା ଶେରୱାନିକ ବଠିଣ୍ଡା ଫେରାଇବାକୁ ଯାଇ ଆସିବା ବାଟରେ ଏଭଳି ସଡ଼କ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ତାଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଧିକ ପଢନ୍ତୁ :ଡିସେମ୍ବର ୩୧ରେ ମାର୍ଗି ଦେବଗୁରୁ ବୃହସ୍ପତି ଚଳନ, ଏହି ୩ଟି ରାଶି ପାଇଁ ପାଲଟିବ ବରଦାନ
ଖବର ମୁତାବକ ମୃତକ ଯୁବକ ସନମଦୀପ ସିଂହ ପଞ୍ଜାବ ସରକାରଙ୍କ ରାଜସ୍ବ ବିଭାଗରେ କାର୍ଯ୍ୟରତ ଥିଲେ। ବିବାହ ପାଇଁ ସେ ବଠିଣ୍ଡାରୁ ଏକ ଶେରୱାଡ଼ ଭଡ଼ାରେ ନେଇଥିଲେ। ବାହାଘର ଶେଷ ହେବା ମାତ୍ରରେ ସେ ନିଜ ସ୍ବିଫ୍ଟ୍ କାର୍ରେ ଶେରୱାନି ଫେରାଇବାକୁ ବଠିଣ୍ଡା ଯାଇଥିଲେ। ସେଠାରେ ତାହାକୁ ଫେରାଇ ଆସିବା ବାଟରେ ତାଙ୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା, ସେହି ସଡ଼କ ଦୁର୍ଘଟଣାରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପରିବାର ଲୋକେ ତାଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ହୋଇପଡିଥିଲେ।
ଅଧିକ ପଢନ୍ତୁ :ସାଥୀଙ୍କୁ ଖୁସି କରିବାକୁ ଚାହୁଁ ଥିଲେ ପ୍ରତିଦିନ ରାତିରେ ଖାଆନ୍ତୁ...,ବୃଦ୍ଧି ପାଇବ ଯୌନ ଶକ୍ତି !