ଡାଏଟ୍‌ରେ ସାମିଲ କରନ୍ତୁ ଏହି ଖାଦ୍ୟ, କାଚ ଭଳି ଚମକି ଉଠିବ ଆପଣଙ୍କ ତ୍ବଚା !
 

Health tips deficiency of these vitamins can make your skin dark and dull
ମୁହଁ କଳା ପଡୁଛି କି? 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭଲ ଖାଦ୍ୟ ଆମ ଶରୀରକୁ ସୁସ୍ଥ ରଖିବା ସହିତ ଏହା ଆମ ସୁନ୍ଦର ତ୍ବଚା ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।ଆପଣ ଜାଣି ରଖିବା ଦରକାର ଖାଦ୍ୟ ଆପଣଙ୍କ ତ୍ବଚା ସହ ଆପଣଙ୍କ କେଶ ଉପରେ ମଧ୍ୟ ପ୍ରଭାବ ପକାଏ ।

ଅଧିକ ପଢନ୍ତୁ : ୨୦୨୪ ରେ ଏହି ୫ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

କିଛି ପୋଷକତତ୍ବ ଅଭାବରେ ଲୋକ କ୍ଲାନ୍ତ ମଧ୍ୟ ଅନୁଭବ କରନ୍ତି । ଏହା ପାଇଁ ଶରୀରର ରଙ୍ଗ ମଧ୍ୟ ପ୍ରଭାବିତ ହୋଇଥାଏ ।ତେବେ ଯଦି ଶରୀରରଙ୍ଗା ମଳିନ ପଡିବା କଥା ଉଠେ ତେବେ ଭିଟାମିନ ଇ କଥା ମଧ୍ୟ ମନକୁ ଆସେ । ଭିଟାମିନ୍ ଇ ଚର୍ମ ଏବଂ କେଶ ପାଇଁ ବହୁତ ଭଲ ।

ଅଧିକ ପଢନ୍ତୁ :ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟରେ ଅବନତି ସହ ପାରିବାରିକ ଅଶାନ୍ତି ଲାଗି ରହିବ, ପଢନ୍ତ ଆଜିର ରାଶିଫଳ 

ଭିଟାମିନ ଇ ଅଭାବରେ ମୁହଁର ରଙ୍ଗ କଳା ପଡିବା ସହିତ ଦାଗ ଆଉ ଚମକ ଦୂର ହୋଇଯାଏ ।ଭିଟାମିନ୍ ଇରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଚର୍ମର କ୍ଷତି ହ୍ରାସ କରିଥାଏ ଏବଂ କୋଲାଜେନ୍ ଉତ୍ପାଦନରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ସୂର୍ଯ୍ୟର ଅତିବାଇଗଣି ରଶ୍ମିରୁ ରକ୍ଷା କରିଥାଏ ।

ଅଧିକ ପଢନ୍ତୁ :କିଡନୀ ରୋଗୀ ସାବଧାନ! ଖାଉଛନ୍ତି କି ଏହି ଖାଦ୍ୟ? କିଡନୀକୁ ସୁସ୍ଥ ରଖିବା ପାଇଁ ଏସବୁ ଖାଦ୍ୟରୁ ଦୂରେଇ ରୁହନ୍ତୁ...

ଯଦି ଆପଣଙ୍କ ଚେହେରାରେ ଏଭଳି ଦାଗ ଦେଖାଯାଉଛି ତେବେ ଏହା ଶରୀରରେ ଭିଟାମିନ ଇ ର ଅଭାବ ହୋଇପାରେ । ତେବେ କଣ ଖାଇଲେ ଏହି ସମସ୍ୟାଦୂର ହେବ ଜାଣି ରଖନ୍ତୁ

ଅଧିକ ପଢନ୍ତୁ : ଶନି ଗୋଚର: ୨୦୨୪ ରେ ଏହି ୪ ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ବର୍ଷ ସାରା ଖାଲି ଟଙ୍କା ହିଁ ଟଙ୍କା!

ଖାଦ୍ୟରେ ସାମିଲ କରନ୍ତୁ ବାଦାମ । ଏଥିରେ ଭରପୁର ମାତ୍ରାରେ ଭିଟାମିନ ଇ ରହିଥାଏ । ଆପଣ ଯଦି ପ୍ରତିଦିନ ଅଖରୋଟ , କିବ୍ବି ଖାଉଛନ୍ତି ତେବେ ଏହା ଆପଣଙ୍କ ଶରୀରକୁ ଭିଟାମିନ ଇ ଯୋଗାଇବ । ଏହି ସବୁ ଖାଦ୍ୟର ନିୟମିତ ବ୍ୟବହାର ଆପଣଙ୍କ ଶରୀରରେ ଚମକ ଫେରାଇ ଆଣିଥାଏ ।

ଅଧିକ ପଢନ୍ତୁ :୨୦୨୪ ଆରମ୍ଭରେ ରାଶି ପରିବର୍ତ୍ତନ କରିବେ ମଙ୍ଗଳ, ୩ ରାଶିଙ୍କ ଫିଟିବ ଭାଗ୍ୟ, ହେବ ଆକସ୍ମିକ ଧନ ଲାଭ
 

Share this story