କାହିଁକି ହୁଏ ଦୁର୍ଘଟଣା, କ'ଣ ରହିଥାଏ ଏହା ପଛରେ ଦୋଷ; ରାହୁଙ୍କ କୋପ ଦୃଷ୍ଟିରୁ ଏମିତି ବଞ୍ଚନ୍ତୁ...

why accident occurs with any person and know these reasons

ଓଡ଼ିଆ ଗସିପ ବ୍ୟୁରୋ: କିଛି ଲୋକଙ୍କ ସହ ବାରମ୍ବାର ଦୁର୍ଘଟଣା ଘଟିଥାଏ । ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଲାଗିଥାଏ । ଏହି ଦୁର୍ଘଟଣା ରାହୁଙ୍କ କୋପ ଦୃଷ୍ଟି ଫଳରେ ହୋଇଥାଏ । ଆଜିର ଏହି ଯୁଗରେ ଦୁର୍ଘଟଣା (accidents) ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଯଦି ସବୁବେଳେ କାହା ସହ ଦୁର୍ଘଟଣା (accidents) ଘଟୁ ଅଛି ତେବେ ଏହାକୁ ଅଣଦେଖା କରିବା ଉଚିତ୍ ନୁହେଁ ।

ଏହା ଏକ ବଡ଼ ବିପଦ । ଯାହାକି ଆପଣଙ୍କ ମୁଣ୍ଡ ଉପରେ ଖଣ୍ଡା ପରି ଝୁଲୁଥାଏ । କେତେବଳେ କଣ ହେବ ତାହାର କୌଣସି ବାସ୍ତବ ନଥାଏ । ତେଣୁ ଆପଣ ନିହାତି ଭାବରେ ଜାଣିବା ଉଚିତ୍ କି ଦୁର୍ଘଟଣା କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର କ'ଣ । ତେବେ ଆସନ୍ତୁ ଜାଣିବା ଏହାର କିଛିଟା ପ୍ରତିକାର ବିଷୟରେ...

ଆହୁରି ପଢନ୍ତୁ : ୧୭୨ ବର୍ଷ ପରେ ଏପ୍ରିଲ ୧ରେ ପଡ଼ିବ କାଳସର୍ପ ଯୋଗ; ଏହି ୬ଟି ରାଶି ହେବେ ମାଲାମାଲ

ଜୀବନକୁ ସୁରକ୍ଷିତ ରଖିବାର ଅନୁଭବ କରିଇବା ବହୁତ କଷ୍ଟ ହୋଇ ସାରିଲାଣି । କେତେବଳେ କଣ ଘଟିବ ତାହା କାହାକୁ ଜଣାନଥାଏ । ଜୀବନ ଅଛି ତ ଛୋଟ ମୋଟ ଦୁର୍ଘଟଣା ତ ବେଳେବେଳେ ହୋଇଥାଏ । କିନ୍ତୁ ସେହି ଦୁର୍ଘଟଣା ଯଦି ଆପଣଙ୍କ ସହ ବାରମ୍ବାର ହୋଇ ବଡ଼ ଧରଣର ହେଉଥାଏ ।

କେତେବଳେ ଆପଣଙ୍କ ହାତ ଭାଙ୍ଗିବା ତ କେତେବେଳେ ଆପଣଙ୍କ ଗୋଡ ଆଉ କେତେବେଳେ ମୁଣ୍ଡ ଫାଟିବା ଭଳି ବଡ଼ ବଡ଼ ଦୁର୍ଘଟଣା ଯଦି ଆପଣଙ୍କ ସହ ହେଉଛି ତେବେ ଏହା ଗ୍ରହ ଦୋଷ କାରଣରୁ ହୋଇଥାଏ ।

କିଛି ଲୋକଙ୍କ ସହ ବାରମ୍ବାର ଦୁର୍ଘଟଣା ଘଟିଥାଏ । ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଲାଗିଥାଏ । ଏହି ଦୁର୍ଘଟଣା ରାହୁଙ୍କ କୋପ ଦୃଷ୍ଟି ଫଳରେ ହୋଇଥାଏ । ତେଣୁ ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ହେଉଥାଏ ତେବେ ଏହି ସବୁ ପାଇଁ ରାହୁ ଗ୍ରହ ହିଁ ଦାୟୀ ହୋଇଥାନ୍ତି । ତେଣୁ ଆପଣଙ୍କୁ ପ୍ରଥମେ ରାହୁ ଗ୍ରହକୁ ଶାନ୍ତ କରିବାକୁ ପଡ଼ିବ ।

ଆହୁରି ପଢନ୍ତୁ : ଆଲବମ୍ ଅଭିନେତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ...

ରାହୁଙ୍କର ସବୁଠାରୁ ପ୍ରିୟ ହୋଇଥାଏ ଚନ୍ଦନ । ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ଦେଉଛି ତେବେ ଆପଣ ରାହୁଙ୍କ ପ୍ରିୟ ଚନ୍ଦନ ଟୋପା ଟିଏ ନିଜ ମୁଣ୍ଡରେ ନିହାତି ଲଗାନ୍ତୁ । ଆପଣ ମୁଣ୍ଡରେ ଚନ୍ଦନ ଟୋପାଟିଏ ଲଗାଇବା ସହ ଆପଣଙ୍କ ପକେଟରେ ଗୋଟିଏ ଦୁବ ଘାସ ନିହାତି ରଖନ୍ତୁ । ଆପଣ ଯଦି ଏହି ଦୁଇଟି ଉପାୟକୁ ପାଳନ କରନ୍ତି ତେବେ ଆପଣଙ୍କ ସହ ହେଉଥିବା ଦୁର୍ଘଟଣା ଆଉ ହେବନାହିଁ ।

ମଣିଷ ଜୀବନରେ ଘଟଣା ଘଟିବା ପଛରେ ଗ୍ରହ ଦାୟୀ ଥାଏ । ମଣିଷ ଗ୍ରହମାନଙ୍କ ଇସାରାରେ ହିଁ ଚାଲିଥାଏ । ଗ୍ରହର ଚଳନ ମଣିଷ ଜୀବନରେ ପରିବର୍ତ୍ତନ ଆଣିଥାଏ । କେତେବେଳେ ଶୁଭ ପରିଣାମ ଆଣିଥାଏ ତ କେତେବେଳେ ଦୁର୍ଘଟଣା ଭଳି ଅଶୁଭ ପରିଣାମ ମଣିଷକୁ ଭୋଗ କରାଇଥାନ୍ତି ।

ତେଣୁ ଆପଣ ପ୍ରତିଦିନ ଘରୁ ବାହାରିବା ବେଳେ ମୁଣ୍ଡରେ ଚନ୍ଦନା ଟିପା ଲଗାଇ ବାହାରନ୍ତୁ । ଏବଂ ନିଜ ଡ୍ରେସ ପକେଟ ଦୁବ ଘାସ ରଖି ବାହାରିବା ଦ୍ଵାରା ଆପଣଙ୍କ ଗ୍ରହ ଦୋଷ କଟିଯାଇଥାଏ ।

Share this story

World Odia Language Conferene