ମହିଳାଙ୍କ ଗର୍ଭରେ ଥିବା ସନ୍ତାନ ଏହି କାରଣ ପାଇଁ ହୋଇଥାଏ କିନ୍ନର ? ଜାଣନ୍ତୁ ସେହି କାରଣ ବିଷୟରେ
 

Why A child growing in a womans womb is kinner know the reason
କେଉଁ କାରଣରୁ ଜନ୍ମ ହୋଇଥାଏ କିନ୍ନର ଶିଶୁ ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଯେମିତିକି ଆପଣ ଜାଣିଥିବେ ଯେ ଗୋଟିଏ ସନ୍ତାନକୁ ଜନ୍ମ ଦେବା ପାଇଁ ଜଣେ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏବଂ ଶିଶୁକୁ ଜନ୍ମ ଦେବା ମାତ୍ରେ ନିଜର ସବୁ ଦୁଃଖକୁ ପାଶୋରି ଦେଇଥାନ୍ତି। 

ଯେତେବେଳେ ଜଣେ ନାରୀ ଗୋଟିଏ କିନ୍ନରକୁ ଜନ୍ମ ଦେଇଥାଏ, ସେତେବେଳେ ଇଚ୍ଛା ନଥାଇ ବି ସମାଜକୁ ଆଖି ଆଗରେ ରଖି ସନ୍ତାନକୁ ପରିତ୍ୟାଗ କରିବାକୁ ପଡ଼ିଥାଏ । ଏମାନଙ୍କୁ ସମାଜରେ ସମ୍ମାନ ଦିଆଯାଇନଥାଏ । ମାତ୍ର କଣ ଆପଣମାନେ ଜାଣିଛନ୍ତି କି, ଏପରି କିଛି କାରଣ ପାଇଁ ଶିଶୁଟିର ଜୀବନ ନର୍କରେ ପରିଣତ ହୋଇପାରେ । ଏପରିକି ଶିଶୁଟି କିନ୍ନର ହେବାର ସମ୍ଭାବନା ରହିଛି ।

ଆଧିକ ପଢନ୍ତୁ :ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ଚିନ୍ତାରେ ରହିବା ସହ ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ! ପଢନ୍ତୁ ଆଜିର ରାଶିଫଳ

ଆସନ୍ତୁ ଜାଣିବା ସେହି କାରଣଗୁଡ଼ିକ ବିଷୟରେ:-

ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯଦି କୌଣସି ମହିଳା ୩ ମାସର ଗର୍ଭବତୀ ଥିବା ସମୟରେ କୌଣସି ରୋଗରେ ଆକ୍ରାନ୍ତ ହୁଅନ୍ତି, ତେବେ ମହିଳାଙ୍କ ଗର୍ଭରେ ଥିବା ସନ୍ତାନ କ୍ଷେତ୍ରରେ ଦୁଇ ପ୍ରକାରର ଗୁଣ ବିକଶିତ ହୋଇଥାଏ ।

ଆମର ପୂର୍ବପୁରୁଷଙ୍କ କହିବା କଥା, ଯଦି ଆପଣମାନେ ପୂର୍ବ ଜନ୍ମରେ କୌଣସି ପାପକାର୍ଯ୍ୟ କରିଥିବେ, ତେବେ ଆପଣଙ୍କ କୋଳରେ କିନ୍ନର ଜନ୍ମ ନେଇଥାଏ । ଅର୍ଥାତ ପୂର୍ବଜନ୍ମ ଦଣ୍ଡ ଆମର ଏଇ ଜନ୍ମରେ ଭୋଗିବାକୁ ପଡ଼ିଥାଏ ।

ଆଧିକ ପଢନ୍ତୁ : ବୁଧ ଚଳନ! ଚଳିତ ମାସ ମାର୍ଚ୍ଚ ୭ ତାରିଖରୁ ଏସ ୪ରାଶି ଉପରେ ପଡିବ ପ୍ରଭାବ

ଏହି ଗୁଣଗୁଡ଼ିକ ମଧ୍ୟରେ କିଛି ଗୁଣ ପୁରୁଷଙ୍କର ଏବଂ ଆଉ କିଛି ଗୁଣ ମହିଳାଙ୍କର ଦେଖିବାକୁ ମିଳିଥାଏ । ଯେତେବେଳେ ସନ୍ତାନଟି ଜନ୍ମଲାଭ କରେ, ସେତେବେଳେ ଉଭୟ ମହିଳା ଓ ପୁରୁଷଙ୍କ ଗୁଣ ତା’ ଠାରେ ପ୍ରାପ୍ତ ହୁଏ ଏବଂ ଶେଷରେ କିନ୍ନରକୁ ଜନ୍ମ ଦେଇଥାନ୍ତି।

ଆଧିକ ପଢନ୍ତୁ : ଭବିଷ୍ୟତ ପାଇଁ ଚିନ୍ତାରେ ରହିବା ସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବେ! ପଢନ୍ତୁ ଏ ସପ୍ତାହର ରାଶିଫଳ

Share this story