ବିଧାୟକଙ୍କ କଣ୍ଡୁ (kandu) ଦୋଷ : ଶାସ୍ତ୍ରୀନଗରରେ ଖରାବେଳେ ସେକ୍ସ, ଲକ୍ଷ୍ମୀସାଗରରେ ରାତି, ଦେଖନ୍ତୁ ଏ ଭିଡିଓ...
ଓଡ଼ିଆ ଗସିପ ବ୍ୟୁରୋ: ଲୋକ ଭୋଟ ଦେଇଥିଲେ କାମ କରିବାକୁ । ବିଧାୟକ ବି ବେଶ ଭଲ କାମ କଲେ । ହେଲେ ଏରିଆରେ କମ୍ ବରଂ ବେଡ଼ ରୁମରେ ଅଧିକ । ବିଜେଡିର ଏଭଳି ଜଣେ ବିଧାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଉପକୁଳିଆ ଏହି ବିଧାୟକଙ୍କ କଥା କାହାକୁ ବା ଅଛପା । ଭିଡ଼ ଭିତରୁ ସମୟ ବାହାର କରି ସ୍ୱାମୀ ନଥିବା ବେଳେ ପର ସ୍ତ୍ରୀ ନିକଟରେ ପହଂଚି ଏକାନ୍ତରେ ବିତାନ୍ତି ସମୟ ।
ହଇଓ ବାବୁ, ନିଜେ ତ ଅପକର୍ମ କରିବାକୁ ଯାଉଛ, ସ୍କର୍ପିଓ ଗାଡିଟାକୁ ବି ସେଇଠି ପାର୍କ କରୁଛ ! ଅବଶ୍ୟ ଏ ବାବୁଙ୍କ ଦୋଷ ବିଷୟରେ ଦଳ ଅଳ୍ପେ ବହୁତେ ଅବଗତ । ପୂର୍ବରୁ ଏହି ଗୁଣ ପାଇଁ ବ୍ୟାକଫୁଟ ରେ ରହିଛି ପାର୍ଟି । ନିର୍ବାଚନ ପାଖେଇ ଆସୁଥିବାରୁ ଏ ମହାଶୟ, ଭୁବନେଶ୍ୱର ର ଲକ୍ଷ୍ମୀସାଗର ଅଞ୍ଚଳରେ ନିଜ ସମ୍ପର୍କୀୟଙ୍କ ନାଁ ରେ ଏକ ଘର କିଣିଥିବା ଜଣାପଡିଛି ।
ଅଧିକ ପଢ଼ନ୍ତୁ: ଆଜି ବି ମନେ ପଡେ ସେହି ଫୋନ କଲ, ବିଜୟ ବର୍ବାଦ ଆଉ ଅତନୁ ସାବ୍ୟସ୍ତ ହେଲେ ଲକି
ସେଇଠି କବାଟ କିଳି ରାସଲୀଳା ଚଳାଉଛନ୍ତି ବିଧାୟକ । ଦାମୀ ଗାଡ଼ିରେ ସେବା ଯୋଗାଇବାକୁ ସ୍ୱାମୀ ଛଡା ସ୍ତ୍ରୀ ଆସି ପହଂଚୁଛନ୍ତି । ଭଲ କଥା ବାବୁ ଟେଷ୍ଟ ଆଉ ଲୋକେସନ ବଦଳିଛି । କାରଣ ପୂର୍ବରୁ ଏ କାମୁକ ତୃତୀୟ ଲିଙ୍ଗିଙ୍କୁ ମଧ୍ୟ ଛାଡୁନଥିଲେ । ସରକାରୀ ବାସଭବନରେ ମଶାରୀ ଭିତରେ ଥାଇ ଛକା ମାରୁଥିଲେ । ଏବେ ଟିକେ ଉନ୍ନତି କରିଛନ୍ତି ନିଶ୍ଚୟ ।
ଲୋକଙ୍କ ଟଙ୍କାରେ ଖୋର୍ଦ୍ଧା ଉପକଣ୍ଠରେ ୩୦ ଏକରରୁ ଉର୍ଦ୍ଧ ଜମି କିଣିଛନ୍ତି । ସୁନ୍ଦରପଦାରେ 4 BHK ଫ୍ଲାଟ । ପୁରୀରେ ସି ଫେସିଂ ଡୁପ୍ଲେକ୍ସ । ବାକି ଯାହା ନିତିଦିନିଆ ରୋଜଗାର ସେ କଥା ନକହିବା ଭଲ । ଦୈନିକ ଲକ୍ଷେ ଟଙ୍କା ଆୟ ନଥିଲେ, କଣ ୨୦ ରୁ ଉର୍ଦ୍ଧ ମହିଳାଙ୍କ ମେଣ୍ଟେନାନ୍ସ ଖର୍ଚ୍ଚ ବୁଝିବା ସମ୍ଭବ ? ଏ ଧଳା ସାର୍ଟ ପିନ୍ଧା ବାବୁ କିଭଳି ମେଣ୍ଟେନ କରନ୍ତି, ତାହା ମିଶ୍ର ବାବୁ ଭଲ ସେ ଜାଣିଛନ୍ତି ?
ଅଧିକ ପଢ଼ନ୍ତୁ: ବିଜେଡିକୁ ବାମ୍ଫ ଦେଇ ଆସାମର ରାଜ୍ୟପାଳ ହେବେ ସୌମ୍ୟ!, ଦେଖନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହ ଡିଲର ଭିଡିଓ...
ନହେଲେ ଶାସ୍ତ୍ରୀ ନଗର ଭଳି ଜାଗାରେ ନୀଳ ରଙ୍ଗର ଏଡ଼େ ବଡ଼ କୋଠା କଣ ପାଇବା କଣ ଏତେ ସହଜ ? ମିଶ୍ର ବାବୁଙ୍କ ସ୍ତ୍ରୀ ଟିକେ ମିକ୍ସିଂ ବୋଲି ବିଧାୟକଙ୍କୁ ଖରାବେଳେ ଆସିବାକୁ ଦେଲେ । କିଛି ପାଇବାକୁ ହେଲେ, କିଛି ଦେବାକୁ ପଡେ । ଦୁହେଁ ବୋଧେ ଭଲସେ ଏ ଥିଓରୀ ବୁଝିଯାଇଥିଲେ । ହେଲେ ଘର ପାଇବା ପରେ ମହିଳା ଜଣଙ୍କ ଯେ ଏଭଳି ପଟି ମାରିଲେ, ସେ କଥା କହିଲେ ଦେହ କଣ ହେଇଯାଉଛି । ମ୍ୟାଡାମ ଏବେ ବିଜେପି ନେତ୍ରୀ ।
ଦେଖନ୍ତୁ ଭିଡ଼ିଓ:
ନେଇ ଆଣି ଥୋଇପାରିବା ଭଲ କଥା । ହେଲେ ଆମେ ଯେତିକି ଜାଣିଛୁ, ନବୀନ ସରକାରରେ ଯୌନ ପିପାଶୁଙ୍କ ସ୍ଥାନ ନାହିଁ । ଏ କାମୁକ ବିଧାୟକ ଙ୍କ କାମେକା ଗୁଣ କଥା ବି ଗୁଇନ୍ଦା ବିଭାଗ ଦେଇ ସାରିଲାଣି । ଖାଲି ଦେଖିବାକୁ ବାକି ରହିଲା ଏହି ଗୁପ୍ତ ରୋଗର ଚିକିତ୍ସା ପାଇଁ ନବୀନ କି ମେଡ଼ିସିନ ଦେଉଛନ୍ତି ।