ଇନ୍ଦିରାଙ୍କ ସହ ସମ୍ପର୍କରେ ଥିବା ମୋଥାଇ କିଏ ? ସତରେ କଣ' ଦୁହିଁଙ୍କ ଭିତରେ ହୋଇଥିଲା ପ୍ରେମ ?

some unknown facts about former PM Indira Gandhi

ଓଡ଼ିଆ ଗସିପ ବ୍ୟୁରୋ: ସ୍ୱାଧୀନତା ପରଠାରୁ ଦେଶରେ ନିଜ ଶାସନ ଚଳାଇ ଆସୁଥିବା ଗାନ୍ଧୀ ପରିବାରର କାହାଣୀ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ ।  ନେହେରୁ ପରିବାର ସହିତ ଗାନ୍ଧୀ ନାମ ଫିରୋଜ ଗାନ୍ଧୀଙ୍କଠାରୁ ଉତ୍ପନ୍ନ ହୋଇଥିଲା, ଯିଏକି ଇନ୍ଦିରା ଗାନ୍ଧୀଙ୍କ ସ୍ୱାମୀ ଥିଲେ । ଇନ୍ଦିରା ଗାନ୍ଧୀଙ୍କ ଅନେକ ଲୋକଙ୍କ ସହ ଥିଲା ଅବୈଧ ସମ୍ପର୍କ ଥିବା ଖବର ପ୍ରଚାର ହେଉଛି l ଇନ୍ଦିରା ଗାନ୍ଧୀ ଯେତିକି କଠୋର ଥିଲେ, ତାଙ୍କ ପ୍ରେମ କାହାଣୀ ବହୁତ ଲମ୍ବା ଥିଲା ।

ସ୍ୱାମୀଙ୍କ ବ୍ୟତୀତ ସେ ଅନେକ ଲୋକଙ୍କ ସହ ତାଙ୍କର ସମ୍ପର୍କ ଥିବା ଚର୍ଚ୍ଚା ହୁଏ । ନବ ଭାରତ ନିର୍ମାଣରେ ଯାହାର ହାତ ଥିଲା, ତାଙ୍କ ବିଷୟରେ ଚର୍ଚ୍ଚା ହେଉଥିବା ଏଭଳି କଥାର ସତ୍ୟତା କେତେ ? ଇନ୍ଦିରା ଗାନ୍ଧୀଙ୍କ ପ୍ରେମ ବିଷୟରେ ଅନେକ କାହାଣୀ ଲେଖାଯାଇଛି l ତେବେ ଏହାର ସତ୍ୟତା କେତେ ? ଗାନ୍ଧୀ ପରିବାରକୁ ବଦନାମ କରିବାକୁ ବିରୋଧୀଙ୍କ ଏହା ଷଡଯନ୍ତ୍ର ନୁହେଁ ତ ?

ଏଠି କ୍ଲିକ କରି ଅଧିକ ପଢନ୍ତୁ: ପୃଥିବୀ ଆଡକୁ ମାଡି ଆସୁଛି ବିରଳ ଧୂମକେତୁ : ରାତି ହେବ ଦିନ; ଫେବ୍ରୁଆରୀ ୧ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ

ତେବେ ଆସନ୍ତୁ ଜାଣିବା କେମିତି ଓ କିଏ ଏହି କଥାକୁ ଆରମ୍ଭ କଲା ? ଇନ୍ଦିରା ଗାନ୍ଧୀଙ୍କ ଅବୈଧ ସମ୍ପର୍କ ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ କେହି ଅଲଗା ବ୍ୟକ୍ତିଙ୍କ ଦ୍ୱାରା କରାଯାଇନଥିଲା, ବରଂ ତାଙ୍କ ନିଜର ପାଖ ଲୋକ ଏମ.ଓ ମାଥାଇଙ୍କ ପ୍ରକାଶ କରିଥିଲେ ।

ତାଙ୍କ ରାଜନୈତିକ ସମ୍ପର୍କ ବିଷୟରେ ନୁହେଁ, ବରଂ ତାଙ୍କ ଯୌନ (Sex) ଜୀବନ ସହ ଜଡିତ । ଏମ.ଓ ମାଥାଇ ସେତବେଳେ ନେହେରୁ ପରିବାରର ଅତି ନିକଟତର ଥିଲେ l ତାଙ୍କ ପୁସ୍ତକ 'ନେହେରୁ ଯୁଗର ସ୍ମୃତିଚାରଣ'ରେ ମାଥାଇ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ଏପରି ଏକ ଚର୍ଚ୍ଚିତ ଘଟଣାର ପର୍ଦ୍ଦାଫାସ କରିଥିଲେ । ଏହା ଜାଣି ଆପଣ ବୋଧହୁଏ ଆପଣ ମଧ୍ୟ ନେହେରୁ-ଗାନ୍ଧୀ ପରିବାରକୁ ଘୃଣା କରିବା ଆରମ୍ଭ କରିବେ l

ବହିରେ ଲେଖାଯାଇଥିବା ତଥ୍ୟ ଅନୁଯାୟୀ ଇନ୍ଦିରା ଗାନ୍ଧୀ ବିବାହ କରିଥିଲେ ସତ, କିନ୍ତୁ ଏହା ବ୍ୟତୀତ ଇନ୍ଦିରା ଗାନ୍ଧୀଙ୍କ ଅନେକ ଅବୈଧ ସମ୍ପର୍କ ଥିଲା । ମାଥାଇ ପୁସ୍ତକରେ ଲେଖିଛନ୍ତି, 'ତାଙ୍କର ପ୍ରାୟ ୧୨ ବର୍ଷ ଧରି ଇନ୍ଦିରା ଗାନ୍ଧୀଙ୍କ ସହ ସମ୍ପର୍କ ଥିଲା,' ସେ (ଇନ୍ଦିରା) କ୍ଲିଓପେଟ୍ରୋ ଭଳି ନାକ, ପାଉଲିନ୍ ବୋନାପାର୍ଟଙ୍କ ଆଖି ଏବଂ ଶୁକ୍ର ପରି ବକ୍ଷୋଜ ।

Indira Gandhi

'ପୁସ୍ତକର ଏକ ଭାଗରେ ସେ ମଧ୍ୟ ଲେଖିଛନ୍ତି ଯେ ଇନ୍ଦିରା ଶୋଇଥିବା ଅବସ୍ଥାରେ ବହୁତ ସୁନ୍ଦର ଦେଖାଯାନ୍ତି ଉତ୍କୃଷ୍ଟ ଲାଗନ୍ତି । ଏବଂ ସେ SEX ସମ୍ପର୍କରେ 'ଫ୍ରେଞ୍ଚ ମହିଳା ଓ କେରଳ ନାୟାର ମହିଳାଙ୍କ ମିଶ୍ରଣ' ବୋଲି କହିଥିଲେ l

ଏଠି କ୍ଲିକ କରି ଅଧିକ ପଢନ୍ତୁ: ରାଜଧାନୀରେ ଦେହ ବେପାର; ୨୫ ଶହ କହିକି ନେଲେ, ଫୁଲ ଏଞ୍ଜୟ କଲେ, ଶେଷରେ ୫ଶହ କାହିଁକି ଦେଲେ ?

ଅନେକ ରିପୋର୍ଟରେ କୁହାଯାଇଥିଲା ଯେ ଇନ୍ଦିରାଙ୍କ ସମ୍ପର୍କ ବିଦେଶୀମାନଙ୍କ ସହ ମଧ୍ୟ ରହିଥିଲା । ଫିରୋଜଙ୍କ ସହ ତାଙ୍କର ବିବାହକୁ କେହି ବୁଝି ପାରିନଥିଲେ। ସେହି ସମୟରେ ଫିରୋଜ ଏବଂ ତାଙ୍କ ବ୍ୟକ୍ତିତ୍ୱ ମଧ୍ୟରେ ପାର୍ଥକ୍ୟ ଥିଲା l ଏହା ଥିଲା ଇନ୍ଦିରା ଗାନ୍ଧୀଙ୍କ ଅବୈଧ ସମ୍ପର୍କ - ତଥାପି, ଇନ୍ଦିରା ଗାନ୍ଧୀ ମଧ୍ୟ ଜଣେ ମଣିଷ ଆଉ ସେ ବି ମହିଳା ଥିଲେ, ତେଣୁ ତାଙ୍କ ଭିତରେ ପ୍ରେମ ହେବା କିଛି ବାଧ୍ୟତା ନୁହେଁ l ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ l

ଉଭୟ ପ୍ରେମ ଏବଂ ଘୃଣା ପ୍ରତ୍ୟେକ ମଣିଷ ଭିତରେ ରହିଥାଏ l କିନ୍ତୁ ଜଣେ ମହିଳା ଯିଏକି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ, ତାଙ୍କ ବିରୋଧରେ ଏଭଳି ଅପପ୍ରଚାର ସଭିଙ୍କୁ ବିସ୍ମିତ କରିଛି । ଯଦି କୌଣସି ପ୍ରମାଣ ନଥାଇ କେହି ଏଭଳି ଅପପ୍ରଚାର କରୁଥାଏ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

Share this story

World Odia Language Conferene