କଣ ଆପଣଙ୍କ ଲିଙ୍ଗ ଯେଉଁଠି ପାଇଲା ସେଇଠି ଛିଡ଼ା ହୋଇଯାଉଛି କି ? ଜାଣନ୍ତୁ କଣ କରିବେ....

Guys is your penis sticking out of place Know what to do
କଣ ଆପଣଙ୍କ ଲିଙ୍ଗ ଯେଉଁଠି ପାଇଲା ସେଇଠି ଛିଡ଼ା ହୋଇଯାଉଛି କି ? ଜାଣନ୍ତୁ କଣ କରିବେ....

ଓଡ଼ିଆ ଗସିପ୍ ବ୍ୟୁରୋ: ଓଡ଼ିଆ ଗସିପ୍ ବ୍ୟୁରୋ: ହସନ୍ତୁନି କି ଲାଜେଇ ଯାଆନ୍ତୁ ନାହିଁ । ହୁଏତ ଆପଣ ଏମିତି ପରିସ୍ଥିତିର ସମ୍ମୁଖିନ ହୋଇନଥିବେ କିନ୍ତୁ ଆମ ଆଖପାଖରେ ଅନେକ ଯୁବକ ଏବଂ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ଯୌନାଙ୍ଗ ବସରେ ଗଲା ବେଳେ, ଅଫିସରେ କାମ କରିଲା ବେଳେ କିମ୍ବା କଫି ସପରେ କଫି ପିଇଲା ବେଳେ ମଧ୍ୟ ଛିଡ଼ା ହୋଇଯାଏ । ଆଉ ଏଥିପାଇଁ ସେମାନେ ଅପ୍ରସ୍ତୁତ ରହିବ ସହ ବେଳେ ବେଳେ ଅସହଜ ମନେ କରନ୍ତି ଏବଂ ଲାଜେଇ ଯାଆନ୍ତି । ବେଳେ ବେଳେ ଫିମେଲ କଲିଗ୍ ଙ୍କ ପାଖରେ ଥିଲା ବେଳେ ଅସହଜ ମନେ କରନ୍ତି । 

ଆପମାନଙ୍କୁ ହୁଏତ ଏହା ଅଜିବ୍ ବି ଲାଗୁଥିବ ଯେ, ଆମେ ଏମିତି କେମିତି ପ୍ରଶ୍ନ ପଚାରୁଛୁ । ବିଶ୍ୱାସ ରଖନ୍ତୁ ଏହା ଜମାରୁ ଅସାଧାରଣ ନୁହେଁ ଏହା ଆମ ଜୀବନଚର୍ଯ୍ୟାରେ ସାମିଲ ଏକ ସାଧାରଣ କଥା । ହୁଏତ ଆପଣ ଏମିତି ପ୍ରଶ୍ନ ଶୁଣିଲା ପରେ ନାକ ଟେକୁଥିବେ କିମ୍ବା ଆପଣଙ୍କ ମୁହଁରେ ଏକ ସ୍ମିତ ହାସ୍ୟ ଆସିଯାଇଥିବ ନିଶ୍ଚିତ ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ତେବେ ଆଉ କାଳ ବିଳମ୍ବ ନ କରି ଆମେ ଏହି ପ୍ରଶ୍ନର ରହସ୍ୟ ଉପହରୁ ପର୍ଦ୍ଦା ହଟାଉଛୁ । ତେବେ ତାହା ପୂର୍ବରୁ କହି ରଖୁଛୁ ଯେ, ଆମ ଯୌନସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ିଥାଏ । ତନ ମନ ଯୌବନକୁ ନେଇ ଯେଉଁମାନଙ୍କ ମନରେ ଉତ୍କଣ୍ଠା ଥାଏ ସେମାନଙ୍କୁ ଏହି ଆଲେଖ୍ୟ ନିଶ୍ଚିତ ରୂପରେ ଆମୋଦିତ କରିବ ବୋଲି ଆଶା ରଖୁଛୁ ।

ଅଧିକ ପଢ଼ନ୍ତୁ: ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ଯୋଗ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଠିକ୍ ସମୟ ଓ କ’ଣ କହୁଛନ୍ତି ବୈଦିକ ଜ୍ୟୋତିଷ ଶାସ୍ତ୍ର 

ଆପଣ ଜାଣନ୍ତି, ଅଧିକାଂଶ ପୁରୁଷଙ୍କ ଇଚ୍ଛା ଥାଏ ସବୁବେଳେ ସେକ୍ସ ଆଉ ସେକ୍ସ । ସେକ୍ସ ହିଁ ସେମାନଙ୍କ ଦିଲ୍, ଦିମାଗ ଆଉ ଧଡକନରେ ରହିଥାଏ । ଖାସ୍ ସେମିତି କିଛି ବ୍ୟକ୍ତିଙ୍କ ପାଇଁ ଆଜିର ଏହି ଆଲେଖ୍ୟ । 

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

1.    ସେକ୍ସ ପ୍ରତି ଅଧିକ ରୁଚି ରହିଲେ ଆପଣଙ୍କ କେଉଁଠି ନା କେଉଁଠି ଖଡ଼ା ହୋଇଯିବ
2.    ଯଦି ଏମିତି ସ୍ଥିତିର ସମ୍ମୁଖିନ ହେଉଛନ୍ତି ତେବେ ଅନ୍ୟ କାମରେ ଧ୍ୟାନ ଦିଅନ୍ତୁ
3.    ଅଧିକ ହାରମୋନ୍ ଥିବା ବ୍ୟକ୍ତି ଏଥିପ୍ରତି ଅଧିକ ସଚେତନ ରହିବାକୁ ପରାମର୍ଶ 
4.    ମେଣ୍ଟାଲି ଓ ଫିଜିକାଲି ଠିକ୍ ଥିଲେ ବି ଏମିତି ବେଳେ ବେଳେ ହୋଇଥାଏ
5.    ଅଧିକ ଉତ୍ତେଜିତ ହେଉଥିଲେ ଆପଣଙ୍କ ଲିଙ୍ଗ ଏମିତି ଛିଡ଼ା ହୋଇଯାଏ

ଅଧିକ ପଢ଼ନ୍ତୁ: ରକ୍ଷାବନ୍ଧନ ପରେ ରାକ୍ଷୀ ହାତରୁ କେବେ ଖୋଲି ଦେବା ଉଚିତ, ଜ୍ୟୋତିଷାଚାର୍ଯ୍ୟ ଅନୁସାରେ ଜାଣନ୍ତୁ ସମୟ ଓ ବିଦ୍ଧି 

ତେଣୁ ଏଥିପ୍ରତି ଅଧିକ ଚିନ୍ତା କରିବାର କୌଣସି କାରଣ ନାହିଁ । ଆପଣ ନିୟମିତ ନିଜ ଜୀବନଚର୍ଯ୍ୟାରେ ଯୋଗକୁ ଅଭ୍ୟାସରେ ଯୋଡ଼ନ୍ତୁ। ସୁସ୍ଥ ଖାଇବା, ସୁସ୍ଥ ରହିବା, ଭଲ କହିବା , ଭଲ ପଢ଼ିଆ ଆଦିରେ ମନୋନିବେଶ କଲେ ଆପଣଙ୍କ ଏ ସମସ୍ୟା ଆଉ ଆପଣଙ୍କୁ ସମସ୍ୟା ଭଳି ଫିସଲ୍ ହେବନି । ଯଦି ଆପଣଙ୍କ ସହ ଆପଣଙ୍କ ସାଙ୍ଗ ସାଥି ମଧ୍ୟ ଏମିତି କିଛି ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି ତେବେ ତାଙ୍କୁ ମଧ୍ୟ ପରାମର୍ଶ ଦିଅନ୍ତୁ ଯେ, ଲିଙ୍ଗ ଯେତେବେଳେ ଖଡ଼ା ବା ଅଚାନକ ଛିଡ଼ା ହୋଇଯାଏ ସେତେବେଳେ ଅନ୍ୟ କିଛି ପ୍ରସଙ୍ଗ ଆଡ଼େ ନିଜ ମନକୁ ଡାଇଭର୍ଟ କରିବେ ।

Share this story