ଦେଖନ୍ତୁ ଭିଡ଼ିଓ: ବଡ଼ ଦେଉଳରୁ ବଡ଼ ବିପତ୍ତିର ସୂଚନା : ୨୦୨୩ ରେ ଓଡ଼ିଶାରେ ଯିବ ବଡ଼ ନେତାଙ୍କ ଜୀବନ!

Big fear for Shree Jagannath Mandir in 2023

ଓଡ଼ିଆ ଗସିପ ବ୍ୟୁରୋ: ୨୦୨୩ ରେ ଘଟିବାକୁ ଯାଉଛି ସବୁଠୁ ଘଟଣା ! ଶ୍ରୀମନ୍ଦିର କୁ ପଡିଛି କି ବିପଦ ! ପୁଣି ବଡ଼ଦେଉଳରୁ ଖସିଲା ପଥର । ଶ୍ରୀମନ୍ଦିର ଛାଡ଼ିଦେବେ କି କାଳିଆ ଠାକୁର । ମିଳିଲା ଭୟଙ୍କର ବିପଦର ସୂଚନା । ଶ୍ରୀମନ୍ଦିର ଗୁମୁଟରେ ସୃଷ୍ଟି ହେଲା ଫାଟ ।

"ଏତିକି ଗୁହାରି କରୁଛି ମଣିମା ଗୁହାରି ଶୁଣିବା ହେଉ । ମନ୍ଦିରକୁ ମୋର ନ କହିବା ପାଇଁ ବଂଶ ମୋର ବୁଡି ଯାଉ ।" ଶ୍ରୀ ମନ୍ଦିରକୁ ପ୍ରତିଷ୍ଠା କରି ଦିନେ ଏମିତି ବର ମାଗିଥିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । ଶ୍ରୀମନ୍ଦିର ତାଙ୍କ ବାପାଙ୍କ ସମ୍ପତି ବୋଲି କାଳେ ତାଙ୍କ ପୁଅମାନେ କହିବେ ସେଥିପାଇଁ ନିଜ ବଂଶ ବୁଡ଼ିଯାଉ ବୋଲି କରିଥିଲେ ପ୍ରାର୍ଥନା ।

ଆହୁରି ପଢ଼ନ୍ତୁ: ଶବ ସଂସ୍କାର ପାଇଁ ଆସିଥିଲେ, ନିଜେ ଶବ ହୋଇଗଲେ ଯୁବକ

ହେଲେ ଏ କଳି ଯୁଗର ମଣିଷ ପାଇଁ କାଳିଆ ସାଆନ୍ତ ଆଜି ଭଙ୍ଗା ଘରେ ରହୁଛନ୍ତି । ଶ୍ରୀମନ୍ଦିର କୁ ନିଜ ସମ୍ପତି ଭାବୁଥିବା ମଣିଷଙ୍କ ପାଇଁ ଆଜି ଶ୍ରୀମନ୍ଦିର ବିପଦରେ ପଡିଛି । ଯେଉଁ ମହାପ୍ରଭୁ ଜଗନ୍ନାଥଙ୍କ ଇସାରାରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ ହେଉଛନ୍ତି ସେଇ ପ୍ରଭୁଙ୍କ ଅନୁମତି ନେଇ ଇନ୍ଦ୍ର ବର୍ଷା କରୁଛନ୍ତି । 

ଯେଉଁ ଜଗାର କଥା ବଳରେ ଏ ପୃଥୀବି ବୁଲୁଛି ସେଇ ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ଏବେ ବିପଦରେ ଅଛି । ଯେଉଁ ପ୍ରଭୁଙ୍କ ଆଶୀର୍ବାଦରେ ଦଶଦିଗପାଳ ତିଷ୍ଠି ରହିଛନ୍ତି ଆଉ ଯାହାଙ୍କ ନିର୍ଦେଶକ୍ରମେ ଯମ ଦେବତା ବିଚାର କରୁଛନ୍ତି ଆଉ ଯାହା ଆଜ୍ଞାରେ ନବଗ୍ରହ ପରିଚାଳିତ ହେଉଛନ୍ତି ସେହି ଜଗାର ଶ୍ରମନ୍ଦିରରେ ଫାଟ ସୃଷ୍ଟି ହେଇଛି ।

ଆହୁରି ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼: ପୁଣି ଅଡୁଆରେ ସ୍ତ୍ରୀ, ଡିଏଫଓ ଓ ରୋଷେୟା

ଏଠି ପ୍ରଶ୍ନ କଣ ସତରେ ବଡ଼ ଦେଉଳରୁ ଖସିବ କି ପଥର ? କଣ ସତରେ ସତ ହେବ ମାଳିକା ବଚନ ? ଏମିତି କେତେ ଆଲୋଚନା ଏବେ ଦାଣ୍ଡରେ ପଡି ହାତରେ ଗଡୁଛି । ହଁ ଆଂଜ୍ଞା ଶ୍ରୀମନ୍ଦିର ଗୁମୁଟରେ ଏବେ ଫାଟ ସୃଷ୍ଟି ହୋଇଛି । ଗୁମୁଟ ଫାଟି ସତେ ଯେମିତି ଆଁ କରିଛି । ସେଠାରେ ଥିବା ପ୍ରାଚୀନ ମୃତ୍ତି ଭାଙ୍ଗି ଯାଇଛି । ଆଉ ସେଠାରେ ଥିବା ରକ୍ଷଣା ବେକ୍ଷଣା ଦାୟିତ୍ୱରେ ଥିବା ପ୍ରତ୍ନତତ୍ୱ ବିଭାଗର ଅବହେଳା ଯୋଗୁଁ ଏଭଳି ସୃଷ୍ଟି ହୋଇଛି ।

ଦେଖନ୍ତୁ ଭିଡ଼ିଓ:

ଶ୍ରୀମନ୍ଦିର ଗୁମୁଟରେ ଏବେ ଫାଟ ସୃଷ୍ଟି ହୋଇଛି । ଗୁମୁଟ ଫାଟି ସତେ ଯେମିତି ଆଁ ମଧ୍ୟ କରିଛି । ସେଠାରେ ଥିବା ପ୍ରାଚୀନ ମୃତ୍ତି ମଧ୍ୟ ଭାଙ୍ଗିଗଲାଣି ଏବଂ ଶ୍ରୀ ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ପ୍ରତ୍ନତତ୍ୱ ବିଭାଗର ଅବହେଳା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ସେବାୟତଙ୍କ ସହାୟତା ନେଇ ପ୍ରତ୍ନତତ୍ୱ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି । ତେବେ ପ୍ରତ୍ନତତ୍ୱ ବିଭାଗ କେବେ ଏଥିପ୍ରତି ଧ୍ୟାନ ଦେଇ ଫାଟ ସଜାଡୁଛି ତାହା ଦେଖିବା ପାଇଁ ବାକି ରହିଲା ।

Share this story

World Odia Language Conferene