IAS ଇଣ୍ଟରଭିୟୁରେ ଝିଅକୁ ପଚରାଗଲା କେଉଁ ଜିନିଷକୁ ମହିଳା ଦେଖେଇ ଦେଖେଇ ଯାନ୍ତି କିନ୍ତୁ ପୁରୁଷମାନେ ଲୁଚାନ୍ତି? କ୍ଲିକ କରି ଜାଣନ୍ତୁ ଉତ୍ତର...

IAS question what is that thing which woman can show but not men

ଓଡ଼ିଆ ଗସିପ ବ୍ୟୁରୋ: IAS ଇଣ୍ଟରଭିୟୁରେ ଝିଅକୁ ପଚରାଗଲା ଏହି ପ୍ରଶ୍ନ, ଉତ୍ତର ଜାଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ପରୀକ୍ଷାମାନଙ୍କ ମଧ୍ୟରୁ IAS କୁ ସବୁଠୁ କଷ୍ଟ ପରୀକ୍ଷା ମାନନ୍ତି । ଏହାର ଖାସ କାରଣ ହେଉଛି ଏହାର ପାଠ୍ୟକ୍ରମ । ଏହାକୁ ପଢିବା ସବୁଠୁ କଷ୍ଟ ।

ଯଦି ଆପଣ ଲିଖିତ ପରୀକ୍ଷାରେ ପାସ କରିଦେଲେ, ଅସଲି ପରୀକ୍ଷା ଇଣ୍ଟରଭିୟୁ ସମୟରେ ହୁଏ । ଆଜି ପର୍ଯ୍ୟନ୍ତ ସବୁଠୁ କଷ୍ଟ ଇଣ୍ଟଏଭିୟୁ IAS ର ହୁଏ । ଆଜି ଯାଣିନିୟନ୍ତୁ IAS ରେ ପଚରାଯାଇଥିବା ପ୍ରଶ୍ନ ଏତେ ମଜାଦାର ହୋଇଥାଏ କି ତାହାର ଉତ୍ତର ଜାଣିବାପାଇଁ ସମସ୍ତେ ଇଛୁକ ।

ପ୍ରଶ୍ନ :- ଭାରତରେ ସମ୍ବିଧାନ କେବେ ଲାଗୁ ହୋଇଥିଲା ?

ଉତ୍ତର :- ଭାରତରେ ସମ୍ବିଧାନ ୨୬ ଜାନୁଆରୀ ୧୯୫୦ରେ ଲାଗୁ ହୋଇଥିଲା ଓ ଏହାକୁ ଆମେ ସମସ୍ତେ ଗଣତନ୍ତ୍ର ଦିବସ ରୂପରେ ପାଳନ କରୁଛେ ।

ପ୍ରଶ୍ନ :- ବିହାରର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀ ନାମ କଣ ?

ଉତ୍ତର :- ଅବଦୁଲ ଗଫୁର ଖାନ ବିହାର ରାଜ୍ୟର ପ୍ରଥମ ମୁସଲିମ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ମଧୁମେହ (Diabetes) ରୋଗୀଙ୍କ ପାଇଁ ବରଦାନ ହେଉଛି ଡ଼ାଲଚିନି, ଜାଣନ୍ତୁ କେତେ ଚାମଚ ନେଲେ ଏହା ଇନସୁଲିନ୍ ସ୍ତରକୁ ବାଲାନ୍ସ ରଖେ...

ପ୍ରଶ୍ନ :- କାହାର ଜନ୍ମଦିନକୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ରୂପରେ ପାଳନ କରୁଛେ ?

ଉତ୍ତର :- ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନକୁ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ରୂପରେ ପାଳନ କରୁଛେ ।

ପ୍ରଶ୍ନ :- କେଉଁ ଗଭର୍ନର ଜେନରଲ ଇମାନ କମିଶନର ସ୍ଥାପନା କରିଥିଲେ ?

ଉତ୍ତର :- ଲର୍ଡ଼ ଡଲହୌଜି କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଯୋନିରେ ଜ୍ବଳନ ଏବଂ କୁଣ୍ଡାଇ ହେବାର ଘରୋଇ ଉପଚାର...

ପ୍ରଶ୍ନ :- କଣ କରିବେ ଯଦି ସକାଳୁ ଉଠିଲାପରେ ହଠାତ ଆପଣଙ୍କୁ ଜଣାପଡ଼ିବକି ଆପଣ ଗର୍ଭବତୀ ଅଛନ୍ତି ?

ଉତ୍ତର :- ମୁଁ ବହୁତ ଖୁସି ହେବି ଓ ସ୍ୱାମୀଙ୍କ ସହିତ ଏହି ଖୁସିଖବର ସେୟାର କରିବି ।

ପ୍ରଶ୍ନ :- କେଉଁ ଜିନିଷକୁ ମହିଳା ଦେଖେଇ ଦେଖେଇ ଯାନ୍ତି କିନ୍ତୁ ପୁରୁଷମାନେ ଲୁଚାନ୍ତି?

ଉତ୍ତର :- ଭ୍ୟାନିଟି ବ୍ୟାଗ ଏବଂ ମାନି ପର୍ସ (Vanity Bag and Money Purse) ।

Share this story