World Odia Language Conferene

ବଡ ଘର ମାଡାମକୁ ଦେହ ସୁଖ ଦେବାକୁ ଯାଇ ମୋ ସ୍ୱାମୀ ପାଲଟି ଯାଉଥିଲା jigolo, ଏମିତି ନିଜ ଦୁଃଖ ବଖାଣିଲେ ଭୁବନେଶ୍ୱର ଝିଅ...

Megha tortured by her husband who forced her to sex trade

ଓଡ଼ିଆ ଗସିପ ବ୍ୟୁରୋ: ହସ୍ପିଟାଲରେ କାମ କରନ୍ତି ମେଘା l 2018 ମସିହାରେ ବାଇ ପାସ ସର୍ଜରୀ କରିବାକୁ ଯାଇ ମେଘାଙ୍କ ସହ ଭେଟ ହୁଏ କପିଲଙ୍କର l ଦୁହେଁ ଦୁହିଁଙ୍କୁ ମନ ଦେଇ ବସନ୍ତି ଆଉ ଏହି ଚୋରା ପୀରତି ଦୁଇ ପାଦ ଆଗକୁ ଯାଇ ଦହିକ ସମ୍ପର୍କର ରୂପ ନିଏ l

ରାତି ହେବା କ୍ଷଣି ଦୁହେଁ ଦୁହିଁଙ୍କୁ ଦିଅନ୍ତି ଦେହ ସୁଖ l ବାରମ୍ବାର ସେକ୍ସ କରିବା ଦ୍ୱାରା ହଠାତ ଗର୍ଭବତୀ ହୋଇଯାନ୍ତି ମେଘା l ଏହା ପରେ 2019 ମସିହା ଜାନୁଆରୀ ରେ ଉଭୟ ଉଭୟଙ୍କୁ ବିବାହ କରିବାକୁ ସ୍ଥିର କରନ୍ତି l

ତେବେ ବିବାହ ପରେ ଦୁହେଁ ଙ୍କ ଲାଇଫରେ ହଠାତ ଆସିଲା ଝଡ l କାରଣ କପିଲ ନିଜ ସ୍ତ୍ରୀ ଅଜାଣତରେ 4-5 ଦେହଜୀବିଙ୍କୁ ନେଇ ଆରମ୍ଭ କରିଥିଲା ଦେହ ବ୍ୟାପାର l

ରାତି ହେବା ମାତ୍ରେ ଦେହଜୀବି ଙ୍କୁ କାର ରେ ନେଇ ଆରମ୍ଭ କରିଥିଲା ସେକ୍ସ ରାକେଟ l ପଇସା ପାଇବା ଆଶାରେ ନିଜ ସ୍ତ୍ରୀକୁ ମଧ୍ୟ ଅନ୍ୟ ପାଖରେ ଶୋଇବାକୁ ମଧ୍ୟ କରୁଥିଲା ବାଧ୍ୟ l

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଭାରତରେ ମିଳୁଥିବା ସାନିଟାରୀ ପ୍ୟାଡ଼ରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ: ଆସିଲା ସଙ୍ଗୀନ ରିପୋର୍ଟ

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ବାହୁବଳିରେ ଅଭିନୟ କରିଥିବା ଦେବସେନାଙ୍କ ସାସୁଙ୍କୁ ଦେଖିଲେ ଆପଣ କଦାପି ବିଶ୍ଵାସ କରି ପାରିବେ ନାହିଁ, କ୍ଲିକ କରି ଦେଖନ୍ତୁ ଫଟୋ…

ଏପରିକି ଏଥିରେ ରାଜି ନହେଲେ ଆନ୍ତବସ୍ତ୍ର ଖୋଲି ଦଉଥିଲା ଚେଙ୍କ l ବଡ ଘର ମାଡାମକୁ ଦେହ ସୁଖ ଦେବାକୁ ଯାଇ ନିଜେ ପାଲଟି ଯାଉଥିଲା jigolo l ରାତାରାତି କାମଉଥିଲା ହଜାର ହଜାର ଟଙ୍କା l ଯେହେତୁ କପିଲ ଠିକା କାମ ନେଉଥିଲା ସ୍ତ୍ରୀକୁ ଅନ୍ୟ ପାଖେ ରାତି ବିତେଇବାକୁ ବାଧ୍ୟ କରୁଥିଲା l

ଏଥିରେ ରାଜି ନହେବାରୁ ଗର୍ବବତୀ ସ୍ତ୍ରୀର କରିଥିଲା ଗର୍ଭ ନଷ୍ଟ l ଶେଷରେ ଅନ୍ୟ ସ୍ତ୍ରୀର ଦେହ ସୁଖ ପାଇବା ପାଇଁ ନିଜ ସ୍ତ୍ରୀ ମେଘାକୁ ତଣ୍ଟିଆ ମାରି ଘରୁ ବିଦା କରିଥିଲା l ଶେଷରେ ନ୍ୟାୟ ପାଇବା ପାଇଁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ସ୍ତ୍ରୀ ମେଘା l ତାଙ୍କର ଦାବି ହେଉଛି ନିଜ କାମୁକ ସ୍ୱାମୀକୁ ଉଚିତ ଦଣ୍ଡ ମିଳୁ l

ସେ ଯେଉଁଭଳି ଭାବରେ ମେଘାଙ୍କ ଜୀବନ ନଷ୍ଟ କରିଛନ୍ତି ସେହି ଭଳି ଭାବେ ଜେଲର ଚାରି କାନ୍ଥ ଭିତରେ ସ୍ୱାମୀ କପିଲ ଶାସ୍ତି ପାନ୍ତୁ l

Share this story