ବଡ ଘର ମାଡାମକୁ ଦେହ ସୁଖ ଦେବାକୁ ଯାଇ ମୋ ସ୍ୱାମୀ ପାଲଟି ଯାଉଥିଲା jigolo, ଏମିତି ନିଜ ଦୁଃଖ ବଖାଣିଲେ ଭୁବନେଶ୍ୱର ଝିଅ...

Megha tortured by her husband who forced her to sex trade

ଓଡ଼ିଆ ଗସିପ ବ୍ୟୁରୋ: ହସ୍ପିଟାଲରେ କାମ କରନ୍ତି ମେଘା l 2018 ମସିହାରେ ବାଇ ପାସ ସର୍ଜରୀ କରିବାକୁ ଯାଇ ମେଘାଙ୍କ ସହ ଭେଟ ହୁଏ କପିଲଙ୍କର l ଦୁହେଁ ଦୁହିଁଙ୍କୁ ମନ ଦେଇ ବସନ୍ତି ଆଉ ଏହି ଚୋରା ପୀରତି ଦୁଇ ପାଦ ଆଗକୁ ଯାଇ ଦହିକ ସମ୍ପର୍କର ରୂପ ନିଏ l

ରାତି ହେବା କ୍ଷଣି ଦୁହେଁ ଦୁହିଁଙ୍କୁ ଦିଅନ୍ତି ଦେହ ସୁଖ l ବାରମ୍ବାର ସେକ୍ସ କରିବା ଦ୍ୱାରା ହଠାତ ଗର୍ଭବତୀ ହୋଇଯାନ୍ତି ମେଘା l ଏହା ପରେ 2019 ମସିହା ଜାନୁଆରୀ ରେ ଉଭୟ ଉଭୟଙ୍କୁ ବିବାହ କରିବାକୁ ସ୍ଥିର କରନ୍ତି l

ତେବେ ବିବାହ ପରେ ଦୁହେଁ ଙ୍କ ଲାଇଫରେ ହଠାତ ଆସିଲା ଝଡ l କାରଣ କପିଲ ନିଜ ସ୍ତ୍ରୀ ଅଜାଣତରେ 4-5 ଦେହଜୀବିଙ୍କୁ ନେଇ ଆରମ୍ଭ କରିଥିଲା ଦେହ ବ୍ୟାପାର l

ରାତି ହେବା ମାତ୍ରେ ଦେହଜୀବି ଙ୍କୁ କାର ରେ ନେଇ ଆରମ୍ଭ କରିଥିଲା ସେକ୍ସ ରାକେଟ l ପଇସା ପାଇବା ଆଶାରେ ନିଜ ସ୍ତ୍ରୀକୁ ମଧ୍ୟ ଅନ୍ୟ ପାଖରେ ଶୋଇବାକୁ ମଧ୍ୟ କରୁଥିଲା ବାଧ୍ୟ l

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ଭାରତରେ ମିଳୁଥିବା ସାନିଟାରୀ ପ୍ୟାଡ଼ରେ ବ୍ୟବହାର ହେଉଛି ରାସାୟନିକ ପଦାର୍ଥ: ଆସିଲା ସଙ୍ଗୀନ ରିପୋର୍ଟ

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ବାହୁବଳିରେ ଅଭିନୟ କରିଥିବା ଦେବସେନାଙ୍କ ସାସୁଙ୍କୁ ଦେଖିଲେ ଆପଣ କଦାପି ବିଶ୍ଵାସ କରି ପାରିବେ ନାହିଁ, କ୍ଲିକ କରି ଦେଖନ୍ତୁ ଫଟୋ…

ଏପରିକି ଏଥିରେ ରାଜି ନହେଲେ ଆନ୍ତବସ୍ତ୍ର ଖୋଲି ଦଉଥିଲା ଚେଙ୍କ l ବଡ ଘର ମାଡାମକୁ ଦେହ ସୁଖ ଦେବାକୁ ଯାଇ ନିଜେ ପାଲଟି ଯାଉଥିଲା jigolo l ରାତାରାତି କାମଉଥିଲା ହଜାର ହଜାର ଟଙ୍କା l ଯେହେତୁ କପିଲ ଠିକା କାମ ନେଉଥିଲା ସ୍ତ୍ରୀକୁ ଅନ୍ୟ ପାଖେ ରାତି ବିତେଇବାକୁ ବାଧ୍ୟ କରୁଥିଲା l

ଏଥିରେ ରାଜି ନହେବାରୁ ଗର୍ବବତୀ ସ୍ତ୍ରୀର କରିଥିଲା ଗର୍ଭ ନଷ୍ଟ l ଶେଷରେ ଅନ୍ୟ ସ୍ତ୍ରୀର ଦେହ ସୁଖ ପାଇବା ପାଇଁ ନିଜ ସ୍ତ୍ରୀ ମେଘାକୁ ତଣ୍ଟିଆ ମାରି ଘରୁ ବିଦା କରିଥିଲା l ଶେଷରେ ନ୍ୟାୟ ପାଇବା ପାଇଁ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଛନ୍ତି ସ୍ତ୍ରୀ ମେଘା l ତାଙ୍କର ଦାବି ହେଉଛି ନିଜ କାମୁକ ସ୍ୱାମୀକୁ ଉଚିତ ଦଣ୍ଡ ମିଳୁ l

ସେ ଯେଉଁଭଳି ଭାବରେ ମେଘାଙ୍କ ଜୀବନ ନଷ୍ଟ କରିଛନ୍ତି ସେହି ଭଳି ଭାବେ ଜେଲର ଚାରି କାନ୍ଥ ଭିତରେ ସ୍ୱାମୀ କପିଲ ଶାସ୍ତି ପାନ୍ତୁ l

Share this story